ଖୋର୍ଦ୍ଧା ରେ ଅନୁଷ୍ଠିତ ମିଶନ ଶକ୍ତି କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

6123 446

ଖୋର୍ଦ୍ଧାର ଗୋଶାଳା ପଡ଼ିଆରେ ଆୟୋଜିତ ମିସନ୍‌ ଶକ୍ତି ମହାସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଥିଲେ ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନଙ୍କୁ ପୁରସ୍କୃତ କରିଛନ୍ତି।ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମାବେଶ ସ୍ଥଳରେ ପହଞ୍ଚିବା ପରେ ଉପସ୍ଥିତ ୧ ଲକ୍ଷରୁ ଊର୍ଦ୍ଧ୍ୱ ମହିଳା ହୁଳହୁଳି ପକାଇ ତାଙ୍କୁ ସ୍ୱାଗତ କରିଥିଲେ।ଖୋର୍ଦ୍ଧା ଠାରେ ଆୟୋଜିତ ମିଶନ ଶକ୍ତି ମହାସମାବେଶରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖୋର୍ଦ୍ଧା ଗୋଶାଳା ପଡ଼ିଆରେ ଆୟୋଜିତ ସମାବେଶରେ ଯୋଗ ଦେଇଛନ୍ତି ନବୀନ। ଏଥିସହିତ ସ୍ବୟଂ ସହାୟକ ଗୋଷ୍ଠୀ ପାଇଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ୧୫ ହଜାର ଟଙ୍କାର ସିଡ ମନି ଏବଂ ୩ ହଜାର ଟଙ୍କା ଡିଜିଟାଲ ସଶକ୍ତି କରଣ ସହାୟତା ଘୋଷଣା କରିଛନ୍ତି। ବ୍ଲକ୍ ସ୍ତରୀୟ ମହାସଂଘ ପାଇଁ ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପାଇଥିବା ସଦସ୍ୟମାନେ ଏହି ସମାବେଶରେ ଯୋଗ ଦେଇଥିଲେ।

Related Post

ବୌଦ୍ଧ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ର ଗୃହ ନିର୍ମାଣ ଓ ମରାମତି ର ଟଙ୍କା ଖାଉଛି କିଏ,

Posted by - October 9, 2022 0
ଅବ୍ୟବସ୍ଥା ଭିତରେ ଚିକିତ୍ସାଳୟ ବୌଦ୍ଧ:(ଚିତ୍ତରଞ୍ଜନ ସିଂ )ଅସରାଏ ବର୍ଷା ରେ ବୌଦ୍ଧ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟ ପାଣି ଗଳିବl ଏକ ଭିଡିଓ ଆଜି ଆମ କେମେରାରେ…

ପୁଣି ପଥର କ୍ଵାରୀ ପ୍ରସଙ୍ଗ ଉଠାଇଲା ଜିଲ୍ଲା ପ୍ରଶାସନ,ଜିଲ୍ଲାପାଳଙ୍କ ଗସ୍ତପରେ ପ୍ରତିବାଦ ନେଇ ଚଳଚଞ୍ଚଳ ଖରଭୂଇଁ ଗ୍ରାମବାସୀ

Posted by - October 9, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ )ବର୍ଷକରୁ ଉର୍ଦ୍ଧସମୟ ହେବ ହରଭଙ୍ଗା ତହସିଲ ଅନ୍ତର୍ଗତ ଖରଭୂଇଁ ଗ୍ରାମରେ ପଥରକ୍ବାରୀ ଓ କ୍ରସରକୁ ନେଇ ଚାଲିଛି ଛକାପଞ୍ଝା । ଏସବୁ ବିବାଦର ଅନ୍ତ…

There are 446 comments

  1. That is really attention-grabbing, You are an excessively professional blogger. I’ve joined your feed and look forward to searching for extra of your magnificent post. Additionally, I have shared your site in my social networks! Sex Doll Blog

  2. Mr Tilley says kissing, caressing, genital be a party to b manipulate and viva voce stimulation can all be savvy as pleasurable whether there is an erection or not. In relation to partnered going to bed, Dr Fox stresses it is something destined for both parties to job on together. “The collaborator may not be the root, but they may be cause of the solution.” Source: buying cialis cheap

  3. Q: How do you say goodnight to your lover?
    A: cheap sildenafil tablets uk Most desirable trends of meds. Hit it off with b manage now.
    Erections typically form a not many minutes or, in some cases, up to nearby a half hour. If you have an erection that lasts more than a four hours (priapism) or a person that’s unassociated to sexual intercourse, talk to your doctor dyed in the wool away or solicit exigency care.

Leave a comment

Your email address will not be published.