ଚାଷୀ, ମହିଳା ଓ ଯୁବ ସମାଜ ହେବେ ଓଡ଼ିଶାର ପରିଚୟ। ‘କାଳିଆ’ ଯୋଜନା ଦେଶକୁ ବାଟ ଦେଖାଉଛି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

1317 0

ଚାଷୀ, ମହିଳା ଓ ଯୁବ ସମାଜ ହେବେ ଓଡ଼ିଶାର ପରିଚୟ। ‘କାଳିଆ’ ଯୋଜନା ଦେଶକୁ ବାଟ ଦେଖାଉଛି। ଏପ୍ରିଲ୍‌ ୨ ତାରିଖରେ ‘କାଳିଆ ଯୋଜନା’ର ଦ୍ୱିତୀୟ କିସ୍ତି ଟଙ୍କା ଦିଆଯିବ ବୋଲି ଶନିବାର ପୂର୍ବାହ୍ନରେ ବଡ଼ଚଣା ଠାରେ ଆୟୋଜିତ ଜନସମାବେଶରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

Related Post

Leave a comment

Your email address will not be published.