Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ସ୍ଵାଧୀନତା ସଂଗ୍ରାମୀ ଓ ସମାଜ ସେବୀ ଙ୍କ ପରଲୋକ

810 0

ବରୀ:(ସ୍ନେହଂଶୁ ଶେଖର ମହାନ୍ତି)ବରୀ ବ୍ଲକ ଅନ୍ତର୍ଗତ ଆରଙ୍ଗକ୍ଷବାଦ ପଞ୍ଚାୟତ ର ସ୍ଵାଧୀନତା ସଂଗ୍ରାମୀ ଅନନ୍ତ ଚରଣ ଧଳ କର ଆଜି ଅପରାହ୍ନରେ ମୃତୁ ଘଟିଛି । ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟ ରେ ପୀଡ଼ିତ ଥିଲେ । ଧଳ କର ମୃତୁ ଖବର ପ୍ରଚାରିତ ହେବା ମାତ୍ରେ ସ୍ଥାନୀୟ ବାସିନ୍ଦା , ସମାଜ ସେବୀ , ସାମ୍ବାଦିକ , ଶିକ୍ଷାବିତ୍ ମାନେ ପହଞ୍ଚି ଧଳ କର ଶେଷ ଦର୍ଶନ କରିଥିଲେ । ସ୍ୱର୍ଗତ ଧଳ ୧୯୧୨ ମସିହାରେ ଜନ୍ମ ଗ୍ରହଣ କରିଥିଲେ ।

୧୯୪୨ ମସିହା ଭାରତ ଛାଡ ଆନ୍ଦୋଳନରେ ସାମିଲ ହୋଇ କାରାଗାର ଭୋଗିଥିଲେ । ସ୍ୱର୍ଗତ ଧଳ କ ମୃତୁ ବେଳକୁ ତାକ ପାଖରେ ଘରର ସମସ୍ତ ସପରିବାର ଉପସ୍ଥିତ ଥିଲେ ବୋଲି ଜଣାପଡିଛି ବ୍ଲକ ର ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି ।ସ୍ୱର୍ଗତ ଧଳ ଙ୍କ ବିୟୋଗ ରେ ଯାଜପୁର ବିଧାୟକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ ଶୋକ ପ୍ରକାଶ କରିଛନ୍ତି ।

 

 

Related Post

ପାଣି ଘେରରେ ୨୫ ପରିବାର

Posted by - August 17, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ହିରାକୁଦରୁ ୪୦ ଟି ଗେଟ ଖୋଲିବା ପରେ ଫୁଲୁଛି ମହାନଦୀ । ଏହାର ପ୍ରଭାବରେ ପାଣି ଘେରରେ 25 ପରିବାର । ସୁବର୍ଣ୍ଣପୁର ଜିଲ୍ଲା…

ସୁବର୍ଣ୍ଣପୁର ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଜନହିତକର ଯୋଜନା ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ

Posted by - November 26, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ମୁଖ୍ୟମନ୍ତ୍ରୀଙ୍କ ଜନହିତକର ଯୋଜନା ସ୍ମାର୍ଟ ହେଲଥ୍ କାର୍ଡ ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ବଣ୍ଟନ କରା ଯାଇଛି I ଆଜି ଦିନ ୧୧ ଟା ୩୦ମିନିଟ…

ତତଲା କଡେଇରେ ପରିଣତ ହୋଇଛି ସୁବର୍ଣ୍ଣପୁର, ତାପମାତ୍ରା ୪୫ ଡିଗ୍ରୀ କୁ ଛୁଇଁଲାଣି

Posted by - April 29, 2022 0
ସୋନପୁର :(ଅଜିତ କୁମାର ପୁଜାହାରୀ) ତତଲା କଡେଇରେ ପରିଣତ ହୋଇଛି ସୁବର୍ଣ୍ଣପୁର ଜିଲ୍ଲା ।ଗତ ଦୁଇ ସପ୍ତାହ ହେଲା ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରବଳ ଗରମ ଅନୁଭୂତ ହେଉଥିବା…

ମୁନିଗୁଡା ବ୍ଲକ ଅଞ୍ଚଳ ରେ ଆରମ୍ଭ ହେଲା ୧୫ ରୁ ୧୮ ବର୍ଷ ବର୍ଗର ପିଲାଙ୍କୁ କୋଭିଡ୍ ଟୀକା

Posted by - January 4, 2022 0
ମୁନିଗୁଡା:(ରମାକାନ୍ତ ପୋଢାଳ)ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅଞ୍ଚଳ ରେ ଆରମ୍ଭ ହେଲା ୧୫ ରୁ ୧୮ ବର୍ଷ ବର୍ଗ ର ପିଲାଙ୍କ କୋଭିଡ୍ ଟୀକା କରଣ ।…

କୋଭିଡ୍-୧୯ ପଜିଟିଭ୍‌ଙ୍କ ସଂଖ୍ୟା ୬୦ ଛୁଇଁଲା, ଶେଷ ୫ ଙ୍କ ମଧ୍ୟରୁ ଜଣେ ଯାଜପୁରର ଏବଂ ୪ ଭୁବନେଶ୍ବରର

Posted by - April 14, 2020 0
ଭୁବନେଶ୍ବର୧୪/୪: ରାଜ୍ୟରେ ଆଉ ୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଯାଜପୁରରେ ଜଣେ ଏବଂ ଭୁବନେଶ୍ବରରେ ୪ଜଣ। ଏହି ୫ କୋଭିଡ-୧୯ ପଜିଟିଭଙ୍କୁ ମିଶାଇ…