Breaking News
7:44 amଛେଳି କୃତ୍ରିମ ପ୍ରଜନନ କାର୍ଯ୍ୟକାରୀରେ ଦେଶରେ ଓଡ଼ିଶା ପ୍ରଥମ ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ ଲକ୍ଷ୍ୟ 7:35 amଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଯାଏ ଫିଲ୍ଡ ପୋ‌ଷ୍ଟିଂ ମନା 7:32 amପଦ୍ମପୁର ଉପନିର୍ବାଚନରେ ବିଜୟୀ ପରେ ନବୀନ ନିବାସରେ ବର୍ଷା ସିଂ ବରିହା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦଳୀୟ ନେତାଙ୍କ ସହିତ ପହଞ୍ଚିଲେ ବର୍ଷା। ବର୍ଷାଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନେକ ନେତା ଉପସ୍ଥିତ 9:27 pmରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ ପଟ୍ଟନାୟକ 9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ

ଲକଡାଉନ୍ର ପ୍ରଥମ ଦିନରେ ଯାଜପୁର ଜିଲ୍ଲା ବରୀ ଅଞ୍ଚଳରେ ପ୍ରଭାବ

514 0

ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ସମଗ୍ର ଓଡ଼ିଶାରେ କରୋନା ଦ୍ୱିତୀୟ ଲହରୀର ପ୍ରଭାବ ବଢିବା ସହ କ୍ରମାଗତ ଭାବରେ ପଜିଟିଭ ସଂଖ୍ୟା ବୃଦ୍ଧି ପାଇବା ସହ ଅନେକ ଜଣ ଏଥିରେ ମୃତ୍ୟୁ ବରଣ କରିବା ପରେ ଶେଷରେ ଏହି କରୋନା ପଜିଟିଭର ଚେନ୍ କୁ ମାତ୍ ଦେବା ପାଇଁ ରାଜ୍ୟ ସରକାର ମେ ୧୯ ପର୍ଯ୍ୟନ୍ତ ଓଡିଶାବ୍ୟାପୀ ଲକଡାଉନ୍ ଘୋଷଣା କରିଥିଲେ ।
ଏହାର ପ୍ରଭାବ ପ୍ରଥମ ଦିନରେ ଯାଜପୁର ଜିଲ୍ଲା ବରୀ ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି।

ବରୀ ପୋଲିସ ତରଫରୁ ମୁଖ୍ୟ ଛକ ମାନଙ୍କରେ କଡାକଡି ଚେକିଂ ମଧ୍ୟ ଜାରି ରହିଛି।ଏହି ଲକଡାଉନ ସମୟରେ ଜରୁରୀକାଳୀନ ସେବା ଚାଲୁ ରଖିବାକୁ ଅନୁମତି ଦିଆଯାଇଛି। ସକାଳ ୬:୦୦ ରୁ ଦିନ ୧୨:୦୦ ପର୍ଯ୍ୟନ୍ତ ରାସନ ସାମଗ୍ରୀ,କ୍ଷୀର ଦୋକାନ,ଫଳ ଦୋକାନ ଆଦି ଖୋଲା ରହିଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ ଚାଲି ଚାଲି ଯାଇ ପରିବା ଆଣିବାକୁ ଅନୁମତି ଦିଆଯିବା ସହ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟୀକା ବଣ୍ଟନ ମଧ୍ୟ ଚାଲୁ ରହିଥିଲା।

ଏହି ସମୟରେ ସମସ୍ତ ଯାନବାହନ କୁ ସମ୍ପୂର୍ଣ୍ଣ ବନ୍ଦ କରାଯିବା ସହ କେବଳ ବ୍ୟାଙ୍କ କର୍ମଚାରୀ,ହସ୍ପିଟାଲ କର୍ମଚାରୀ,ଡେଲିଭରି ବୟ ଓ ଗଣମାଧ୍ୟମ କର୍ମୀ ମାନଙ୍କ ସମେତ ଜରୁରୀକାଳୀନ ସେବାରେ ନିୟୋଜିତ ଥିବା ବ୍ୟକ୍ତି ବିଶେଷଙ୍କୁ ଅନୁମତି ପ୍ରଦାନ କରାଯାଇଥିଲା।ବୋଲି ବରୀ ପ୍ରସାଶନିକ ଅଧିକାରୀ ମାନଙ୍କ ପକ୍ଷରୁ ପ୍ରକାଶ କରାଯାଇଛି ।

 

Related Post

୯ ଲୋକସଭା ଓ ୩୪ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି ଦଳ ,ସମୀକ୍ଷା ଆରମ୍ଭ

Posted by - May 27, 2019 0
ଭୁବନେଶ୍ୱର : ବିଜେଡିରେ ଆରମ୍ଭ ହୋଇଛି ପରାଜୟ ସମୀକ୍ଷା। ୯ଲୋକସଭା ଆସନରେ କାହିଁକି ଜିତିଲେନି ଦଳୀୟ ପ୍ରାର୍ଥୀ। ହାରିଥିବା ଲୋକସଭା ସିଟକୁ ନେଇ ସିରିୟସ ନବୀନ ।…

ସାରିଲା ପ୍ରଥମ ପର୍ଯ୍ୟାୟ ଭୋଟ

Posted by - April 11, 2019 0
୨୦୧୯ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଆଜି ଓଡ଼ିଶାର ୪ ଲୋକସଭା ଓ ୨୮ ବିଧାନସଭା ଆସନରେ ଶାନ୍ତିଶୃଙ୍ଖଳାରେ ସରିଛି ମତଦାନ। ଇଭିଏମ୍‌ରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ…

୫ ଲୁଟେରା ଗ୍ୟାଙ୍ଗ୍‌ ଗିରଫ,ବିଟେକ୍‌ ଛାତ୍ର ହେଉଛି ମାଷ୍ଟରମାଇଣ୍ଡ।

Posted by - December 20, 2018 0
ଭୁବନେଶ୍ବର: ଗତ ୧୩ ତାରିଖ ସନ୍ଧ୍ୟାରେ କଳିଙ୍ଗବିହାର ସମ୍ ହସ୍ପିଟାଲ ରାସ୍ତାରେ ଘାଟିକିଆ ଗାଁର ପ୍ରଶାନ୍ତ ରଥ ଲୁଟ୍‌ର ଶିକାର ହୋଇଥିଲେ। ବିପୁଲ୍ ଗାର୍ଡେନ୍‌ ଛକରେ ଏକ…

ଯାଜପୁର ପୌରପାଳିକା ପାଇଁ ବିଜେଡି ଘୋଷଣା କଲା ୧୮ କାଉନସିଲର ଓ ପୋୖରାଧକ୍ଷ ପ୍ରାର୍ଥୀଙ୍କ ନାଁ

Posted by - March 5, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ପୌରପାଳିକା ପାଇଁ ବିଜେଡି ଘୋଷଣା କଲା ୧୮ କାଉନସିଲର ଓ ପୋୖରାଧକ୍ଷ ପ୍ରାର୍ଥୀଙ୍କ ନାଁ। ୧୮ ଜଣ  କାଉନସିଲର ପ୍ରାର୍ଥୀ…

ସମ୍ପନ୍ନ ହେଲା ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କର ଶେଷକୃତ୍ୟ

Posted by - September 9, 2019 320
ଭୁବନେଶ୍ୱର: ଭୁବନେଶ୍ୱର ସତ୍ୟନଗରସ୍ଥିତ ଶ୍ମଶାନରେ ବରିଷ୍ଠ ସାମ୍ବାଦିକ ଦିଲୀପ ଶତପଥୀଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ମାତ୍ର ୫୬ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। କର୍କଟ ରୋଗରେ…