ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

734 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ବ୍ଳକ ଭୁବନେଶ୍ୱରପୁର ପଂଚାୟତ ଜମୁନା ପ୍ରାଥମିକ ବିଦ୍ୟାଳୟ ପରିସରରେ ଅଶୋକ ଦାସ ପାଂଉଣ୍ଡେସନ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଶିବିରରେ ଯାଜପୁର ପୌରପାଳୀକାର ପୂର୍ବତନ ପୌରାଧକ୍ଷ ଭବ ପ୍ରସାଦ ଦାସ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।

ସ୍ଥାନୀୟ ଅଂଚଳର ସ୍ୱେଚ୍ଛାସେବୀ,ବିଜେଡି କର୍ମୀ ମାନେ ସାମିଲ ହୋଇ ମୋଟ ୫୧ୟୁନିଟ ରକ୍ତଦାନ କରିଥିଲେ । ଖରାଦିନରେ ରକ୍ତସଂକଟ ଦୂର କରିବା ପାଇଁ ପାଂଉଣ୍ଡେସନ ପକ୍ଷରୁ ଏଭଳି ନିୟମିତ ରକ୍ତଦାନ ଶିବିର ଆୟୋଜିତ ହେଉଛି ।

Related Post

ମୁନିଗୁଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଟିମ

Posted by - November 17, 2021 0
ମୁନିଗୁଡ଼ା:(ରମାକାନ୍ତ ପଡାଲ)ରାୟଗଡା ଜିଲ୍ଲା ସ୍ୱାସ୍ଥ୍ୟ ସେବା ପରିଦର୍ଶନରେ ଆସିଥିବା କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଟିମ ଆଜି ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନରେ ଆସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ…

ନବରଙ୍ଗପୁର ଲାୟନ୍ସକ୍ଳବ ପକ୍ଷରୁ ୧୦ଟି ଅକ୍ସିଜେନ ସିଲିଣ୍ତର ଅର୍ପଣ

Posted by - June 11, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)  ନବରଙ୍ଗପୁର ଲାୟନ୍ସକ୍ଳବ ପକ୍ଷରୁ ୧୦ ଟି ଅକ୍ସୀଜେନ ସିଲେଣ୍ତର କୋରନା ରୋଗୀଙ୍କ ସହାୟତା ପାଇଁ  ଲାୟନ୍ସ ଆଇ ଭି କଟେଶ୍ୱର ରାଓ ଭି…

ହରିପୁର ( କତରାପୁର) ଗ୍ରାମକୁ କଣ୍ଟେନମେଣ୍ଟ ଯୋନ ଭାବେ ଘୋଷଣା

Posted by - June 2, 2020 359
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବ୍ଲକର ଭୁଇଁପୁର ପଞ୍ଚାୟତରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ପଞ୍ଚାୟତର ହରିପୁର ( କତରାପୁର)…

୧୫ ରୁ ୧୮ ବର୍ଷ ବୟସ୍କ ଛାତ୍ର ଛାତ୍ରୀଙ୍କୁ କୋଭାକ୍ସିନ ଟୀକା

Posted by - January 7, 2022 0
ମୁନିଗୁଡା:(ରମାକାନ୍ତ ପୋଢାଳ)ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକର ସ୍ତାନୀୟ ମା ମାର୍କମା ମହା ବିଦ୍ୟାଳୟରେ ଆଜି ଆରମ୍ଭ ହେଲା କୋଭିଡ୍ ଟୀକା କରଣ । ବିଷମ କଟକ…

ଚାଇଲ୍ଡ ଲାଇନ ଦ୍ୱାରା ଚାଇଲ୍ଡ ଲାଇନ ସେ ଦୋସ୍ତି ସପ୍ତାହ ର ତୃତୀୟ ଦିବସ ପାଳିତ

Posted by - November 16, 2021 0
ବୌଦ୍ଧ :(ଚିତ୍ତରଂଜନସିଂ)ବୌଦ୍ଧ ବ୍ଲକ ମୁଣ୍ଡପଡ଼ା ପଞ୍ଚାୟତ ସମିତି ଗୃହ ରେ ଚାଈଲଡ଼ ଲା ଈ ନ ଦ୍ୱାରା ଚାଇଲଡ଼ ସେ ଦୋସ୍ତି ସପ୍ତାହ ର ତୃତୀୟ ଦିବସ…