ପର୍ଯ୍ୟଟକଙ୍କ ନିମନ୍ତେ ବନ୍ଦ ହେଲା ନନ୍ଦନ କାନନ

289 0

ଭୁବନେଶ୍ବର:(ସନ୍ତୋଷ ରାଉତ )ରାଜ୍ୟରେ ଦ୍ବିତୀୟ ଲହର କରୋନା ସଂକ୍ରମଣ ବଡ଼ିବାରେ ଲାଗିଛି । ସବୁ ଆଡେ ଭୟର ବାତାବରଣ । ତେବେ ରାଜ୍ୟର ଏକମାତ୍ର ପ୍ରାଣୀ ଉଦ୍ୟାନ ନନ୍ଦନକାନନ ଓ ବଟା ନି କ।ଲ୍ ଗାର୍ଡେନ କୁ ଆସନ୍ତା ମେ ମାସ ୧ ତାରିଖ ଠାରୁ ମେ ୧୫ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ନିମନ୍ତେ ବନ୍ଦ କରାଯାଇଛି ।

ଅନ୍ୟପଟେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆ ଯାଇଛି । ଅଫିସ୍ କାର୍ଯ୍ୟାଳୟ ଖୋଲା ରହିବ ବୋଲି ନନ୍ଦନ କାନନ ଉପନିର୍ଦେଶକ ବିମଳ ପ୍ରସନ୍ନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।

ଏ ବିଷୟ ରେ କଣ କହୁଛନ୍ତି ଅମୁଲ୍ୟ ପରିଡା( ଏସିଏଫ ନନ୍ଦନକାନନ)

   

Related Post

ଫେବୃୟାରୀ ୧୬ ରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ନକଲି ମତଦାତାଙ୍କ ଉପରେ ଲାଗିବ ରୋକ୍

Posted by - February 16, 2022 0
ଭୁବନେଶ୍ୱର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଫେବୃୟାରୀ ୧୬ ତାରିଖ ଠାରୁ ଆରମ୍ଭ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସକାଶେ ମତଦାନ।ଏହି ପରିପ୍ରେକ୍ଷରେ ରାଜ୍ୟ ନିର୍ବାଚନ କମିଶନଙ୍କ…

ଅନୁଗୁଳ ଜିଲ୍ଲା ମିଶ୍ରପଡ଼ାରେ ଅଭାବନୀୟ ଘଟଣା,ରାସ୍ତାରେ ଗଡୁଛି ଶିଶୁର କଟାମୁଣ୍ଡ

Posted by - September 17, 2020 0
ଅନୁଗୁଳ:ଅନୁଗୁଳ ଜିଲ୍ଲା ମିଶ୍ରପଡ଼ାରେ ଏକ ଅଭାବନୀୟ ଘଟଣା ଘଟିଛି । ରାସ୍ତାରେ ଗଡୁଛି ଶିଶୁର କଟାମୁଣ୍ଡ । ସକାଳ ସମୟରେ ରାସ୍ତା ଉପରେ କଟାମୁଣ୍ଡ ପଡିଥିବାର ଦେଖିଥିଲେ…