୪୦୦ତମ ଦିବସରେ କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ।

198 0

ଯାଜପୁର:ଯାଜପୁର ଜିଲ୍ଲାର ବାବଲପୁରସ୍ଥିତ ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଗତ ୨୦୨୦ମସିହା ମାର୍ଚ୍ଚ ୨୨ତାରିଖରୁ ଦେଶର ବିଭିନ୍ନ ଶାଖା ମାଧ୍ୟମରେ ନିରବଚ୍ଛିନ୍ନ ଭାବରେ ଆୟୋଜିତ କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଆଜି ୪୦୦ତମ ଦିବସରେ ପହଁଚିଛି।ଏହି କାର୍ଯ୍ୟକ୍ରମ ଦେଶର ବିଭିନ୍ନ ଅଞ୍ଚଳରେ ଚାଲୁଥିବାବେଳେ ଆଜି ଯାଜପୁର ଜିଲାର ବ୍ୟାସନଗର ଶାଖା ପକ୍ଷରୁ ବିଭିନ୍ନ ଅଞ୍ଚଳରେ ମାକ୍ସ, ସାବୁନ, ସାନିଟାଇଜର, ଓଆରଏସ ଓ ଜଳ ଛତ୍ର ଆଦି ବଣ୍ଟନ କରା ଯାଇଥିଲା

ଦୀର୍ଘ ୪୦୦ ଦିନର କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମକୁ ଚିନ୍ମୟ ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶକ୍ରମେ ମାଆ ଶାରଳା ମାସ ଗ୍ରୁପର ସଭାନେତ୍ରୀ ଶ୍ରୀମତୀ ମିନାରାଣୀ ମଲ୍ଲିକ, ଉପସଭାନେତ୍ରୀ ଶ୍ରୀମତୀ ସରସ୍ୱତୀ ମଲ୍ଲିକ ,କନକଲତା ମଲ୍ଲିକ, ମମତା ମଲ୍ଲିକ, ଅଙ୍ଗନାବାଡ଼ି ଦିଦି ମିତାରାଣୀ ମଲ୍ଲିକ, ଏ.ଏନ. ଏମ କର୍ମୀ ପୁଷ୍ପା ଦିଦି,ଆଶା ଦିଦି,ସ୍ୱଛ ସାଥି ମନୋଜା ମଞ୍ଜରୀ ଜେନା,ଗୀତାରାଣୀ ମଲ୍ଲିକ, ମାମିନା ସେଠି,କୁମାରୀ ରାଓ ଆଦି ପରିଚାଳନା କରୁଥିବାର ଦେଖିବାକୁ ମିଳିଥିଲା।

Related Post

ବାଇକ୍ ସାଇକେଲ ଆରୋହୀଙ୍କ ମୁ ହାଁ ମୁହିଁ ଧକ୍କା

Posted by - August 31, 2021 0
ବାଲିଆପାଳ:( ପ୍ରଭାକର ମଲ୍ଲିକ) ବାଲେଶ୍ବର ବାଲିଆପାଳ ଥାନା ଅନ୍ତର୍ଗତ ଅସ୍ତି ସୁବର୍ଣ୍ଣ ରେଖା ପୋଲ ନିକଟରେ ବାଲିଆପାଳ ରୁ ଘରକୁ ଯାଉଥିବା ସମୟରେ ଅସ୍ତି ସୁବର୍ଣ୍ଣ ରେଖା…

ମାଳତୀକୁ ସହାୟତାର ହାତ ବଢ଼ାଇଲା ଆଦିବାସୀ ସଂଘ

Posted by - July 12, 2022 0
ଧର୍ମଗଡ଼:(ହେମନ୍ତ କୁମାର ମାଝୀ) ଧର୍ମଗଡ ବ୍ଲକ ଜୟନ୍ତପୁର ଗ୍ରାମର ଜଣେ ଆଦିବାସୀ ସମ୍ପ୍ରଦାୟର ଝିଅ ଅର୍ଥ ଅଭାବରୁ ପାଠପଢି ପାରୁନଥିବା ନେଇ ଗତକାଲି ବିଭିନ୍ନ ଗଣମାଧ୍ୟମରେ ଖବର…

୪୩୭ତମ ଦିବସରେ ପହଁଚିଲା କରୋନା ସଚେତନତା କାର୍ଯ୍ୟକ୍ରମ

Posted by - June 3, 2021 0
ଯାଜପୁର:ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ଓ ଫାଉଣ୍ଡେସନଦ୍ୱାରା ପରିଚାଳିତ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ…

ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ସମୀକ୍ଷା କଲେ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ କୁମାର ଅମାତ

Posted by - October 20, 2022 0
ବୌଦ୍ଧ : (ଚିତ୍ତରଂଜନସିଂ) ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଜିଲାରେ ଚାଲିଥିବା ବିଭିନ୍ନ ଯୋଜନାର କାର୍ଯ୍ୟକାରୀତା ସଂପର୍କରେ ବିଭାଗୀୟ ମନ୍ତ୍ରୀ…

ବିଦ୍ୟାଳୟର ପୁରାତନ ଛାତ୍ର ଛାତ୍ରୀଙ୍କ ମୁଖ୍ୟମନ୍ତ୍ରୀଙ୍କ ରିଲିପଂ ପାଣ୍ଠିକୁ ଦାନ

Posted by - June 2, 2020 250
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )କୋରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିପଂ ପାଣ୍ଠିକୁ ଦାନ କଲେ ବିଦ୍ୟାଳୟର ପୁରାତନ ଛାତ୍ର ଛାତ୍ରୀ । ଯାଜପୁର ବାଳିକା ହାଇସ୍କୁଲର…