ବାସନ୍ତୀ କେ ଏସ କେ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ବଦଳରେ ବାହାରୁଛିପାଣି

871 0

ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ବରୀ ମାଉଣ୍ଟ ମୁଖ୍ୟ ବଜାର ନିକଟରେ ଥିବା ଇଣ୍ଡିଆନ୍ ଅଏଲ୍ ପେଟ୍ରୋଲ ପମ୍ପ ରୁ ଲୋକମାନେ ଗାଡ଼ିରେ ତେଲ ପାଇବାକୁ ଆସିଥିଲେ । ଯେଉଁମାନେ ଲୋକମାନେ ତେଲ ପକାଇ କିଛି ବାଟ ଗଲେ ଆଉ ଗାଡ଼ି ନଗଡିବାରୁ ଲୋକମାନେ ଗ୍ୟାରେଜ ରେ ଦେଖାଇବାରୁ ଗ୍ୟାରେଜ ରେ କହିଲେ କି ତେଲ ନାହିଁ ବୋଲି । ଟାଙ୍କି ଖୋଲି ଦେଖିବାକୁ ତେଲ ବଦଳରେ ପାଣି ବାହାରୁଛି ।

ଏଠାରେ ଦେଖନ୍ତୁ ଭିଡିଓ

ଯେଉ ହେଉ ମାନେ ବୋତଲରେ ତେଲ ନେଇଛନ୍ତି ସେହିମାନଙ୍କ ର ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରୀ ବାସନ୍ତୀ କେ ଏସ କେ ପେଟ୍ରୋଲ ପାମ୍ପରୁ ପେଟ୍ରୋଲ ପମ୍ପ ରେ ।ଆଗରୁ ମଧ୍ୟ ଅଭିଯୋଗ ହୋଇଥିଲା ହେଲେ କତୃପକ୍ଷ ନିରବ ରହି ଘଟଣାକୁ ଚପାଇ ଦେଇଥିଲେ ଆଜି ପେଟ୍ରୋଲ ବଦଳରେ ପାଣି ବାହାରିବା ଯୋଗୁ ଲୋକ ମାନଙ୍କ ମଧ୍ୟ ରେ ହଟ ଚମଟ ସୃଷ୍ଟି ହୋଇଛି।

ଏଠାରେ ଦେଖନ୍ତୁ ଭିଡିଓ

ପେଟ୍ରୋଲ ପମ୍ପ ରେ ଲୋକ ମାନେ ଜମା ହୋଇ ପ୍ରତିବାଦ କରୁଛନ୍ତି ।କିନ୍ତୁ ପେଟ୍ରୋଲ ପମ୍ପ ମାଲିକ କିଛି ପ୍ରତ୍ରୀକ୍ରୀୟ ଦେବାକୁ ନାରାଜ । ଦେଖିବାକୁ ବାକିରହିଲା ଆଗାମୀ ଦିନରେ ବିଭାଗୀୟ ଅଧିକାରୀ ମାନେ କଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ।

Related Post

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ମୁଖ୍ୟକାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ବୌଦ୍ଧରେ ପରିବେଶ ପାର୍କ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା

Posted by - November 21, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଡଃ. ଅଜିତ କୁମାର ମିଶ୍ର ଏବଂ ବୈଷୟିକ ପରାମର୍ଶଦାତା ସୁନିଲ କୁମାର ନାୟକ ଦିନିକିଆ ବୌଦ୍ଧଜିଲା ଗସ୍ତରେ…

କଂଗ୍ରେସରେ ମାର୍‌ପିଟ:ପୁରୀ ପରେ ଏବେ ଭଦ୍ରକ,ଏହା ଦଳ ବାହାର ଲୋକଙ୍କ କାମ:-ନିରଞ୍ଜନ ପଟ୍ଟନାୟକ

Posted by - February 19, 2020 41
ଭଦ୍ରକ ୧୯।୦୨: କଂଗ୍ରେସ ଅଫିସରେ ପୁଣି ଗଣ୍ଡଗୋଳ । ଗତଥର ପୁରୀରେ ,ଏଥର ଭଦ୍ରକରେ । ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ…

ଯାଜପୁର ଜିଲାପାଳ ଅପିଂସ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ କରିଛି ବିଶ୍ୱ ହିନ୍ଦୁ ପରିଷଦ 

Posted by - October 28, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ ) ବାଙ୍ଗଲାଦେଶରେ ହିନ୍ଦୁ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ପ୍ରତିବାଦରେ ଆଜି ଯାଜପୁର ଜିଲାପାଳ ଅପିଂସ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ କରିଛି ବିଶ୍ୱ ହିନ୍ଦୁ ପରିଷଦ । ବାଙ୍ଗଲାଦେଶରେ ହିନ୍ଦୁ ମାନଙ୍କ ଉପରେ କ୍ରମାଗତ ଭାବେ ଆକ୍ରମଣ ସହିତ ସେମାନଙ୍କ ଧର୍ମାନୁଷ୍ଠାନ ଗୁଡିକୁ ମଧ୍ୟ ଭଂଗାରୁଜୁା କରାଯାଇଛି । ଏହି ହିଂସାକାଣ୍ଡରେ ଅନେକ ହିନ୍ଦୁ ମାନଙ୍କର ମଧ୍ୟ ମୃତ୍ୟୁ ଘଟିଛି । ଏହାର ପ୍ରତିବାଦ କରିବା ସହିତ ୪ ଦପାଂ ସମ୍ବଳିତ ଏକ ଦାବୀ ପତ୍ର ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ପ୍ରଦାନ କରାଯାଇଛି । ତୁରନ୍ତ ହିନ୍ଦୁ ମାନଙ୍କୁ ସୁରକ୍ଷା ଦେବା ସହିତ କ୍ଷତିପୁରଣ ପ୍ରଦାନ କରିବାକୁ ଦାବୀ ହୋଇଛି । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଦାବୀ ହୋଇଛି ।

କଳାବ୍ୟଚ ପିନ୍ଧି କାର୍ଯ୍ୟରେ ଯୋଗଦେଲେ ଫାର୍ମାସିଷ୍ଟ୍

Posted by - June 13, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ବିଭିନ୍ନ ଗ୍ରାମାଞ୍ଚଳରେ ରାଜ୍ୟ ସରକାର ଡ଼ାକ୍ତର ପଦବୀ ପୂରଣ କରିବାରେ ବିଫଳ ହୋଇଥିବା ବେଳେ ଅଧିକାଂଶ ସ୍ୱାସ୍ଥ୍ୟ କେନ୍ଦ୍ରରେ ଫାର୍ମାସିଷ୍ଟ୍ ମାନେ ଝାଡ଼ୁଦାର…

ଜୁନିଅର ନ୍ୟାସନାଲ ଆଥଲେଟିକ୍ସ୍ ଚମ୍ପିୟାନସିପରେ କଳାହାଣ୍ଡି କୁ ଗୌରବାନ୍ବିତ କଲେ ଜୟରାମ

Posted by - September 28, 2022 0
ଭବାନିପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ମଧ୍ୟପ୍ରଦେଶର ଭୋପାଲଠାରେ ଅନୁଷ୍ଠିତ ଜୁନିଅର ନ୍ୟାସନାଲ ଆଥଲେଟିକ୍ସ ଚାମ୍ପିଆନଶିପରେ ଭାଗ ନେଇ ଭବାନିପାଟଣା ବିକାଶ ସ୍କୁଲର…