ଜୟପୁରରେ ମୁଖ୍ୟମନ୍ତ୍ରୀଙ୍କ ବିମାନର ଅବତରଣ ନେଇ ସିଏମ୍ଓ ପକ୍ଷରୁ କୁହାଯାଇଛି ଯେ, ଖରାପ ପାଗ ଯୋଗୁଁ ବିମାନଟି ଜୟପୁରରେ ଅବତରଣ କରିଥିଲା। ଜରୁରୀ ଅବତରଣ କରିଥିବା ଖବର ଠିକ୍‌ ନୁହେଁ, ଖରାପ ପାଗ ଯୋଗୁଁ ଲାଂଜିଗଡ଼ରେ ବିମାନଟି ଅବତରଣ କରିପାରିନଥିଲା।

851 2

Related Post

ଲିଙ୍ଗରାଜ ମନ୍ଦିର ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ:କହିଲେ ମୋ ସ୍ୱାସ୍ଥ୍ୟବସ୍ଥା ଠିକ୍ ଅଛି

Posted by - February 18, 2022 0
ଭୁବନେଶ୍ବର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିବା ସହ ଏକାମ୍ର ପ୍ରକଳ୍ପ କାର୍ଯ୍ୟକ୍ରମ ଅନୁଯାୟୀ ମନ୍ଦିରର…

ମୁଖ୍ୟମନ୍ତ୍ରୀଙ୍କ ହେଲିକାପ୍ଟରକୁ ବି ଯାଞ୍ଚ କଲା ଫ୍ଲାଇଂ ସ୍କ୍ବାର୍ଡ

Posted by - April 17, 2019 0
ଭୁବନେଶ୍ବର ୧୭।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକଙ୍କ ହେଲିକପ୍ଟର ଯାଞ୍ଚ କରାଯାଇଛି । ଚାରି ଚାରି ଥର ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ପଟ୍ଟନାୟକଙ୍କ ହେଲିକାପ୍ଟର ଯାଞ୍ଚ କରିଛନ୍ତି ଇସିଆଇଙ୍କ ଫ୍ଲାଇଂ…

There are 2 comments

Leave a comment

Your email address will not be published.