ରମାଦେବୀ ଛାତ୍ରୀ ଝରାଫୁଲ ନାଏକଙ୍କୁ ହତ୍ୟା କରାଯାଇଛି:-ଯାଜପୁର ଏସପି

436 0

ଯାଜପୁର: (ଆନନ୍ଦ ଚନ୍ଦ୍ର ସାହୁ )ରମାଦେବୀ ଛାତ୍ରୀ ଝରାଫୁଲ ନାଏକଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କଲେ ଯାଜପୁର ଏସପି ରାହୁଲ ପିଆର। ଗତକାଲି ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଅଭିଯୁକ୍ତ ଭୁବନେଶ୍ୱର ସୁନ୍ଦରପଦା ଅଂଚଳର ଅମରେଶ ରାଉତ ଓୟୋ ଗେଷ୍ଟ ହାଉସ ବୁକ କରିବା ସହ ଝରାଫୁଲ ହତ୍ୟା ଷଡ଼ଯନ୍ତ୍ରରେ ରାକେଶକୁ ସହଯୋଗ କରିଥିଲା ବୋଲି କହିଲେ ଯାଜପୁର ଏସପି ରାହୁଲ ପିଆର।

ପୋଲିସ ତଦନ୍ତରୁ ଏହା ଜାଣିବା ପରେ ଅଭିଯୁକ୍ତ ଅମରେଶକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଘଟଣାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶକ୍ତି ଶେଖର ସ୍ୱାଇଁ ଓରଫ ଶେଖର ଏଯାବତ ପୋଲିସ ଜାଲରେ ପଡ଼ିନାହିଁ। ଶେଖରକୁ ଧରିବା ପାଇଁ ଯାଜପୁର ପୋଲିସ ଓ କମିଶନରେଟ ପୋଲିସର ଏକ ସ୍ୱତନ୍ତ୍ର ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

Related Post

ଜୁନାଗଡ଼ ସପିଂ ମଲରେ ଅଗ୍ନିକାଣ୍ଡ: କୋଟିଏ ରୁ ଅଧିକ ଟଙ୍କାର ଜିନିଷ ନଷ୍ଟ

Posted by - March 18, 2022 0
କଳାହାଣ୍ଡି :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର ର କଲମପୁର ରାସ୍ତା ଗାୟତ୍ରୀ ମନ୍ଦିର ନିକଟରେ ଥିବା “ଏ ଟୁ ଜେଡ୍”…

ଉପନିର୍ବାଚନରେ ବିଜେଡିର ବାଜିମାତ

Posted by - November 10, 2020 0
ଭୁବନେଶ୍ୱର: ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନରେ ବିଜେଡିର ବିଜୟ ହୋଇଛି। ବାଲେଶ୍ୱରରେ ସ୍ୱରୂପ କୁମାର ଦାସ ୧୩ ହଜାର ୩୫୧ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା…

ହଜି ଥିବା ବ୍ୟାଗ ମିଳିଲା ,ନଚେତ ଆତ୍ମହତ୍ୟା କରିଥାନ୍ତେ

Posted by - June 25, 2021 0
ମାଲକାନଗିରି:(ଅବଦୁଲ ଗନି) ଜିଲ୍ଲା ଖଇରପୁଟ ବ୍ଲକବଣ୍ଡା ଘାଟି ବଡପଡ଼ା ଗ୍ରାମର ଗୁରୁବାରୀ ସୀସା ନାମ୍ନୀ ଜଣେ ବୃଦ୍ଧା ଗତକାଲି ଖଇରପୁଟ ରେ ଟଙ୍କା ଉଠାଇବା କୁ ଆସି…

ପର୍ଯ୍ଯଟନ ସ୍ଥଳର ମାନ୍ୟତା ଖୋଜୁଛି ଚାଉଁରପୁର ବ୍ରହ୍ମପୁରା ଗାଁର ରହତ୍ସମୟ ଅସୁରଗଡ

Posted by - November 20, 2022 0
ସମ୍ବଲପୁର :୨୦/୧୧ (ରମାକାନ୍ତ ବିଶ୍ବାଳ)ଅସୁରଗଡ ଏହି ନାଁ ଆସିଲେ ମନରେ ଆପେ ଆପେ ଭରି ଯାଇଥାଏ ରୋମାଞ୍ଚ । ତେବେ ଆମ ରାଜ୍ୟ ରେ ଅସୁରଗଡ ନାରେ…

ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ମ୍ୟାଜିକ୍‌ କାମ କଲାନି, ସନା ସମର୍ଥକ ବିଜୟୀ

Posted by - December 9, 2018 0
କେନ୍ଦୁଝର : ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ମ୍ୟାଜିକ୍‌ କାମ କଲାନି। ଘସିପୁରା ନିର୍ବାଚନମଣ୍ତଳୀ ଅନ୍ତର୍ଗତ ଘଟଗାଁ ବ୍ଲକର ମୁକ୍ତାପୁର ପଞ୍ଚାୟତରେ ହୋଇଥିବା ସମିତିସଭ୍ୟ ଉପନିର୍ବାଚନରେ ପରାଜିତ ହେଲେ…