Breaking News
7:44 amଛେଳି କୃତ୍ରିମ ପ୍ରଜନନ କାର୍ଯ୍ୟକାରୀରେ ଦେଶରେ ଓଡ଼ିଶା ପ୍ରଥମ ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ ଲକ୍ଷ୍ୟ 7:35 amଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଯାଏ ଫିଲ୍ଡ ପୋ‌ଷ୍ଟିଂ ମନା 7:32 amପଦ୍ମପୁର ଉପନିର୍ବାଚନରେ ବିଜୟୀ ପରେ ନବୀନ ନିବାସରେ ବର୍ଷା ସିଂ ବରିହା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦଳୀୟ ନେତାଙ୍କ ସହିତ ପହଞ୍ଚିଲେ ବର୍ଷା। ବର୍ଷାଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନେକ ନେତା ଉପସ୍ଥିତ 9:27 pmରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ ପଟ୍ଟନାୟକ 9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ

ପୋଖରୀରୁ ନରକଙ୍କାଳ ଉଦ୍ଧାର ହେବା ଘଟଣା, ପରିବାର ପକ୍ଷରୁ ଥାନାରେ ଏତଲା

491 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ସଦର ଥାନା କପିଳେଶ୍ୱର ଗାଁ ପୋଖରୀରୁ ନରକଙ୍କାଳ ଉଦ୍ଧାର ହେବା ଘଟଣା । ନରକଙ୍କାଳକୁ ଚିହ୍ନଟ କରିଥିବା ପରିବାର ପକ୍ଷରୁ ଯାଜପୁର ଥାନାରେ ଦିଆଗଲା ଏତଲା । ସୂଚନା ମୁତାବକ ଗତ ୮ ତାରିଖରୁ କପିଳେଶ୍ୱର ଗାଁ ପୋଖରୀରୁ ଏକ ନରକଙ୍କାଳ ଉଦ୍ଧାର ହୋଇଥିଲା ।

ଆଖପାଖ ଅଂଚଳରୁ ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ନେବାରୁ ଖଣ୍ଡରା ଗାଁର ଅହଲ୍ୟା ରାଉତଙ୍କ ଝିଅ ନିଖୋଜ ଘଟଣା ଜଣାପଡିଥିଲା । ପରିବାର ଲୋକେ ନରକଙ୍କାଳକୁ ଚିହ୍ନଟ କରି ନିଜ ଝିଅର ବୋଲି ଦାବୀ କରିଥିଲେ । ପୋଲିସ ସାଇଂଟିପିଂକ୍ ଟିମ୍ ସହାୟତାରେ ତଦନ୍ତ କରିଥିଲା ।

ଅହଲ୍ୟା ଓ ଖଣ୍ଡରା ଗ୍ରାମବାସୀଙ୍କ ପକ୍ଷରୁ ଯାଜପୁର ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି । ନିଜ ଝିଅ ଶୁଭଶ୍ରୀକୁ ପ୍ରେମଜାଲରେ ପଂସାଇ ବାଲିପଦା ଗାଁର ହରିହର ନାୟକ ଅପହରଣ କରି ନେଇ ତାକୁ ହତ୍ୟା କରି ପୋଖରୀରେ ପିଂଙ୍ଗିଦେଇଥିବା ଅଭିଯୋଗ କରିଛନ୍ତି । ତେଣୁ ଏହି ଘଟଣାରେ ତୁରନ୍ତ ଅଭିଯୁକ୍ତଙ୍କୁ ଗିରପଂ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି।

 

Related Post

ଚଷାଖଣ୍ଡ ଗାଁରେ ମାଛମରାକୁ କେନ୍ଦ୍ର କରି ବିଭିନ୍ନ ମାରଣାସ୍ତ୍ର ଆକ୍ରମଣ

Posted by - March 12, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ମଙ୍ଗଳପୁର ଥାନା ଚଷାଖଣ୍ଡ ଗାଁରେ ମାଛଧରାକୁ କେନ୍ଦ୍ର କରି ଗଣ୍ଡଗୋଳ।  ମାରଣାସ୍ତ୍ର ଆକ୍ରମଣରେ ଜଣେ ମୃତ। ମୃତକ ହେଲେ ସ୍ଥାନୀୟ ଗ୍ରାମର…

ନକଲି ସୁନା ଦେଇ ବ୍ୟାଙ୍କକୁ ଲଗାଉଥିଲେ ଚୁନ,ଶେଷର ବନ୍ଧା ହେଲେ ୭ ଜଣ ଯୁବକ

Posted by - December 6, 2022 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ନକଲି ସୁନା ଦେଇ ବ୍ୟାଙ୍କକୁ ଲଗାଉଥିଲେ ଚୁନା l ଶେଷର ବନ୍ଧା ହେଲେ ୭ ଜଣ ଯୁବକ l ନକଲି ସୁନା ବନ୍ଧକ ରଖି…

ଆଇପିଏଲ୍ ବେଟିଙ୍ଗ୍ ଚାଲିଥିବା ବେଳେ ଧରିଲା ପୋଲିସ

Posted by - May 17, 2022 0
ଭୁବନେଶ୍ୱର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଲାହାଣ୍ଡି ଜିଲ୍ଲା ଧର୍ମଗଡ଼ ସହର ବର୍ତମାନ ଆଇପିଏଲ୍ ସଟ୍ଟା ଖେଳର ଏକ ହବ୍ ରେ ପରିଣତ ହେବାରେ ଲାଗିଛି…

୫୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ଗିରଫ

Posted by - October 8, 2020 0
ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣ ଗଞ୍ଜଇ ଜବତ କରିଛି। ମିଳିଥିବା ସୂଚନା ଅନୁସାରେ, ମାଲକାନଗିରି ଜିଲ୍ଲାର ସର୍ଗିଗୁଡା ଗାଁ ନିକଟରେ…

ଦୁର୍ଦାନ୍ତ ଅପରାଧୀ ଧନେଶ୍ୱର ଝାଙ୍କର ଗିରଫ

Posted by - October 8, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)କେନ୍ଦୁଝର ଯିବା ବାଟରେ ପୋଲିସ ହେପାଯତ ରୁ ଫେରାର ଦୁର୍ଦାନ୍ତ ଅପରାଧୀ ଟିମା @ ଧନେଶ୍ୱର ଝାଙ୍କର କୁ ତିନିବର୍ଷ ପରେ କାବୁ କରିଛି ସମ୍ବଲପୁର…