ପୁରାଣ ପ୍ରସିଦ୍ଧ ବାରୁଣୀ ମେଳା କୋରୋନା କଟକଣା ପାଇଁ ସଂପୁର୍ଣ୍ଣ ବନ୍ଦ 

326 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )

ଆଜି ହେବାକୁ ଥିବା ଯାଜପୁର ଜିଲାର ପୁରାଣ ପ୍ରସିଦ୍ଧ ବାରୁଣୀ ମେଳା କୋରୋନା କଟକଣା ପାଇଁ  ସଂପୁର୍ଣ୍ଣ ବନ୍ଦ କରାଯାଇଛି,ଜିଲା ପ୍ରଶାସନ ପକ୍ଷରୁ ବୈତରଣୀ ନଦୀ, ଦଶାଶ୍ୱମେଧ ଘାଟ ଓଏହାର ଆଖପାଖ ଅଂଚଳରେ୧୪୪ ଧାରା ଜାରି କରାଯାଇଛି । ଏଠାରେ ବୁଡ଼ ପକାଇବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ହୋଇଥାନ୍ତା ।

କିନ୍ତୁ ରାଜ୍ୟ ସରକାର ଙ୍କ କୋଭିଡ ଗାଇଡ଼ ଲାଇନ ଯୋଗୁଁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି,ଚଳିତ ଏପ୍ରିଲ ମାସରେ ରାଜ୍ୟ ସରକାର କୋରୋନା କଟକଣାକୁ କଡାକଡି ଭାବେ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେବା ପରେ ପ୍ରଶାସନ ପକ୍ଷରୁ ଏପରି ନିଷ୍ପତି ହୋଇଛି,ଏହି ୧୪୪ ଧାରା ନିୟମକୁ ଉଲଙ୍ଘନ କଲେ ଆଇନ ଅନୁଯାୟୀ କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଅତିରିକ୍ତ ଜିଲାପାଳ ସୂଚନା ଦେଇଛନ୍ତି । ସେପଟେ ପ୍ରଶାସନ ନେଇଥିବା ନିଷ୍ପତିକୁ ବ୍ରାହ୍ମଣ ମାନେ ବିରୋଧ କରିଛନ୍ତି ।

Related Post

ବାଲ୍ୟବିବାହ ଅଭିଯୋଗରେ ପୋଲିସ ଓ ଜିଲ୍ଲା ପ୍ରଶାସନ ର ଚଢ଼ାଉ

Posted by - June 23, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ସିତାବରଡି ପଡାରେ ଏକ ବାଲ୍ୟ ବିବାହ ଚାଲିଥିବା ଖବର ପାଇ ଭବାନୀପାଟଣା ଟାଉନ…

ଲାଞ୍ଚ ନେଇ ଧରା ପଡ଼ିଲେ ଗ୍ରାମ୍ୟ ଉନ୍ନୟନ ବିଭାଗର ଡାଟା ଏଣ୍ଟ୍ରି ଅପରେଟର୍‌

Posted by - January 9, 2020 0
ଭଦ୍ରକ: ଲାଞ୍ଚ ନେଉଥିବା ବେଳେ ଭଦ୍ରକ ଗ୍ରାମ୍ୟ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜନୈକ ଡାଟା ଏଣ୍ଟ୍ରି ଅପରେଟର୍ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ…

ମହିଳାଙ୍କୁ ଦୁର୍ବ୍ୟବହାର କରିବା ଘଟଣା,ମୋ ବିରୁଦ୍ଧ ରେ ଅଭିଯୋଗ ସମ୍ପୂର୍ଣ ମନଗଢା ଏବଂ ଭିତ୍ତିହୀନ :- ରଘୁନାଥପୁର ସରପଞ୍ଚ

Posted by - November 9, 2020 0
ଭୁବନେଶ୍ବର :ମହିଳାଙ୍କୁ ଦୁର୍ବ୍ୟବହାର କରିବା ସହ ଧମକଚମକ ଦେଇଛନ୍ତି ବୋଲି ଅଭିଯୋଗ କୁ ରଘୁନାଥପୁର ର ସରପଞ୍ଚ ପବିତ୍ର ପାତ୍ର ସମ୍ପୂର୍ଣ ଭିତ୍ତିହୀନ ବୋଲି କହିଛନ୍ତି ।ଏଥିରେ…

ୟୁରିଆ ସାର କଳାବଜାରୀ ରୋକିବାକୁ ଜିଲ୍ଲା ପ୍ରଶାସନର ତନଖି

Posted by - August 20, 2020 0
ଯାଜପୁର ଅଫିସ :ରାସାୟନିକ ସାର ବିଶେଷ କରି ୟୁରିଆ ସାରର ସୁଷମ ବଣ୍ଟନ ଓ କଳାବଜାରୀ ରୋକିବାକୁ ଜିଲ୍ଳ୍‌ାପାଳ ରଂଜନ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଳ୍‌ାର…

ସମଗ୍ର ବିଶ୍ୱରେ ଆତଙ୍କ ସ୍ରୁଷ୍ଟି କରିଥିବା” ଓମିକ୍ରନ” ଭାରତ ପାଇଁ ଦେଲାଣି ସତର୍କ ଘଣ୍ଟି

Posted by - December 4, 2021 0
ଭୁବନେଶ୍ବର/କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)କରୋନା ମହାମାରୀ ସମଗ୍ର ବିଶ୍ଵର ବିଭିନ୍ନ ଦେଶରେ ତାର ଆତଙ୍କ ସ୍ରୁଷ୍ଟି କରି ବ୍ୟାପକ ଧନ ଜୀବନ ହାନିର କାରଣ ହୋଇଥିବା ବେଳେ ବର୍ତ୍ତମାନ…