ବିଶ୍ଵଶାନ୍ତି ରୁଦ୍ରମହାଯଜ୍ଞ ଉଦଯାପିତ

202 0

ଯାଜପୁର ଅଫିସ:ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ୍ ଅନ୍ତର୍ଗତ ରଣ ପୁର ପଞ୍ଚାୟତ ର ନରଣ ପୁର ଗ୍ରାମ ର ସିଦ୍ଧେଶ୍ୱର ମହାଦେବ ପୀଠ ରେ ବିଶ୍ଵଶାନ୍ତି ମହାଯଜ୍ଞ ଉଦଯାପିତ ହୋଇଯାଇଛି। ଏହି ଯଜ୍ଞ ୧୩ବର୍ଷ ହେଲା ଗାଁ ରେ ଅନୁଷ୍ଠିତ ହେଇ ଆସୁଛି।

ଏହି ଯଜ୍ଞ ଏଥର ଅପ୍ରେଲ ମାସ ୪ ତାରିଖ ଠାରୁ ଆରମ୍ଭ ହୋଇ ୭ ତାରିଖ ଦିନ ଉଦଯାପିତ ହୋଇଯାଇଛି। ଏହି ଯଜ୍ଞରେ ରଣପୁର ପଂଚାୟତର ସରପଞ୍ଚ ଅଟଳବିହାରୀ ନାୟକ ଯୋଗ ଦେଇ ସମ୍ପନ କରିଥିଲେ l

Related Post

ଟ୍ରକ ସହ ଧକ୍କା ହେଲା ଅଟୋ , ଅଟୋ ଡାଇଭର ସମେତ ୬ ଜଣ ଛାତ୍ରଛାତ୍ରୀ ଆହତ, ୩ ଗୁରୁତର

Posted by - September 10, 2022 0
ରାୟଗଡା :(ରାମାକାନ୍ତ ପୋଡାଲ) ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ହାଟ ଦହିଖାଲ ନିକଟରେ ଟ୍ରକ ସହ ଅଟୋ ର ଧକ୍କା ହେବା ଫଳରେ ଅଟୋ ରେ…

ବରୀ ବ୍ଲକ ପ୍ରଶାସନ ତରଫରୁ ଦାଦନ ଶ୍ରମିକଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ

Posted by - April 27, 2020 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ଯାଜପୁର ଜିଲ୍ଲା ର ବରୀବ୍ଲକ ପ୍ରଶାସନ ତରଫରୁ ଆଜି ବାଲିବିଲି ନିକଟରେ ଥିବା ସାଇ ମନ୍ଦିରରେ କମକରୁଥିବା କିଛି ଦାଦନ ଶ୍ରମିକଙ୍କୁ ସ୍ଥାନୀୟ ପ୍ରଶାସନ…

ବସ୍ତା ବ୍ଲକର ଅମର୍ଦ୍ଦାରୋଡ ନଟାକଟା ପଞ୍ଚାୟତରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ

Posted by - December 1, 2021 0
ବାଲେଶ୍ଵର/ବସ୍ତା :ବାଲେଶ୍ଵର ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ପ୍ରଦାନ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଗତ ୨୬ ତାରିଖ ରେ ଶୁଭାରମ୍ଭ କରିବା ପରେ ବାଲେଶ୍ଵର…

ଶ୍ରୀରାମ ସଚେତନତା ଯାତ୍ରା ପାଇଁ ସାମ୍ବାଦିକ ସମ୍ମିଳନୀ ।

Posted by - May 15, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ବିରଜା କଲ୍ୟାଣ ମଣ୍ଡପ ପରିସରରେ ଶ୍ରୀରାମ ସେବା ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୧୧ତାରିଖରେ…

ଖପ୍ରାଖୋଲ ତହସିଲ ରେ ଯୋଗ ଦେଲେ ତିନି ରାଜସ୍ୱ ନିରୀକ୍ଷକ

Posted by - April 10, 2022 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ତହସିଲ ରେ ତିନିଜଣ ନୂତନ ରାଜସ୍ୱ ନିରୀକ୍ଷକ ଯୋଗ ଦେଇଥିବା ଜଣାଯାଇଛି । ତହସିଲ ଅଞ୍ଚଳରେ ୬ ଟି…