ମାନସିକ ବିକୃତି ଯୁବକଙ୍କୁ ନିଶା ଦେଇ ସଂପତି ଲୁଟିଲେ ଦୁବୃତ

682 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ମାନସିକ ବିକୃତି ଥିବା ଯୁବକଙ୍କୁ ନିଶା ଦେଇ ସଂପତି ଲୁଟି ନେଲେ ଦୁବୃତ । ବ୍ରହ୍ମପୁର ଅଂଚଳରୁ ଆସି ଯାଜପୁର ଜିଲା ଦଶରଥପୁର ବ୍ଲକ କେଳାଙ୍ଗ ଅଂଚଳରେ ନିଜ ମାଉସୀ ଘରେ ରହୁଥିଲେ ଅରୁଣ ନାୟକ । ଦିଲ୍ଲୀରେ ଏକ ଘରୋଇ କଂପାନିରେ କାର୍ଯ୍ୟକରୁଥିବା ସମୟରେ ଦୁର୍ଘଟଣାର ସମ୍ମୁଖିନ ହୋଇ ମାନସିକ ଭାରସାମ୍ୟ ହରାଇଥିଲେ ।

ପରେ ନିଜ ମାଉସୀ ଘରକୁ ପଳାଇ ଆସିଥିଲେ । କିନ୍ତୁ ସ୍ଥାନୀୟ ଅଂଚଳର କେତେକ ଖଳ ପ୍ରକୃତିର ଲୋକେ ତାଙ୍କର ଥିବା ଜମିକୁ କୌଶଳ କ୍ରମେ ହଡପ କରିନେଇଛନ୍ତି । ମୃଦ୍ୟୁ ପାନୀୟ ରେ ନିଶା ଦେଇ ତାଙ୍କ ଠାରୁ ଟିପ ଚିହ୍ନ ନେଇ ଜମି ହଡପ କରିନେଇଥିବା ଅଭିଯୋଗ କରିଛନ୍ତି ଅରୁଣ ଓ ତାଙ୍କ ମା ।

ଏ ନେଇ ସେ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ତୁରନ୍ତ ଉକ୍ତ ଜମିକୁ ପେଂରାଇ ଦେବା ସହିତ ଜମି ହଡପ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି ।

Related Post

ବାରବାଟି ବିଧାୟକ ମହମ୍ମଦ ମୋକିମ ଙ୍କୁ ଜୋରିମାନା

Posted by - June 20, 2022 0
କଟକ:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ବାରବାଟି ବିଧାୟକ ମହମ୍ମଦ ମୋକିମ ଙ୍କୁ ପାଞ୍ଚ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଲେ ହାଇକୋର୍ଟ l ଭୁବନେଶ୍ଵର :-…

କଳାହାଣ୍ଡି ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ କଳା ଉତ୍ସବ ଅନୁଷ୍ଠିତ

Posted by - November 6, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ସ୍ଥାନୀୟ ବ୍ରଜମୋହନ ହାଇସ୍କୁଲ୍ ପରିସରରେ କଳାହାଣ୍ଡି ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୨’ ତଥା କଳା ଉତ୍ସବ ଅନୁଷ୍ଠିତ…

ଜିଲ୍ଲାପରିଷଦ ଜୋନ ୮ରେ ବିଧାୟକଙ୍କ ମାରାଥନ ପ୍ରଚାର

Posted by - February 17, 2022 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଜିଲ୍ଲାପରିଷଦ ଜୋନ ୮ରେ ଆଜି ବିଜେଡି ପକ୍ଷରୁ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତଙ୍କ ମାରାଥନ ପ୍ରଚାର ।…

ଏ ବର୍ଷ ହେବନି ଐତିହାସିକ ବାଲିଯାତ୍ରା : କଟକ ଜିଲ୍ଲାପାଳ

Posted by - October 31, 2020 0
କଟକ: ଚଳିତବର୍ଷ ହେବନି ଐତିହାସିକ ବାଲିଯାତ୍ରା। କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଏବର୍ଷ ବାଲିଯାତ୍ରା ବନ୍ଦ ପାଇଁ ନିଷ୍ପତ୍ତି ନେଇଛି କଟକ ଜିଲ୍ଲା ପ୍ରଶାସନ। କୌଣସି ପରିସ୍ଥିତିରେ…

ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା,ଏବେ ବୀରତ୍ୱ ନୁହେଁ ଓଡ଼ିଆଙ୍କ ଏକତା ଦେଖାଇବାର ସମୟ

Posted by - April 1, 2020 273
ଭୁବନେଶ୍ୱର ୦୧।୦୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍କଳ ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଏକଜୁଟ ହୋଇ କରୋନା ବିରୋଧରେ ଲଢିବାକୁ ଆହ୍ବାନ ଦେଇଛନ୍ତି।ମୁଖ୍ୟମନ୍ତ୍ରୀ କହିଛନ୍ତି,…