ବିଂଝାରପୁର ପୋଲିସ ର ଜଳଛତ୍ର

372 0

ଯାଜପୁର ଅଫିସ:ଖରାଦିନ ଆରମ୍ଭରୁ ଚାରିଆଡେ ଡହଡହ ଖରା। ଗ୍ରୀଷ୍ମ ପ୍ରଦାହରୁ ଲୋକଙ୍କୁ ସୁରକ୍ଷା ଦେବା ଓ ପଥଚାରୀଙ୍କ ତୃଷା ମେଣ୍ଟାଇବା ପାଇଁ ବିଂଝାରପୁର ପୋଲିସ୍ ପକ୍ଷରୁ ଥାନା ସମ୍ମୁଖରେ ଏକ ଜଳଛତ୍ର ଖୋଲାଯାଇଛି।

ଏହି ଜଳଛତ୍ରକୁ ଉଦଘାଟନ କରିଛନ୍ତି ବିଂଝାରପୁର ଥାନା ଅଧିକାରୀ ନିରଞ୍ଜନ ଶବର। ଏହି ଅବସରରେ ଲୋକମାନଙ୍କୁ ଦହି ସରବତ୍ କରି ପିଇବାକୁ ଦିଆଯାଇଥିଲା।

ଲୋକ ମାନଙ୍କ ତୃଷା ମେଣ୍ଟାଇବା ଲକ୍ଷ୍ୟରେ ପୋଲିସ୍ ପକ୍ଷରୁ ଥାନା ସମ୍ମୁଖରେ ଏହି ଜଳଛତ୍ର ଖୋଲାଯାଇଥିବାରୁ ପୋଲିସକୁ ଧନ୍ୟବାଦ ଜଣାଇଥିଲେ ସ୍ଥାନୀୟ ଯୁବକ ଓ ବ୍ୟକ୍ତିବିଶେଷ

Related Post

ବିଦ୍ୟୁତ ତାର ଛିଣ୍ଡି ସିଂହପୁର ରେ ୬୫ବର୍ଷର ବୃଦ୍ଧ ମୃତ

Posted by - July 22, 2020 0
ବିଂଝାରପୁର:(ଗୁଲସାହାନୱାଜ ଅଲି ଖାଁ) ବ୍ଲକର ଜରି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନାଉବାଙ୍କ ଗ୍ରାମରେ L. T. Line ବିଦ୍ୟୁତ ତାର ଛିଣ୍ଡି ଯାଇଥିବା ଯୋଗୁ ଆଜି ପାହାନ୍ତାରେ…

ଅଜଣା ଟ୍ରକ ପଛରେ ପିଟିଲା ବସ,୮ଗୁରୁତର

Posted by - October 4, 2019 0
କେନ୍ଦୁଝର,୪/୧୦ କେନ୍ଦୁଝର ଟାଉନ ଥାନା ନେଙ୍କଡ଼ା ଘର ନିକଟରେ ବିଳମ୍ବିତ ରାତିରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଯେଉଁଥିରେ ବଡ଼ବିଲ ରୁ ଭୂବନେଶ୍ଵର ଯାଉଥିବା(ଓଆରଜିର-୨-ବିୟୁ-୮୫୨୫)ଶ୍ରୀ…

ନ୍ୟାୟ ଦାବିରେ ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା

Posted by - May 6, 2022 0
କଳାହାଣ୍ଡି :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ବିଭିନ୍ନ ସମୟରେ ଯୁବକ ଯୁବତୀ ମାନେ ଅପରିପକ୍ଵ ନିଷ୍ପତ୍ତି ନେଇ ବହୁ ଅସୁବିଧା ଓ ପ୍ରତାରଣା ର ଶିକାର…

ନୃତ୍ୟ ଶିକ୍ଷକ ଏବଂ ଅନୁଷ୍ଠାନର ମାଲିକ ମାନଙ୍କର ଏକ ବୈଠକ

Posted by - January 12, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଗାୟତ୍ରୀ ମଣ୍ଡପ ପରିସରରେ ଜିଲାର ନୃତ୍ୟ ଶିକ୍ଷକ ଏବଂ ଅନୁଷ୍ଠାନର ମାଲିକ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ସାଂସଦ ଅଂଚଳ ଦାସ, ଯାଜପୁର ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ଭବପ୍ରସାଦ ଦାସ ଏବଂ ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଳିକ ଯୋଗ ଦେଇ ନବ ବର୍ଷର ଶୁଭେଚ୍ଛା ଜଣାଇବା ସହିତ ଛାତ୍ର ଛାତ୍ରୀ ମାନଙ୍କର କଳାର ବିକାଶ ପାଇଁ ନୃତ୍ୟୁ ଗୁରୁ ମାନଙ୍କର ଆବଶ୍ୟକତା ରହିଛି ବୋଲି ମତ ଦେଇଥିଲେ । ଏହି ଅବସରରେ ମା ବିରଜା ନୃତ୍ୟ ଗୋଷ୍ଠୀ ମାଲିକ ଓ ଶିକ୍ଷକ ସଂଘ ଗଠନ କରାଯାଇଥିଲା,ଏହାର ସଭାପତି ଭାବେ ଦୀପକ ନାୟକ ଏବଂ ସଂପାଦକ ଚନ୍ଦନ କୁମାର ସାହୁ ମନୋନୀତ ହୋଇଥିଲେ । ଏହି ବୈଠକରେ ଜିଲାର ୫୦ରୁ ଉର୍ଦ୍ଧ ନୃତ୍ୟ ଶିକ୍ଷକ ଓ ମାଲିକ ଯୋଗ ଦେଇଥିଲେ ।

ବେଆଇନ ମୋରମ ଚାଲାଣ ବେଳେ ଭାରଶ୍ୟାମ ହରାଇ ଓଲଟିଲା ମୁରମ ବୋଝେଇ ଡ଼ମ୍ଫର

Posted by - January 11, 2022 0
ବାଲେଶ୍ଵର :ପୁଣି ରାସଗୋବିନ୍ଦପୁର ବ୍ଲକ ଅଞ୍ଚଳରେ ମୋରମ ମାଫିଆ ସକ୍ରିୟ ହୋଇ ଉଠିଥିବା ଦେଖିବାକୁ ମିଳିଛି।ସୂଚନା ଥାଉ କି ଯେ, ରାସଗୋବିନ୍ଦପୁର ଥାନା ଦେଇ ଦୈନିକ ମଧ୍ୟ…