ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ ପାଳିତ

588 0

ଯାଜପୁର :(ଆନନ୍ଦ ଯାଜପୁର ସାହୁ )ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ମୁଖ୍ୟ ଡାକଘର ର ଡେପୁଟି ପୋଷ୍ଟ ମାଷ୍ଟର ମୀନକେତନ ରଣା ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ ପାଳିତ ହୋଇଯାଇଛି।

ଏଥିରେ ଭୁବନେଶ୍ୱର ର ଡାକ ବିଭାଗ ର ବରିଷ୍ଠ ଅଧିକାରୀ ସର୍ବେଶ୍ୱର ମିଶ୍ର ମୁଖ୍ୟ ଅତିଥି,ଯାଜପୁର ଡାକ ବିଭାଗ ର ଅଧିକ୍ଷକ ଦିଲୀପ କୁମାର ସାମଲ ପ୍ରମୁଖ ଯୋଗ ଦେଇ ମୀନକେତନ ଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଶାଖା ର ସ୍ବଳ୍ପ ସଞ୍ଚୟ କ୍ଷେତ୍ରରେ ସଫଳତା ପଛରେ ମୀନକେତନ ବାବୁଙ୍କ ଭୂମିକା ବିଶେଷ ଭୂମିକା ରହିଥିବା ମତ ପ୍ରକାଶ ପାଇଥିଲା

Related Post

ଗାନ୍ଧୀ ଜୟନ୍ତୀ ଅବସରରେ ସଫେଇ କାର୍ଯ୍ୟ କ୍ରମ

Posted by - October 3, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲିକ)ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ NYKS ବାଲିଆପାଳ ର ମୁଖ୍ୟ ଯୁବ ସମାଜ ସେବୀ ସୁଶାନ୍ତ କୁମାର ବେହେରା…

ଆରମ୍ଭ ହୋଇଛି ମାଟ୍ରିକ ପରିକ୍ଷା,ହାଇସ୍କୁଲ କର୍ତୁପକ୍ଷ ଙ୍କ ଅବହେଳା ଯୋଗୁଁ ଦୁଇ ଛାତ୍ର ପରିକ୍ଷା ଦେବାରୁ ବଂଚିତ

Posted by - February 19, 2020 0
ଯାଜପୁର:19/02(ଆନନ୍ଦ ଚନ୍ଦ୍ର ସାହୁ)ଆଜି ଠାରୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ମାଟ୍ରିକ ପରିକ୍ଷା । ଏଥିପାଇଁ ପ୍ରତ୍ୟେକ ଛାତ୍ର ଛାତ୍ରୀ ଉତ୍କଣ୍ଠାର ସହିତ ପରିକ୍ଷା ଦେଉଥିବା ବେଳେ…

ସିନ୍ଧେକେଲା ଠାରେ ସେବାସମବାୟୁ ସମିତିଲିଃ ପକ୍ଷରୁ ଋଣ ଆଦାୟ ମେଳା ଆୟୋଜିତ

Posted by - May 26, 2022 0
ବଙ୍ଗୋମୁଣ୍ଡା :- ତା୨୬/୫ (:ଅଭିମନ୍ତୁ ବହିଦାର )ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ସମବାୟ ସମିତି ଲିଃ ଆନୁକୂଲ୍ୟରେ ଆଜି ଗୁରୁବାର ଦିନ ଚାଷୀ ମାନକୁ ଦିଆଯାଇଥିବା…

ସାମ୍ବାଦିକଙ୍କ ମାତୃ ବିୟୋଗ

Posted by - August 1, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)01/08ଭଞ୍ଜନଗର ଅଞ୍ଚଳରେ ପରିଚିତ କାର୍ଯ୍ୟରତ ସାମ୍ବାଦିକ ଜୟକୃଷ୍ଣ ପଟ୍ଟନାୟକଙ୍କ ମାତା ରେବତୀ ପଟ୍ଟନାୟକଙ୍କ ରବିବାର ସକାଳ ୯ଘଣ୍ଟା ୩୫ମିନିଟ ସମୟରେ ଦେହାନ୍ତ ଘଟିଛି।ମୃତ୍ୟୁ ବେଳକୁ…