ସୂଚନା ଅଧିକାର କର୍ମୀଙ୍କ ଗାଡ଼ି ଉପରକୁ ବୋମାମାଡ଼

618 0

ଯାଜପୁର : ସୂଚନା ଅଧିକାର କର୍ମୀଙ୍କ ଗାଡ଼ି ଉପରକୁ ବୋମାମାଡ଼। ଯାଜପୁର ଇମାମ ନଗରେ ଘଟିଛି ଏହି ଘଟଣା।
ବୋମାମାଡ଼ରେ ଆହତ ସୂଚନା ଅଧିକାର କର୍ମୀଙ୍କ ନାଁ ସର୍ବେଶ୍ୱର ବେଉରିଆ। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ କରାଯାଇଛି। ଗାଡ଼ିରେ ଥିବା ସୁଶାନ୍ତ ବେହେରା ନାମକ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି।

ଇମାମ ନଗର ନିକଟରେ ବୋମାମାଡ଼ କରି ୨ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ। ସେମାନେ କଳା ପଲ୍‌ସରରେ ଆସିଥିଲେ। ବୋମାମାଡ଼ରେ ସର୍ବେଶ୍ୱରଙ୍କ ଗାଡିଟି ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି।

ଘଟଣାର ଖବର ପାଇଁ ତଦନ୍ତ ଆରମ୍ଭ କରିଛି ପୁଲିସ୍‌। କିଏ ଓ କାହିଁକି ବୋମାମାଡ଼ କଲା ତାହା ଜଣାପଡ଼ି ନାହିଁ। ତେବେ ଡଙ୍କାରୀ ଖଣି ଖନନରେ ଅନିୟମିତା ଅଭିଯୋଗ ଆଣି ଚର୍ଚ୍ଚାରେ ଥିଲେ ସର୍ବେଶ୍ୱର। ଏନେଇ ସେ ଉଭୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ ଓ ଲୋକାୟୁକ୍ତରେ ଅଭିଯୋଗ କରିଥିଲେ।

Related Post

୨୪ ଲିଟର ଦେଶୀ ମଦ ସହ ଦୁଇଜଣ ଗିରୀଫ

Posted by - August 24, 2021 0
ମାଥିଲି:(ଅବଦୁଲ ଗନି)ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ବଳଦିଆ ଗୁଡା ର ପାର୍ବତୀ ଖରା ଓ ଲିମାଗୁଡା ର ପୀତବାସ ଭୂମିଆଙ୍କ ନିକଟରୁ ୨୪ ଲିଟର ଦେଶୀ…

ମେ ୨୩ ଭୋଟ ଗଣତି ପାଇଁ ଆରମ୍ଭ ହେଲା ୨ ଦିନିଆ ପ୍ରଶିକ୍ଷଣ ଶିବିର

Posted by - May 13, 2019 0
ଭୁବନେଶ୍ବର ୧୩।୫ :   ମେ ୨୩ ତାରିଖ ଭୋଟ ଗଣତି ପାଇଁ ଆଜିଠୁ ଆରମ୍ଭ ହୋଇଛି ପ୍ରଶିକ୍ଷଣ । କେମିତି ତ୍ରୁଟିଶୂନ୍ୟ ଗଣତି ହେବ ସେନେଇ ଅଧିକାରୀମାନଙ୍କୁ…

ଓଡିଶାରେ ୮୬ ନୂଆ ଆକ୍ରାନ୍ତ ଚିହ୍ନଟ,ଏବେ ସଂକ୍ରମିତ ସଂଖ୍ୟା ୧୧୮୯କୁ ବୃଦ୍ଧି,୪୩୬ ଜଣ ସୁସ୍ଥ

Posted by - May 22, 2020 187
ଭୁବନେଶ୍ଵର: ରାଜ୍ୟରେ ଶୁକ୍ରବାର ପୁଣି ୮୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯କୁ ବୃଦ୍ଧି ପାଇଛି। ଏହି ୮୬ ଜଣଙ୍କ…

ନାମାଙ୍କନ ପତ୍ର ଦାଖଲ ଶେଷ,ଯାଜପୁର ପୌରପରିଷଦରେ କ୍ଲିନ୍ ସୁଇପ ଲକ୍ଷ୍ୟରେ ବିଜେଡି

Posted by - March 8, 2022 0
ଯାଜପୁର ଅଫିସ :ପୌର ନିର୍ବାଚନ ପାଇଁ ବିଭିନ୍ନ ସହରରେ ରାଜନୀତି ଉଷ୍ଣତା ବାତାବରଣରେ ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଛି ।ଏହି ଅବସରରେ ଯାଜପୁର ପୌରପରିଷଦ ରେ…

ବାଣଫୁଟା ଓ ବାଣବିକ୍ରି ନିଷେଧ କଲେ ରାଜ୍ୟ ସରକାର,ନଭେମ୍ବର ୧୦ରୁ ୩୦ ପର୍ଯ୍ୟନ୍ତ ବାଣ ଫୁଟାଇବା ନିଷେଧ

Posted by - November 3, 2020 0
ଭୁବନେଶ୍ବର: ଚଳିତ ବର୍ଷ ଦୀପାବଳିରେ ବାଣ ବିକ୍ରି କିମ୍ବା ବାଣ ଫୁଟାଇବାକୁ ନିଷେଧ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏଥର ଦୀପାବଳି ମାଟି ଦୀପ, ମହମବତୀ ଓ ଅନ୍ୟ…