ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ କାଳିଆଜିଆଣି ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇବା ଦ୍ବାରା ୨ ଜଣ ଗିରଫ

598 0

ରାଇରଙ୍ଗପୁର୨୦।୩: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ କାଳିଆଜିଆଣି ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇବା ସମୟରେ ଠାକୁରମୁଣ୍ଡା ବନ କର୍ମଚାରୀମାନଙ୍କ ଦ୍ବାରା ୨ ଜଣ ଗିରଫ ହୋଇଛନ୍ତି । ଗିରଫ ଦୁଇ ଜଣ ହେଉଛନ୍ତି ତାଳପଦା ଗ୍ରାମର ଭୁଟେଶ୍ବର ନାଏକ ଓ ଫାତୁ ଦଣ୍ଡପାଟ ବୋଲି ଜଣାପଡିଛି । ଉଭୟଙ୍କୁ ଗିରଫ ପରେ ବନ ବିଭାଗ ତାଙ୍କୁ କୋର୍ଟ ଚାଲାଣ କରିଛି ।

ଠାକୁରମୁଣ୍ଡା ରେଞ୍ଜ ଅଧିକାରୀଙ୍କ ସହ ବନ କର୍ମଚାରୀମାନେ ପେଟ୍ରୋଲିଂ କରୁଥିବା ସମୟରେ ଏହି ଦୁଇ ଜଣଙ୍କ କାଳିଆଜିଆଣି ଜଙ୍ଗଲ ଭିତରୁ ଧରିଥିଲେ । ବନ ବିଭାଗ ଦ୍ଵାରା ଧରା ପଡିଥିବା ଏହି ଦୁଇ ଜଣ ସେଠାରେ ହେଉଥିବା ଏକ ଇଟାଭାଟି କାମରେ ଆସି ଜଙ୍ଗଲ ଭିତରେ ରୋଷେଇ କରୁଥିଲେ । ରୋଷେଇ ସମୟରେ ସେମାନେ ସଂରକ୍ଷିତ ଜଙ୍ଗଲରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ । ତେବେ ଜଙ୍ଗଲରେ ଲାଗିଥିବା ଏହି ନିଆଁକୁ ବନ କର୍ମଚାରୀମାନେ ଲିଭାଇ ଥିଲେ ।

Related Post

୨ଦିନ ତଳେ ନଦୀରେ ଡେଈ ନିଖୋଜ ହୋଇଥିବା ମହିଳାଙ୍କ ଶବ ଉଦ୍ଧାର

Posted by - August 1, 2021 0
ଯାଜପୁର:(ସ୍ନେହାଂଶୁ ଶେଖର ମହାନ୍ତି) ଗତମାସ ୩୦ତାରିଖ ରେ ଯାଜପୁର ସଦର ଥାନା ଅଧୀନ ଶ୍ୟାମଦାସପୁର ପଞ୍ଚାୟତ ର ସୁଜନପୁର ଗ୍ରାମର ସେକ ହବୀବୁଲା ଙ୍କ ଝିଅ କିରଣ…

ବିଝାଂରପୁର ରେ ତୃତୀୟ ଦିନ ଲଗଡ଼ାଉନରେ ଯାଜପୁର ଉପ ଜିଲାପାଳ

Posted by - July 20, 2020 0
ବିଝାଂରପୁର:(ଗୁଲସାହାନୱାଜ ଅଲି ଖାଁ) ବ୍ଳକରେ ତୃତୀୟ ଦିନ ଲଗଡ଼ାଉନରେ ଯାଜପୁର ଉପ ଜିଲାପାଳ ନାରାୟଣ ଚନ୍ଦ୍ର ଧଳ, ତହସିଲଦାର  ଅସ୍ମୀତା ଦାସ, ବିଡ଼ିଓ ମୀନତି ଜଗଦେବ ବିଝାଂରପୁର,…

ବନ ସୁରକ୍ଷା କମିଟି ପକ୍ଷରୁ ୮ଦଫା ଦାବିପତ୍ର ପ୍ରଦାନ

Posted by - August 30, 2022 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ )ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବୁର୍ଜା ପଞ୍ଚାୟତ ଅନ୍ତର୍ଗତ କପସାଭଟ୍ଟା, ସାରିୟାଭଟ୍ଟା , ଲକଟିପଖନା, ତିନୋଟି ଗ୍ରାମବାସୀଙ୍କ ତିରିଶ ଏକର ରୁ ଉର୍ଦ୍ଧ୍ବ…

ଦେସିଲ ଗ୍ରାମରେ ସ୍ଵାମୀ ବିବେକାନନ୍ଦ ଯୁବକ ସଂଘ ତରଫରୁ ୮ମ ଦୁର୍ଗାପୂଜା ଆୟୋଜିତ

Posted by - October 8, 2022 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ) ଟିଟିଲାଗଡ଼ ସହରର ବିଭିନ୍ନ ପୂଜା ମଣ୍ଡପରେ ଦୁର୍ଗା ପୂଜା ଅନୁଷ୍ଠିତ ହୋଇଥିବା ବେଳେ ଟିଟିଲାଗଡ଼ ନିକଟସ୍ଥ ଦେସିଲ୍ ଗ୍ରାମରେ ଆୟୋଜିତ ହୋଇଥିବା ଦୁର୍ଗା…

ସ୍ବଚ୍ଛତା ସାକ୍ଷରତା ଶିବିର ଅନୁଷ୍ଠିତ

Posted by - February 9, 2022 0
ଖପ୍ରାଖୋଲ: (ତାପସ ରଞ୍ଜନ ବେହେରା)ଖପ୍ରାଖୋଲ ବ୍ଲକ ଘୁନସର ପଂଚାୟତ ପିଙ୍ଗଲମୁଣ୍ଡା ଗାଁ ରେ ନାବାର୍ଡ, ଭୁବନେଶ୍ୱର, ତ୍ରିରଙ୍ଗା ଯୁବକ ସଙ୍ଘ, ଦେବଦତ୍ତ କ୍ଲବ, ହରିଶଙ୍କର ଏଫପିଓ ର…