କେମିକାଲ୍ ଫ୍ୟାକ୍ଟ୍ରିରେ ଭୟଙ୍କର ବିଷ୍ଫୋରଣ

686 0

ରତ୍ନଗିରି: ମହାରାଷ୍ଟ୍ର ରତ୍ନଗିରି ଜିଲ୍ଲା ଖେଡ଼ ଅଞ୍ଚଳସ୍ଥିତ ଏକ କେମିକାଲ୍ ଫ୍ୟାକ୍ଟ୍ରିରେ ଭୟଙ୍କର ବିଷ୍ଫୋରଣ। ଘଟଣାରେ ୪ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ଗୁରୁତର ହୋଇଛନ୍ତି। ବିଷ୍ଫୋରଣରେ ୪୦ରୁ ୫୦ କର୍ମଚାରୀ ଏବେବି କମ୍ପାନୀରେ ଫସିରହିଥିବା ସୂଚନା ମିଳିଛି। ତେବେ ମୃତହାତଙ୍କ ସଂଖ୍ୟା ଆହୁରୁ ବଢି଼ବାର ସମ୍ଭାବନା ରହିଛି।

ସୂଚନା ମୁତାବକ ଶନିବାର ସକାଳ ୮ଟାରେ ଏହି ବିଷ୍ଫୋରଣ ହୋଇଥିବା ଜଣାପଡ଼ିଛି। ଲଗାତାର ଦୁଇଥର ବିଷ୍ଫୋରଣ ହେବାରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳରେ ଦମକଳ ବାହିନୀ ଟିମ ପହଞ୍ଚି ନିଆଁ ଆୟୋତ କରିବା ପାଇଁ ଲାଗିଛନ୍ତି। ଗୁରୁତର ମାନଙ୍କ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Related Post

ଓମିକ୍ରନ ପରେ ଫ୍ଳୋରୋନା, ଇସ୍ରାଏଲ ରୁ ଚିହ୍ନଟ ହେଲା ପ୍ରଥମ ସଂକ୍ରମିତ

Posted by - January 2, 2022 0
ଭୁବନେଶ୍ବର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ )କରୋନା ମହାମାରୀ ର ଭୟାବହତା ସମଗ୍ର ବିଶ୍ଵରେ ଆତଙ୍କ ସୃଷ୍ଟି କରିଥିବା ବେଳେ ବର୍ତ୍ତମାନ ମଧ୍ଯ ବିଭିନ୍ନ…

ଦେଶର ସର୍ବବୃହତ୍ତ ଅଶୋକ ଚକ୍ର

Posted by - January 4, 2019 497
ହରିୟାଣାର ଯମୁନାନଗର ଜିଲ୍ଲାର ଗ୍ରାମ ଟୋପରା କଲାନ୍‌ରେ ଜାନୁଆରି ୫ ତାରିଖରେ ଦେଶର ସର୍ବବୃହତ୍ତ ଅଶୋକ ଚକ୍ର ଉଦ୍‌ଘାଟନ ହେବାକୁ ଯାଉଛି। ଏହି ଅଶୋକ ଚକ୍ରର ଓଜନ…

ଦିଲ୍ଲୀରେ ଇଞ୍ଜିନିୟର ୰ ଅମୂଲ୍ୟ ପାତ୍ରଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ପ୍ରଦାନ

Posted by - October 12, 2022 0
ନୂଆଦିଲ୍ଲୀ :ଦିଲ୍ଲୀଠାରେ ସ୍ୱର୍ଗତଃ ଇଞ୍ଜିନିୟର ଅମୂଲ୍ୟ ପାତ୍ରଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି। ଏହି ଉପଲକ୍ଷେ ଏଠାକାର ତ୍ୟାଗରାଜ ନଗରସ୍ଥିତ ଜଗନ୍ନାଥ ମନ୍ଦିରଠାରେ ଆୟୋଜିତ ଏକ ଶୋକସଭାରେ…

କନ୍ୟା ମାନଙ୍କ ବିବାହ ବୟସ ୧୮ ବର୍ଷରୁ ୨୧ ବର୍ଷକୁ ବୃଦ୍ଧି ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ର ମଞ୍ଜୁରୀ

Posted by - December 17, 2021 0
ନୂଆଦିଲ୍ଲୀ/ଭୁବନେଶ୍ୱର:ବହୁ ପ୍ରତୀକ୍ଷିତ କନ୍ୟା ମାନଙ୍କ ବିବାହ ବୟସ ସମ୍ପର୍କୀତ ଆଇନ୍ ପରିଶେଷରେ କ୍ୟାବିନେଟ ମୋହର ହାସଲ କରିଛି। ଗତ ବୁଧବାର ଦିନ ଅନୁଷ୍ଠିତ କେନ୍ଦ୍ର ସରକାର ଙ୍କ…

ବିକାନେର ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୭ କୁ ବୃଦ୍ଧି: ଘଟଣାସ୍ଥଳ ଅଭିମୁଖେ ରେଳ ମନ୍ତ୍ରୀ

Posted by - January 14, 2022 0
ଭୁବନେଶ୍ୱର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ପଶ୍ଚିମବଙ୍ଗ ଦୋମୋହାନି ଠାରେ ଗତକାଲି ଗୌହାଟୀ ବିକାନେର ଏକ୍ସପ୍ରେସ ଟ୍ରେନ ର ପ୍ରାୟ ୧୨ ଟି ବଗି ଲାଇନଚ୍ୟୁତ…