Breaking News
11:54 pmପୋଲିସ ଅତ୍ୟାଚାରରେ ଆତ୍ମହତ୍ୟା ଘଟଣା ପଡିଲା ମହଙ୍ଗା। ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନେଲେ ଯାଜପୁର ଆରକ୍ଷୀ ଅଧିକ୍ଷକ। ବଦଳିଲେ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଧିକାରିଣୀ ରୀନାରାଣୀ ସାହୁ। ସୂଚନା ଦେଲେ ଯାଜପୁର ଆରକ୍ଷୀ ଅଧିକ୍ଷକ ଭିନିତ ଅଗ୍ରୱାଲ 12:19 pmଘଟଗାଁ: ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଘଟଗାଁ ତହସିଲ୍ ଅଫିସର କନିଷ୍ଠ କିରାଣୀ ଦେବାଶିଷ ପଣ୍ଡା 7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ

ନବୀନ ନିବାସ ରେ ଲାଗିଲା ଟିକେଟ ପାଇଁ ମେଳା

1118 3

ଭୁବନେଶ୍ବର:ଟିକେଟ୍‌ ପାଇଁ ବିଜେଡିରେ ଆରମ୍ଭ ହୋଇଗଲାଣି ଛକାପଞ୍ଝା । ବିଜେଡିରି ପୁରୁଣା ନେତା ଓ ଅନ୍ୟ ଦଳରୁ ଡିଆଁ ମାରି ଆସିଥିବା ନେତାଙ୍କ ଭିତରେ ଆରମ୍ଭ ହୋଇ ଗଲାଣି ଟିକେଟ ପାଇଁ ଲବି। ଆଜି ବ୍ରଜାରଜନଗରରୁ କିଛି ବିଜେଡି କର୍ମୀ ଅନୁପ ସାଏଙ୍କ ବିରୋଧରେ ନବୀନ ନିବାସରେ ଫେରାଦ ହୋଇଥିବାବେଳେ ଚିଲିକାରୁ କିଛି ବି​‌ଜେପି କର୍ମୀଙ୍କୁ ଦଳରେ ମିଶାଇ ରଘୁ ସାହୁ ଦବଦବା ଦେଖାଇଛନ୍ତି ।ସେପଟେ ନିର୍ବାଚନ ପୂର୍ବରୁ ବିଜେଡି ଶିବିରରେ ଏବେ ଗୋଟିଏ ଚର୍ଚ୍ଚା-କାହାକୁ ମିଳିବ ଏମପି ଟିକେଟ୍ । ଚର୍ଚ୍ଚା ହେଉଛି ୨୦୧୯ ନିର୍ବାଚନରେ ବିଜେଡି ଅଧାରୁ ଅଧିକ ସଂସଦୀୟ କ୍ଷେତ୍ରରେ ନୂଆ ଚେହେରାଙ୍କୁ ସାମ୍ନାକୁ ଆଣିବାକୁ ଯାଉଛି । ଅର୍ଥାତ୍ ବର୍ତମାନ ବିଜେଡି ଟିକେଟରୁ ସାଂସଦ ବନିଥିବା ନେତାଙ୍କୁ ହୁଏତ ସାଂଗଠନିକ ଦାୟିତ୍ୱ କିମ୍ବା ବିଧାୟକ ଟିକେଟରେ ସନ୍ତୁଷ୍ଟ ହେବାକୁ ପଡ଼ିପାରେ । କୁହଯାଉଛି ବର୍ତମାନର ୧୨ ଜଣ ସାଂସଦଙ୍କ ବଦଳରେ ବିକଳ୍ପ ପ୍ରାର୍ଥୀ ବିଜେଡି ଟିକେଟରୁ ନିର୍ବାଚନ ଲଢ଼ିପାରନ୍ତି

Related Post

ବାଲି ମାଫିଆ ସକ୍ରିୟ! ଉପଜିଲ୍ଲାପାଳ ଓ ତହସିଲଦାର ଙ୍କୁ ଆକ୍ରମଣ କରି ଛଡାଇ ନେଲେ ଗାଡି।

Posted by - June 11, 2020 1,418
ନୀଳଗିରି:୧୧/୦୬(ସୌମ୍ୟାସାଇ ବାରିକ୍)ଗତକାଲି ରାତ୍ରିରେ ଚୋରା ବାଲି ଚାଲାଣକାରୀ ମାନେ ନୀଳଗିରି ଉପଜିଲାପାଳ ଓ ତହସିଲଦାର ଙ୍କୁ ଆକ୍ରମଣ କରି ଗାଡି ଛଡାଇ ନେବା ଘଟଣା ସମଗ୍ର ଜିଲ୍ଲାରେ…

ରାଜ ରାସ୍ତାରେ ଡ୍ରାଇଭର,ରାଜ୍ୟ ମହାସଂଘ ନିଷ୍ପତି କ୍ରମେ ହରଭଙ୍ଗା ବ୍ଲକ ଡ୍ରାଇଭର ମହାସଙ୍ଘ ର ଶାନ୍ତିପୁର୍ଣ ଗଣଧାରଣା.

Posted by - March 15, 2023 0
ହରଭଙ୍ଗା :୧୫/୦୩(ଚିତ୍ତରଞ୍ଜନ ସିଂ)ଓଡିଶା ଡ୍ରାଇଭର ମହାସଙ୍ଘ ପକ୍ଷରୁ ଦିଆଯାଇଥିବା 10 ଦଫା ଦାବୀ ବନ୍ଦ ଡାକରା ରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଡ୍ରାଇଭର ମହାସଙ୍ଘ ବନ୍ଦ…

ଅଷ୍ଟଶମ୍ଭୁଙ୍କର ସହର ସୁବର୍ଣ୍ଣପୁରରେ ଆଜି ମହା ସମାରୋହରେ ପାତିତ

Posted by - February 19, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଅଷ୍ଟଶମ୍ଭୁଙ୍କର ସହର ସୁବର୍ଣ୍ଣପୁରରେ ଆଜି ମହା ସମାରୋହରେ ପାତିତ ହେଉଛି ମହାଶିବରାତ୍ରୀ ।ଶ୍ରଦ୍ଧାଳୁମାନେ ତେଲନଦୀ ମହାନଦୀ ଓ କର୍ପୁର ନଦୀର ତ୍ରୀବେଣୀ ସଂଗମରେ ସ୍ନାନ…

There are 3 comments

  1. Pingback: ufa

Leave a comment

Your email address will not be published.