ୟୁଥ ରେଡକ୍ରସ ପକ୍ଷରୁ ଏକ ପ୍ରଶିକ୍ଷଣ ଶିବିର ଉଦଘାଟିତ  

199 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )

ଯାଜପୁର ନରସିଂହ ଚୌଧୁରୀ ମହାବିଦ୍ୟାଳୟ ପରିସରରେ ୟୁଥ ରେଡକ୍ରସ ପକ୍ଷରୁ ଏକ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି ,ଏଥିରେ ଯାଜପୁର ବ୍ଲକ ବିଡିଓ ସୌରଭ ଚକ୍ରବର୍ତିଯାଜପୁର ପୌରପାଳିକାର ପ୍ରର୍ବତନ ପୌରପାଳ ଭବପ୍ରସାଦ ଦାସ ପ୍ରମୁଖ ଯୋଗ ଦେଇ ସମାଜସେବା କ୍ଷେତ୍ରରେ ରେଡକ୍ରସର ଭୂମିକା ସଂପର୍କରେର ଆଲୋଚନା କରିଥିଲେ 

ଏହି ଅବସରରେ ଛାତ୍ର ଛାତ୍ରୀଙ୍କୁ ଦୁର୍ଘଟଣା ସମୟରେ କିଭଳି ସତର୍କତା ଅବଲମ୍ବନ କରାଯାଇପାରିବ ସେ ନେଇ ତାଲିମ ପ୍ରଦାନ କରାଯାଇଥିଲା  ତାରିଣି କୁମାର ପଟ୍ଟନାୟକଙ୍କ ତତ୍ୱାବଧାନରେ ଏହି ଶିବିର ଆସନ୍ତା ତିିନିଦିନଧରି ଚାଲିବ  ଏଥିରେ ବିଭିନ୍ନ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ଏବଂ ଅଧ୍ୟାପକ ପ୍ରମୁଖ ଉପସ୍ଥିତ ଥିଲେ 

Related Post

ସିନ୍ଧେକେଲା ଥାନାରେ ନୂଆ ଥାନା ଅଧିକାରୀ ଙ୍କ ଯୋଗଦାନ

Posted by - December 16, 2021 0
ବଙ୍ଗୋମୁଣ୍ଡା: ତା୧୬/୧୨(ଅଭିମନ୍ୟୁ ବହିଦାର)ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଥାନାରେ ନୂଆ ଅଧିକାରୀ ଭାବେ ବୁଧବାର ଆଲୋକ ବେହେରା ଯୋଗ ଦେଇଛନ୍ତି । ସେ ଏହା ପୂର୍ବରୁ…

ପୌରପାଳିକା ସପେଂଇ କର୍ମଚାରୀଙ୍କ ମନୋବଳ ବଢାଇଲେ ଯାଜପୁର ଜିଲାପାଳ

Posted by - April 15, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)କୋରୋନା ସମୟରେ ପୌରପାଳିକା ସପେଂଇ କର୍ମଚାରୀ ସେମାନଙ୍କ ସପେଂଇ କାମ ଜାରି ରଖିଛନ୍ତି । ସେମାନଙ୍କ ମନୋବଳ ବଢ଼ାଇବା ପାଇଁ ଯାଜପୁର ଜିଲାପ୍ରଶାସନ ଉଦ୍ୟମ…

ଉତ୍ତରାଞ୍ଚଳ କୁଲିସ ମେହେର ସମାଜ ର ମେଧାବୃତ୍ତି ଘୋଷଣା

Posted by - December 29, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ଵାଳ )ରେଙ୍ଗାଲି ବ୍ଲକ ପଣ୍ଡଲୋଇ ସ୍ଥିତ ଗୋପିରାମ ମେହେରଙ୍କ ବାସଭବନ ପରିସରରେ ଉତ୍ତରାଞ୍ଚଳ କୁଳିସ ମେହେର ସମାଜ ର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l…

ପରକିଆ ପ୍ରୀତି, ବିବାହିତା ମନ୍ଦିର ପୂଜକ ପ୍ରାପ୍ତ ବୟସ୍କ ଯୁବତୀ କୁ ଧରି ଫେରାର

Posted by - September 13, 2021 0
ବୌଦ୍ଧ: ୧୨/୯ (ଚିତରଂଜନ ସିଂ)ପ୍ରେମ ମାନେ ନାହିଁ ବୟସ ଜାତି ଗୋତ୍ର ।ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମନମୁଣ୍ଡା ଥାନା ଶୁଣ୍ଢିପଦର ପଂଚାୟତ ନଦୀଆନଗର…

ହରଭଙ୍ଗା ବ୍ଲକରେ ଗଜଲକ୍ଷ୍ମୀ ପୂଜା

Posted by - October 11, 2022 0
ବୌଦ୍ଧ : (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅଞ୍ଚଳ ରେ ପବିତ୍ର କୁମାର ପୁର୍ଣିମା ଅବସରରେ ବ୍ଲକ ର ହରଭଙ୍ଗା, ବାଲିସାହି, ଚାରିଛକ, କରଂଜକଟା,…