Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

କୁମ୍ଭ ସଂକ୍ରାନ୍ତିରେ ନୟାଗଡ଼ କ୍ଳବ ତରଫରୁ ଜଳଖିଆ ବିତରଣ

283 0

ନୟାଗଡ :- ନୟାଗଡ଼ ସଦରମହକୁମାରେ ଅବସ୍ଥିତ ଆହାର କେନ୍ଦ୍ର ନିକଟରେ ନୟାଗଡ଼ କ୍ଲବ୍ ତରଫରୁ ୨୦୦ ଅଭାବୀ ଗରିବ ଦୁଃସ୍ଥ ଲୋକମାନଙ୍କୁ ଜଳଖିଆ ବିତରଣ କରାଯାଇଛି । ନୟାଗଡ଼ କ୍ଲବ୍ ର ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ନେତୃତ୍ବରେ ଏହି ଜଳଖିଆ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା ।

ଆଜି ପବିତ୍ର କୁମ୍ଭ ସଂକ୍ରନ୍ତି ଅବସରରେ ସକାଳ ୯ଟା ସମୟରେ  ଉପମା ଘୁଗୁନି ଜଳଖିଆ ବିତରଣ କରାଯାଇଥିବା  ବେଳେ ପ୍ରତ୍ଯେକ ମାସ ସଂକ୍ରାନ୍ତିରେ ଏହି କାର୍ଯ୍ୟକ୍ରମ ଚାଲୁ ରହିଛି ଏବଂ ଆଗକୁ ମଧ୍ଯ ଜାରିରହିବ ବୋଲି କ୍ଲବ୍ ର କୋଷାଧ୍ୟକ୍ଷ ଶ୍ରୀଧର ସାହୁ ସୂଚନା ଦେଇଛନ୍ତି ।

 ଏହି ମାଗଣା ଜଳଖିଆ ବିତରଣ କାର୍ଯ୍ୟକ୍ରମରେ କ୍ଲବର ଉପସଭାପତି ଅରୁଣ କୁମାର ମହାନ୍ତି, ସଦସ୍ଯ  ପ୍ରସନ୍ନ କୁମାର ବସନ୍ତିଆ,ଲକ୍ଷ୍ମୀ ନାରାୟଣ ରଥ, ଧୀରେନ୍ଦ୍ର ପଟ୍ଟନାୟକ, ଅବିନାଶ ସାହୁ ଓ ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ, ସମାଜସେବୀ ଦାମୋଦର ସାହୁ ସମେତ ବହୁ ସମାଜସେବୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Related Post

ଆମ୍ବପୁଆ କେନାଲ୍ ଗେଟ୍ ନିକଟରୁ ଖୁକୁଣ୍ଡିଆ ଗ୍ରାମର ସୁଦର୍ଶନ ବାଡତ୍ୟାଙ୍କ ଶବ ଉଦ୍ଧାର

Posted by - August 12, 2021 0
ବେଲଗୁଣ୍ଠା: 11/08(ସୁଶାନ୍ତ କୁମାର ବେହେରା) ଆଜି ସକାଳେ ଗାଙ୍ଗପୁର ଥାନା ଅନ୍ତର୍ଗତ ଖୁକୁଣ୍ଡିଆ ଗ୍ରାମ ନିକଟସ୍ଥ ଆମ୍ବପୁଆ କେନାଲ୍ ଗେଟ୍ ନିକଟରୁ ଖୁକୁଣ୍ଡିଆ ଗ୍ରାମର ସୁଦର୍ଶନ ବାଡତ୍ୟାଙ୍କ…

ନ୍ୟାୟ ନମିଳିବାରୁ ଜଣେ ସଂଖ୍ୟା ଲଘୁ ମହିଳା ଙ୍କ ଯାଜପୁର ଏସ୍‌ପିଙ୍କ ନିକଟରେ ଗୁହାରି

Posted by - January 6, 2019 469
ଯାଜପୁର: କୋରେଇ ଥାନା ଅନ୍ତର୍ଗତ ସାଦକପୁର ପଞ୍ଚାୟତ କାଜୁ ବସ୍ତିର ଶେଖ ବାବରଙ୍କ ଝିଅ ମୁନି ଖାତୁନଙ୍କୁ ତାଙ୍କ ଭାଇଭାଉଜ ମାଡ଼ ମାରିଥି‌ବା କୋରେଇ ଥାନାରେ ଅଭିଯୋଗ…

ଲୋକପ୍ରିୟ ଗାୟକ ପ୍ରସିଦ୍ଧ କଣ୍ଠଶିଳ୍ପୀ ଫକୀର ପଟ୍ଟନାୟକଙ୍କ ୯୪ ତମ ଜୟନ୍ତୀ ଉତ୍ସବ ପାଳିତ

Posted by - May 3, 2022 0
ସୋନପୁର:(ଅଜିତ କୁମାର ପୂଜାହାରି)ପଶ୍ଚିମ ଓଡିଶାର ଲୋକପ୍ରିୟ ଗାୟକ ପ୍ରସିଦ୍ଧ କଣ୍ଠଶିଳ୍ପୀ ଫକୀର ପଟ୍ଟନାୟକଙ୍କ ୯୪ ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଫକୀର ପଟ୍ଟନାୟକ ସୃତି…

ସୁଚରିତା ପାଇଲେ ବେଷ୍ଟ ଷ୍ଟୁଡେଣ୍ଟ୍ ଅଫ ଏକାଡେମିକ ଏୱାଡ

Posted by - May 20, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ଵାଳ )ସମ୍ବଲପୁର ଜିଲ୍ଲା ପଡିଆବାହାଲ ର ଝିଅ ସୁଚରିତା ହେଲେ ନିମର ଶ୍ରେଷ୍ଟ ଶିକ୍ଷାର୍ଥୀ । ଭୁବନେଶ୍ବର ଠାରେ ଥିବା ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ…

କଳାହାଣ୍ଡି ଜ଼ିଲ୍ଲା ଭବାନୀପାଟଣା ଠାରେ ଫୋଟୋ ଏସୋସେସେନ ଜରୁରୀ ବୈଠକ ଅନୁଷ୍ଠିତ

Posted by - October 16, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଫଟୋ ଏସୋସିଏସନ ର ଏକ ବୈଠକ ସ୍ଥାନୀୟ ରୟାଲ ପାର୍କ ପରିସରରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ଯ…