ସମ୍ବଲପୁର ଧମା ଅଞ୍ଚଳର ଜଣେ ଯୁବତୀଙ୍କୁ, ପ୍ରଥମେ ନିଶା ଦେଇ ବେହୋସ୍ କରିବା,ତା ପରେ ତାକୁ ନେଇ ଭୁବନେଶ୍ବର ଯିବା ଓ ସେଠାରୁ ରାଜସ୍ଥାନ ଝୁନ୍ଝୁନ୍ୱାଲା ଅଞ୍ଚଳରେ ବିକ୍ରି କରାଯିବା ଗୁମର ଧିରେ ଧିରେ ଫିଟୁଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପ୍ରମୋଦ ସାହୁକୁ, ସମ୍ବଲପୁର ଟାଉନ୍ଥାନା ପୋଲିସ୍ ନୟାଗଡ ରଣପୁର ଅଞ୍ଚଳରୁ ଉଠାଇ ଆଣିଛି। ପ୍ରମୋଦ ପେଶାରେ ଜଣେ ଅଟୋଡ୍ରାଇଭର ହୋଇଥିବା ବେଳେ, ଯୁବତୀ ଚାଲାଣ କରି ରାତାରାତି ଧନୀ ହେବାର ଲୋଭ ତାକୁ ଏହି ରାକେଟ୍ରେ ସର୍ଦ୍ଦାର ସଜାଇଛି।ସମ୍ବଲପୁର ଅଞ୍ଚଳରୁ ଯୁବତୀ ଚାଲାଣ ରାକେଟ୍ ସକ୍ରିୟ ରହିଛି। ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଗଲାଣି। ଆହୁରି ଦୁଇଜଣ ଫେରାର୍ ଥିବା ବେଳେ, ଜେଲ୍ରେ ଥିବା ଅଭିଯୁକ୍ତ ମାନଙ୍କୁ ରିମାଣ୍ଡରେ ନେଇ ଅଧିକ ପଚରା ଉଚରା କରାଯିବ। ସେହିପରି ଯେଉଁ ଦୁଇଜଣ ମହିଳା ଏହି ଯୁବତୀ ଚାଲାଣ ରାକେଟ୍ରେ ମୁଖ୍ୟ ରହିଛନ୍ତି ସେମାନେ ରାଜସ୍ଥାନରେ ଅଛନ୍ତି। ପୋଲିସ୍ର ସ୍ବତନ୍ତ୍ର ଟିମ୍ ସେହି ଦୁଇଜଣ ମହିଳାଙ୍କୁ ଗିରଫ କରିବାକୁ ଖୁବ୍ ଶୀଘ୍ର ରାଜସ୍ଥାନ ଯିବା ସହ, ସମ୍ବଲପୁର ଅଞ୍ଚଳରେ ସକ୍ରିୟ ଥିବା ରାକେଟ୍କୁ ଧରିବାକୁ ଉଦ୍ୟମ ଜାରୀ ରଖିଛି…

Su içince mide bulantısı neden olur, Bunun açıklaması olarak ilk önce oturur
şeklindeki içilen su kıvrılarak yavaş yavaş gider.
Bu sayede bir akarsuya benzer ve suyun.
Synthia Fixx,free videos, latest updates and direct chat.
Language ; Content ; Straight; Watch Long Porn Videos for FREE.
Search. Top; A Z? This menu’s updates are based on your activity.
The data is only saved locally (on your computer) and never transferred
to us. Synthia Fixx FREE 30 GOLD 2. video views +30 videos +2.