ନବ ନିର୍ମାଣ କୃଷକ ସଂଗଠନର ଫେବ୍ରୁଆରି ୨୧ରେ ଓଡ଼ିଶା ବନ୍ଦ ନିଷ୍ପତ୍ତିକୁ ପ୍ରତ୍ୟାହାର ପାଇଁ ରାଜ୍ୟ ସରକାର ଅପିଲ କରିଛନ୍ତି। ବାର୍ଷିକ ମାଟ୍ରିକ ପରୀକ୍ଷା ଆଗାମୀ ଫେବ୍ରୁଆରି ୨୨ରୁ ଆରମ୍ଭ ହେବାକୁ ଦୃଷ୍ଟିରେ ରଖି ସରକାର ବିଜ୍ଞପ୍ତି ଜରିଆରେ ଅନୁରୋଧ କରିଛନ୍ତି।

900 0
Facebook Notice for EU! You need to login to view and post FB Comments!

Related Post

ଶଶିଭୂଷଣ ବେହେରାଙ୍କୁ କୃଷି ଏବଂ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗର ଅତିରିକ୍ତି ଦାୟିତ୍ୱ ଓ ରମେଶ ମାଝୀଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗର ଅତିରିକ୍ତ ଦାୟିତ୍ୱ

Posted by - January 6, 2019 837
ଶଶିଭୂଷଣ ବେହେରାଙ୍କୁ କୃଷି ଏବଂ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗର ଅତିରିକ୍ତି ଦାୟିତ୍ୱ ଓ ରମେଶ ମାଝୀଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ…

ବିକାଶ କାର୍ଡ ଖେଳି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ।

Posted by - February 17, 2019 0
ଭଦ୍ରକ ରାଣୀତାଲ୍‌ରେ ଆୟୋଜିତ ଦଳର ଶକ୍ତିକେନ୍ଦ୍ର ପ୍ରମୁଖ କାର୍ଯ୍ୟକର୍ତ୍ତା ସମ୍ମିଳନୀକୁ ସମ୍ବୋଧିତ କରି ଓଡ଼ିଶାରେ କାହିଁକି ବିକାଶ ହେଉନାହିଁ ବୋଲି ପ୍ରଶ୍ନ କରିଥିଲେ ରାଜନାଥ।ସ୍ଥାୟୀ ସରକାର ସତ୍ତ୍ୱେ…

There are 1 comments

Leave a comment

Your email address will not be published.