କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଣେ ଅଭ୍ୟାସଗତ ମିଛୁଆ। ପ୍ରତିଦିନ ଦୁଇ ତିନିଟା ମିଛ ନ କହିଲେ ତାଙ୍କ ଦିନ ସରେନି। ତାଙ୍କ ଉପରେ ଏଣିକି ଦୟା ଆସିଲାଣି। ଭଦ୍ରକ ରାଣୀତାଲରେ ଅନୁଷ୍ଠିତ ଦଳୀୟ କର୍ମକର୍ତ୍ତାଙ୍କୁ ଉଦବୋଧନ ଦେବା ଅବସରରରେ କେନ୍ଦ୍ରମନ୍ତ୍ରୀ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବାନେଇ ଏପରି ଜବାବ ଦେଇଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର।

1098 0

Related Post

Leave a comment

Your email address will not be published.