ଭୁବନେଶ୍ବର: ଯାତ୍ରା କଳାକାରଙ୍କୁ ଉତ୍ସାହିତ କରିବା ପାଇଁ ଓଡ଼ିଶା ଯାତ୍ରା ଲଭର୍ସ (ଓଜେଏଲ୍) ପକ୍ଷରୁ ଜୟଦେବ ଭବନରେ ଅନୁଷ୍ଠିତ ହୋଇଛି ଯାତ୍ରା କଳାକାର ସମ୍ମାନ ଉତ୍ସବ। ବିନୋଦ ରାଉତ ଶ୍ରେଷ୍ଠ ନିର୍ଦେଶକ ସମ୍ମାନ ଗ୍ରହଣ କରିଥିବା ବେଳେ ସ୍ବର୍ଗତ ହୃଷିକେଶ ଷଡ଼ଙ୍ଗୀଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ଏବଂ ଗୋବିନ୍ଦ ବାରିକଙ୍କୁ ଅନନ୍ତ ଓଝା ସ୍ମୃତି ସମ୍ମାନ ପ୍ରଦାନ କରାଯାଇଛି। ଧାମରା ପୋର୍ଟର ଉପ-ପ୍ରବନ୍ଧକ ଲଳିତ ରଥ, ବରିଷ୍ଠ ଯାତ୍ରା କଳାକାର ରାଜେନ୍ଦ୍ର ପତି, ରୋଟାରିଆନ ଜ୍ୟୋତିଷ ଚନ୍ଦ୍ର ତ୍ରିପାଠୀ ଏବଂ କଳାକାର କଲ୍ୟାଣ ସମିତିର ପ୍ରଣୟରଂଜନ ମହାନ୍ତି ଅତିଥି ଭାବେ ଯୋଗଦେଇ ଏହି ସମ୍ମାନ ପ୍ରଦାନ କରିଛନ୍ତି।
Facebook Notice for EU!
You need to login to view and post FB Comments!
Let us talk some simple techniques – you need to usually
realize that the home benefits its edge by allowing the player offer the card initially.