ଯାତ୍ରା କଳାକାର ସମ୍ମାନ, ବିନୋଦ ରାଉତ ଶ୍ରେଷ୍ଠ ନିର୍ଦେଶକ ସୁରେଶ ପଣ୍ଡା, ଅଜୟ ମିଶ୍ର ଶ୍ରେଷ୍ଠ ନାୟକ ଜୁଲି, ଲିପି ଶ୍ରେଷ୍ଠ ନାୟିକା

1071 0

ଭୁବନେଶ୍ବର: ଯାତ୍ରା କଳାକାରଙ୍କୁ ଉତ୍ସାହିତ କରିବା ପାଇଁ ଓଡ଼ିଶା ଯାତ୍ରା ଲଭର୍ସ (ଓଜେଏଲ୍‌) ପକ୍ଷରୁ ଜୟଦେବ ଭବନରେ ଅନୁଷ୍ଠିତ ହୋଇଛି ଯାତ୍ରା କଳାକାର ସମ୍ମାନ ଉତ୍ସବ। ବିନୋଦ ରାଉତ ଶ୍ରେଷ୍ଠ ନିର୍ଦେଶକ ସମ୍ମାନ ଗ୍ରହଣ କରିଥିବା ବେଳେ ସ୍ବର୍ଗତ ହୃଷିକେଶ ଷଡ଼ଙ୍ଗୀଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ଏବଂ ଗୋବିନ୍ଦ ବାରିକଙ୍କୁ ଅନନ୍ତ ଓଝା ସ୍ମୃତି ସମ୍ମାନ ପ୍ରଦାନ କରାଯାଇଛି। ଧାମରା ପୋର୍ଟର ଉପ-ପ୍ରବନ୍ଧକ ଲଳିତ ରଥ, ବରିଷ୍ଠ ଯାତ୍ରା କଳାକାର ରାଜେନ୍ଦ୍ର ପତି, ରୋଟାରିଆନ ଜ୍ୟୋତିଷ ଚନ୍ଦ୍ର ତ୍ରିପାଠୀ ଏବଂ କଳାକାର କଲ୍ୟାଣ ସମିତିର ପ୍ରଣୟରଂଜନ ମହାନ୍ତି ଅତିଥି ଭାବେ ଯୋଗଦେଇ ଏହି ସମ୍ମାନ ପ୍ରଦାନ କରିଛନ୍ତି।

Facebook Notice for EU! You need to login to view and post FB Comments!

Related Post

ଡ଼ଙ୍ଗର ପର୍ବ ଉଦଘାଟିତ

Posted by - March 30, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଓ ଜିଲ୍ଲା ସଂସ୍କୃତି ପରିଷଦ ର ମିଳିତ ସହଯୋଗ…

କଳାକାର ପରିଚୟ ପତ୍ର ବଣ୍ଟନ ଉତ୍ସବ ଅନୁଷ୍ଠିତ

Posted by - April 30, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ସମ୍ମିଳନୀ କକ୍ଷରେ କଳାକାର ପରିଚୟ ପତ୍ର ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ…

ପଶ୍ଚିମବଙ୍ଗ କାଳିଆଗଞ୍ଜ ର ନାଟ୍ୟଚକ୍ର କଳାକାରଙ୍କ କମାଲ

Posted by - December 26, 2021 0
ସୋନପୁର :(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ଅଗ୍ରଣି ନାଟ୍ୟ ଓ ନୃତ୍ୟ ଅନୁଷ୍ଠାନ ନାଟ୍ୟଚକ୍ର ପକ୍ଷରୁ ସୁଦୁର ପଶ୍ଚିମ ବଙ୍ଗ ରାଜ୍ୟର ଉତ୍ତର ଦିନାଜପୁର ଜିଲ୍ଲାର କାଲିଆଗଞ୍ଜ…

There are 1 comments

Leave a comment

Your email address will not be published.