Breaking News
7:44 amଛେଳି କୃତ୍ରିମ ପ୍ରଜନନ କାର୍ଯ୍ୟକାରୀରେ ଦେଶରେ ଓଡ଼ିଶା ପ୍ରଥମ ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ ଲକ୍ଷ୍ୟ 7:35 amଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଯାଏ ଫିଲ୍ଡ ପୋ‌ଷ୍ଟିଂ ମନା 7:32 amପଦ୍ମପୁର ଉପନିର୍ବାଚନରେ ବିଜୟୀ ପରେ ନବୀନ ନିବାସରେ ବର୍ଷା ସିଂ ବରିହା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦଳୀୟ ନେତାଙ୍କ ସହିତ ପହଞ୍ଚିଲେ ବର୍ଷା। ବର୍ଷାଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନେକ ନେତା ଉପସ୍ଥିତ 9:27 pmରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ ପଟ୍ଟନାୟକ 9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ

ଜନାର୍ଦ୍ଦନ ସାହୁଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ରକ୍ତଦାନ ଶିବିର

228 0

ବରୀ:(ସ୍ନେହଂଶୁ ଶେଖର ମହାନ୍ତି )ବରୀ ବ୍ଲକ ସ୍ଥିତ ସନ୍ଥନ ମହାବିଦ୍ୟାଳୟ ବାଲିଆପାଳ ଠାରେ ଗୀତାବାଣୀ ପ୍ରଚାର ସମିତିର ଅଧ୍ୟକ୍ଷ ସ୍ୱର୍ଗତ ଜନାର୍ଦ୍ଦନ ସାହୁଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ବରୀ ଥାନା ଅଧିକାରୀ ଅଜୟ କୁମାର ଜେନା, ସନ୍ଥନ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଜୟ କୁମାର ଦାସ, ସିଏସି ଅଲ ଓଡ଼ିଶା ମୁଖ୍ୟ ଦେବୀଦତ ମହାନ୍ତି, ସିଏସ୍‌ସି ଯାଜପୁର ଜିଲ୍ଲା ମୁଖ୍ୟ ସୌମ୍ୟ ରଂଜନ ଦାସ ଉଦ୍‌ଘାଟନ କରିଥିଲେ ।

ଏଥିରେ ୭୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଅନୁଷ୍ଠାନର ସମ୍ପାଦିକା ଅନ୍ନପୂର୍ଣ୍ଣା ସାହୁ, ଅପୂର୍ବ ରଂଜନ ସାହୁ, ଅମୂଲ୍ୟ ରଂଜନ ସାହୁ, ପ୍ରିୟ ନାଥ ନାୟକ, ଅନିତା ନାୟକ, ମାନସୀ ସାହୁ, ସିଦ୍ଧାର୍ଥ ସାହୁ, ସୋନାଲିସା ରାଉତ, ସତ୍ୟରଂଜନ କର, ନିରଂଜନ ଦାସ, ସୁବ୍ରତ ଜେନା, ସୁମିତ୍ରା ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Related Post

ଧର୍ମପରାୟଣ ବୃଦ୍ଧ ଙ୍କ ପରଲୋକ

Posted by - November 30, 2022 0
ଖପ୍ରାଖୋଲ: ୩୦/୧୧ (ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ସ୍ଥାନୀୟର ଧର୍ମପରାୟଣ ବୃଦ୍ଧ ମୁରଲୀଧର ଦାସ ଙ୍କ ବୁଧବାର ଦିନ ପରଲୋକ ହୋଇଯାଇଛି । ତାଙ୍କୁ ମୃତ୍ୟୁ…

ରାୟଗଡା ICICI ବ୍ୟାଙ୍କ ଅନୁଦାନରେ ଛତୁ ମଞ୍ଜି ଉତ୍ପାଦନ କେନ୍ଦ୍ର ଜିଲ୍ଲାପାଳଙ୍କ ଦ୍ୱାରା ଉଦଘାଟନ

Posted by - July 30, 2022 0
ରାୟଗଡା :(ଅଞ୍ଜନ କୁମାର ନାଏକ ) କାଶୀପୁର ବ୍ଲକ ଖୁରିଗାଁ ଠାରେ ICICI ବ୍ୟାଙ୍କ, ICICI Foundation ର ଆର୍ଥିକ ସହାୟତାରେ ସ୍ଥାପିତ ଛତୁ ମଞ୍ଜି ଉତ୍ପାଦନ…

ଶେଷ ଦିବସରେ ହରଭଙ୍ଗା ବ୍ଲକରେ ୩୨୨ଟି ନାମାଙ୍କନପତ୍ର ଦାଖଲ

Posted by - January 21, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଈଁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିବସରେ ୩୨୨ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଥିବା ନେଇ ବ୍ଲକ କାର୍ଯ୍ୟାଳୟ…

ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ସାଧାରଣ ବୈଠକ

Posted by - June 6, 2022 0
ମୁନିଗୁଡା:(ରାମାକାନ୍ତ ପୋଡାଲ) ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଶିବପଦର ପଞ୍ଚାୟତ ହାଟଦହିଖାଲ ଗ୍ରାମ ଶିବ ମନ୍ଦିର ପରିସରରେ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଏକ ସାଧାରଣ ବୈଠକ…