ଜନାର୍ଦ୍ଦନ ସାହୁଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ରକ୍ତଦାନ ଶିବିର

306 0

ବରୀ:(ସ୍ନେହଂଶୁ ଶେଖର ମହାନ୍ତି )ବରୀ ବ୍ଲକ ସ୍ଥିତ ସନ୍ଥନ ମହାବିଦ୍ୟାଳୟ ବାଲିଆପାଳ ଠାରେ ଗୀତାବାଣୀ ପ୍ରଚାର ସମିତିର ଅଧ୍ୟକ୍ଷ ସ୍ୱର୍ଗତ ଜନାର୍ଦ୍ଦନ ସାହୁଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ବରୀ ଥାନା ଅଧିକାରୀ ଅଜୟ କୁମାର ଜେନା, ସନ୍ଥନ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଜୟ କୁମାର ଦାସ, ସିଏସି ଅଲ ଓଡ଼ିଶା ମୁଖ୍ୟ ଦେବୀଦତ ମହାନ୍ତି, ସିଏସ୍‌ସି ଯାଜପୁର ଜିଲ୍ଲା ମୁଖ୍ୟ ସୌମ୍ୟ ରଂଜନ ଦାସ ଉଦ୍‌ଘାଟନ କରିଥିଲେ ।

ଏଥିରେ ୭୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଅନୁଷ୍ଠାନର ସମ୍ପାଦିକା ଅନ୍ନପୂର୍ଣ୍ଣା ସାହୁ, ଅପୂର୍ବ ରଂଜନ ସାହୁ, ଅମୂଲ୍ୟ ରଂଜନ ସାହୁ, ପ୍ରିୟ ନାଥ ନାୟକ, ଅନିତା ନାୟକ, ମାନସୀ ସାହୁ, ସିଦ୍ଧାର୍ଥ ସାହୁ, ସୋନାଲିସା ରାଉତ, ସତ୍ୟରଂଜନ କର, ନିରଂଜନ ଦାସ, ସୁବ୍ରତ ଜେନା, ସୁମିତ୍ରା ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Related Post

ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ରେ ଆୱାରନେସ କାର୍ଯ୍ୟକ୍ରମ

Posted by - March 14, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କୁ A,, B, C ଆୱାରନେସ, ବିଲଙ୍ଗିଙ୍ଗନେସ, ଏବଂ କମିଟମେଣ୍ଟ -ସଚେତନତା, ନିଜତ୍ୱ ଭାବ, ବଚନବଦ୍ଧ ହେବା…

ରାୟଗଡ଼ାରେ ଡିଜେଲ ଓ ପେଟ୍ରୋଲ ଅଭାବି ଦୁରହେବ – ଉପଜିଲ୍ଲାପାଳ

Posted by - May 18, 2023 0
ମୁନିଗୁଡା :(ରମାକାନ୍ତ ପୋଡାଲ )ରାୟଗଡ଼ାରେ ଡିଜେଲ ଓ ପେଟ୍ରୋଲ ଭଳି ଜରୁରୀ ଦ୍ରବ୍ୟର ଅଭାବି ଦୂର କରିବା ନିମନ୍ତେ ଉପଜିଲ୍ଲାପାଳ, ରାୟଗଡ଼ାଙ୍କ କାର୍ଯ୍ୟାଳୟ କକ୍ଷରେ ଏକ ଜରୁରୀ…

ଗୀତା ଜାଗରଣ ପରିଷଦର ବାର୍ଷିକ ଉତ୍ସବ ପାଳିତ

Posted by - August 24, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଗୀତା ଜାଗରଣ ପରିଷଦ ପକ୍ଷରୁ ଗହ୍ମାପୂର୍ଣ୍ଣିମା ଅବସରରେ ବାର୍ଷିକ ଉତ୍ସବ ପାଳିତ…

ସୁବର୍ଣ୍ଣପୁର ଜିଲ୍ଲା ଗାଁସାଥୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

Posted by - September 5, 2021 0
ସୋନପୁର:(ଅଜିତ୍ କୁମାର ପୁଝାରୀ)ମନରେଗାରେ କାର୍ଯ୍ୟରତ ଗାଁ ସାଥୀ(ମେଟ)ଙ୍କ ପ୍ରତି ଅବିଚାର ପ୍ରତିବାଦରେ ସୁବର୍ଣ୍ଣପୁର ଜିଲ୍ଲା ଗାଁସାଥୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି I…

ପାତାଳୀ ମହୋତ୍ସବ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ

Posted by - January 13, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷପାଇଁ ପାତାଳୀ ମହୋତ୍ସବ ର ଏକ ପ୍ରସ୍ତୁତି ବୈଠକ…