Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହ ମନ୍ତ୍ରୀ ଅମିତ ସାହା ଙ୍କ କୁଶପୁତଳିକା ଦାହ

238 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)କେନ୍ଦ୍ରସରକାରଙ୍କ ତୃଟିପୂର୍ଣ୍ଣ କୃଷି ବିଲ ପ୍ରତିବାଦରେ ସାରା ଦେଶରେ ଚାଷୀ ଆନ୍ଦୋଳନ ଜାରି ରହିଥିବା ବେଳେ ଯାଜପୁରରେ ଏହାର ପ୍ରତିବାଦ କରିଛି ନବ ନିର୍ମାଣ କୃଷକ ସଂଗଠନ । ସଂଗଠନର ସଦସ୍ୟ ମାନେ ଯାଜପୁର ସହର ପରିକ୍ରମା କରି ତୁରନ୍ତ କୃଷି ବିଲ ପ୍ରତ୍ୟାହାର କରି ଦାବୀ କରିଥିଲେ । ଏହି ବିଲ ଆସିବା ପଂଳରେ ଚାଷୀ ମାନେ ବିଶେଷ ଭାବରେ କ୍ଷତିଗ୍ରସ୍ତ ହେବେ । ସାରା ଦେଶରେ ଏହି ବିଲ ବିରୋଧ ଜାରି ରହିଛି ।

ସଂଗଠନ ପକ୍ଷରୁ ଗାନ୍ଧୀଛକ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହ ମନ୍ତ୍ରୀ ଅମିତ ସାହା ଙ୍କ କୁଶପୁତଳିକା ଦାହ କରାଯାଇଥିଲା । କୃଷି ବିଲ ପ୍ରତ୍ୟାହୃତ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ । ଆସନ୍ତା ୮ ତାରିଖରେ ସାରା ଦେଶରେ ବନ୍ଦ ପାଳନ ପାଇଁ ଡାକରା ଦିଆଯାଇଥିବା ବେଳେ ଏହି ବନ୍ଦ ପାଳନକୁ ସମର୍ଥନ ଜଣାଇଛି ନବନିର୍ମାଣ କୃଷକ ସଗଂଠନ 

Related Post

ଜୁନାଗଡରେ ଜମି ମାଫିଆ ମାଳାମାଳ, ସନ୍ଦେହରେ ତହସିଲ କର୍ମଚାରୀ, ଉତରାଧିକାରୀଙ୍କ ଅଗୋଚରରେ ଜମି ବିକ୍ରୀ ଅଭିଯୋଗ

Posted by - April 13, 2022 0
କଳାହାଣ୍ଡି :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ରେ ଜମି ମାଫିଆଙ୍କ ଆଧିପତ୍ୟ ବଢ଼ିବାରେ ଲାଗିଛି। ଭବାନୀପାଟଣା ପରେ ବର୍ତ୍ତମାନ ଜୁନାଗଡ ରେ ଚାଲିଛି…

ଠିକାଦାରଙ୍କ ଦାୟିତ୍ଵହୀନତା ପାଇଁ ଭୂତଳପୋଲ ନିର୍ମାଣଧୀନ ଗାତରେ ପଡି ଲୋକେ ଦୁର୍ଘଟଣାର ସମ୍ମୁଖୀନ

Posted by - May 6, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ସହରର ଲାଇଫ ଲାଇନ ହେଉଛି ଠିକାଦାର ପଡ଼ା ଠାରୁ ଝାଙ୍କର ପଡ଼ା ଯିବା ଭୂତଳ ପୋଲ ରାସ୍ତା, ବର୍ଷକୁ କେତେ ଥର…

ଯାଜପୁରରୁ ଜବତ ହେଲା ୧୩ ଲକ୍ଷ ୧୭ ହଜାର ୫୦୦ ଟଙ୍କାର ନକଲି ନୋଟ

Posted by - January 2, 2022 0
ଯାଜପୁର ଟାଉନ: ଯାଜପୁରରେ ଛପା ହୋଇ ହାଇଦ୍ରାବାଦ ଓ ବିଶାଖାପାଟଣା ଯାଉଥିଲା ନକଲି ନୋଟ | ଏଭଳି ନକଲି ନୋଟ ପ୍ରସ୍ତୁତ କରୁଥିବା ଜଣେ ବ୍ୟକ୍ତିଙ୍କୁ ଆଜି…

ନିଜାମୁଦ୍ଦିନ୍‌ ଧର୍ମସଭାରେ ଓଡ଼ିଶାରୁ ୧୫ଜଣ,ଯାଜପୁର ଜିଲାର ଜଣେ ଚିହ୍ନଟ

Posted by - April 1, 2020 0
ଭୁବନେଶ୍ୱର:ନୂଆଦିଲ୍ଲୀର ନିଜାମୁଦ୍ଦିନ୍‌ଠାରେ ହୋଇଥିବା ମୁସଲମାନ୍‌ଙ୍କ ଧର୍ମସଭାରେ ଓଡ଼ିଶାରୁ ୧୫ଜଣ ଯୋଗଦେଇଥିତ୍ବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି। ତେବେ ପ୍ରକୃତପକ୍ଷେ ଓଡ଼ିଶାରୁ କେତେଜଣ ଯାଇଥିଲେ ତାହା ସରକାରଙ୍କ ପକ୍ଷରୁ…

ରାୟଗଡା ଜିଲ୍ଲା ସାମ୍ବାଦିକ ମାନଙ୍କୁ ଜିଲ୍ଲାପାଳଙ୍କ ଦ୍ୱାରା ଅପମାନ, ଜିଲ୍ଲାପାଳଙ୍କ ବିରୋଧରେ ନାରାବାଜି

Posted by - May 25, 2022 0
ରାୟଗଡ଼ା:(ଅଞ୍ଜନ କୁମାର ନାଏକ ) ୭୫ତମ ଜିଲ୍ଲା ପରିଷଦ ବୈଠକରେ ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡ଼ିଆରଡ଼ିଏ) ରାୟଗଡା ଠାରେ ଅନୁଷ୍ଠିତ ହେବାକୁ ଥିବାବେଳେ ଉକ୍ତ…