ବାଲ୍ୟ ବିବାହ ଆଇନ ସଂପର୍କରେ ଏକ କର୍ମଶାଳା

294 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବାଲ୍ୟ ବିବାହ ଆଇନ ସଂପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲା ଶିଶୁ ସୁରକ୍ଷା ୟୁନିଟ୍  ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର କର୍ମଶାଳାରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟ ମନ୍ଦାକିନି କର,ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟ ଦିବ୍ୟା ଶାସ୍ୱତୀ ଏବଂ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ପରାମର୍ଶ ଦାତା ଘାଷିରାମ ପଣ୍ଡା ପ୍ରମୁଖ ଯୋଗ ଦେଇ ବାଲ୍ୟ ବିବାହ ସମାଜର ଏକ ବ୍ୟାଧି ବୋଲି କହିଥିଲେ । ଏଥିପାଇଁ ସ୍ୱତନ୍ତ୍ର ଆଇନ ମଧ୍ୟ ରହିଛି । ତେଣୁ ଏଭଳି ଆଇନକୁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ।

ବିଶେଷକରି ଆଦିବାସୀ ଅଂଚଳରେ ଏହି ବାଲ୍ୟ ବିବାହ ହେଉଥିବାରୁ ଏହି ଅଚଂଳରେ ଅଧିକ ମାତ୍ରାରେ ସଚେତନତା କାର୍ଯ୍ୟକ୍ରମ କରାଯିବା ଆବଶ୍ୟକ ବୋଲି ମତପ୍ରକାଶ ପାଇଥିଲା । ଏହି କର୍ମଶାଳା ଜିଲା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର,ସିଡିପିଓ ,ଜିଲା ଲୋକସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅବସରରେ ଏକ ପତ୍ରିକା ଉନ୍ମୋଚିତ ହେବା ସହିତ ବାଲ୍ୟ ବିବାହ କ୍ଷେତ୍ରରେ କାର୍ଯ୍ୟକରୁଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Related Post

ଭିଜିଲାନ୍ସ ଜାଲରେ ସିନ୍ଧେକେଲା ଫରେଷ୍ଟର

Posted by - May 11, 2022 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବନାଞ୍ଚଳ ଅଧିନସ୍ଥ ସିନ୍ଧେକେଲା ସେକ୍ସନ ର ଫରେଷ୍ଟର ହରିହର ସ୍ୱାଇଁ  ଭିଜିଲାନ୍ସ ଜ।ଲରେ ଧାରା ପଡିଥିବା ଜଣାପଡିଛି। ସିନ୍ଧେକେଲା ଥାନା…

ନାବାଳିକା କୁ ଦୁଷ୍କର୍ମ ପରେ ବିଷ ପିଆଇ ହତ୍ୟା ଘଟଣା,ପୀଡ଼ିତା ଙ୍କ ଗୃହ କୁ ଗଲେ ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟ

Posted by - December 4, 2020 0
ନୀଳଗିରି:(ସୌମ୍ୟା ସାଇ ବାରିକ୍)ସାରା ରାଜ୍ୟ ରେ ” ପରୀ ” ହତ୍ୟା ଘଟଣା ର ଝର ଦିନ କୁ ଦିନ ଉଗ୍ର ହେବାକୁ ଲାଗିଚି । ବିଧାନ…

ପଦ୍ମଶ୍ରୀ ନନ୍ଦ ସାର କରୋନା ସଂକ୍ରମିତ

Posted by - November 30, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ପଦ୍ମଶ୍ରୀ ନନ୍ଦ ସାର କରନା ସଂକ୍ରମିତ ହୋଇଥିବା ଜଣା ପଡ଼ିଛି।ତାଙ୍କୁ ଯାଜପୁର ଜିଲ୍ଲା ଡାକ୍ତର ଖାନା ରୁ କଳିଂଗ ନଗର ଟାଟା ଡାକ୍ତର ଖାନା…

ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗକୁ ବିଜେଡିର ସମର୍ଥନ

Posted by - August 5, 2019 0
ଭୁବନେଶ୍ୱର: ଜମ୍ମୁ ଓ କଶ୍ମୀରକୁ ସ୍ୱତନ୍ତ୍ର ପାହ୍ୟାର ମାନ୍ୟତା ଦେଉଥିବା ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାର ଆଜି ଐତିହାସିକ ନିଷ୍ପତ୍ତି ନେଇଛନ୍ତି।ଧାରା…