ଭୋଟର ମାନଙ୍କୁ ସଚେତନ ଉଦ୍ଧେଶ୍ୟରେ ଭୋଟର ସଚେତନତା ରଥ

249 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲାର ଭୋଟର ମାନଙ୍କୁ ସଚେତନ କରିବା ଉଦ୍ଧେଶ୍ୟରେ ଆରମ୍ଭ ହୋଇଛି ଭୋଟର ସଚେତନତା ରଥ । ରଥ ଜିଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ସଂପୁର୍ଣ୍ଣ ଜିଲା ପରିକ୍ରମା କରିବ । ଅତିରିକ୍ତ ଜିଲପାଳ ମିହିର ପ୍ରସାଦ ମହାନ୍ତି ପତାକା ହଲାଇ ଏହି ରଥର ଶୁଭାରମ୍ଭ କରିଛନ୍ତି ।

ଭୋଟର ତାଲିକା ସଂଶୋଧନ,ନିଜ ଭୋଟ ଗ୍ରହଣ କେନ୍ଦ୍ର ସଂପର୍କରେ ସଠିକ୍ ତଥ୍ୟ ପ୍ରଦାନ କରିବା ଲକ୍ଷ୍ୟରେ ଏହି ରଥ ପରିକ୍ରମା କରୁଛି ।ଏହି ଉଦଘାଟନ କାର୍ଯ୍ୟକ୍ରମରେ ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ,ଡେପୁଟି କଲେକ୍ଟର ପ୍ରଜ୍ଞା ହୋତା ପ୍ରମୁଖ ଉପସ୍ଥିତ ଥିଲେ ।

Related Post

କଣ୍ଟାମାଳ ବ୍ଲକ ସାମ୍ବାଦିକ ସଂଘର ୫ମ ବାର୍ଷିକୋତ୍ସବ : ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦର୍ଶକ ମନ୍ତ୍ରମୁଗ୍ଧ

Posted by - December 28, 2021 0
ବୌଦ୍ଧ(ଚିତ୍ତରଞ୍ଜନ ସିଂ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସାମ୍ବାଦିକ ସଂଘ(କବ୍ଜା) ପକ୍ଷରୁ ରବିବାର ସାମ୍ବାଦିକ ଭବନ ଠାରେ ସଂଘର ପଞ୍ଚମ ପ୍ରତିଷ୍ଠା ତଥା ବାର୍ଷିକ ଉତ୍ସବ ପାଳିତ…

ହରିଣକୁ କେନାଲ ପାଣିରୁ ଉଦ୍ଧାର କଲେ ଗ୍ରାମବାସୀ

Posted by - April 20, 2022 0
ସୋନପୁର:(ଅଜିତ କୁମାର ପୁଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ନିକଟସ୍ଥ ରେଡେମ କେନାଲ ପାଣି ଭିତରେ ଏକ ହରିଣ ଭାସିଯାଉ ଥିବାର ଦେଖିବାକୁ ମିଳିଥିଲା l…

ଯାଜପୁର ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ୭୦ ତମ ସମ୍ବିଧାନ ଦିବସ ଓ ଆଇନ ଦିବସ ଜିଲା କୋର୍ଟ ପରିସରରେ ଅନୁଷ୍ଠିତ

Posted by - November 26, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ୭୦ ତମ ସମ୍ବିଧାନ ଦିବସ ଓ ଆଇନ ଦିବସ ଜିଲା କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି…

୨ ଲକ୍ଷ ୮୦ ହଜାର ମୂଲ୍ୟର ୯୬ ହଜାର କେଣ୍ଡା ଧାନ ନଡ଼ା ପୋଡ଼ିଦେଲେ ଦୁର୍ବୃତ୍ତ

Posted by - March 3, 2022 0
ପାଟଣାଗଡ଼:(ତାପସ ରଞ୍ଜନ ବେହେରା ) ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ଥାନା ଅନ୍ତର୍ଗତ କନଗାଁ ର ସଞ୍ଜୀବ ବେହେରା ଙ୍କ କେନ୍ଦୁଲିଫ ରେ ଫଡ଼ି ଘର ଛାତ ନିର୍ମାଣ…