ପୌରପାଳିକା ପକ୍ଷରୁ ପରିମଳ ଓ ବର୍ଯ୍ୟ ବସ୍ତୁ ପରିଚାଳନା ନିମନ୍ତେ ଏକ ପ୍ରଶିକ୍ଷଣ ବୈଠକ

262 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )

ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ପୌରପାଳିକା ପକ୍ଷରୁ ପରିମଳ ଓ ବର୍ଯ୍ୟ ବସ୍ତୁ ପରିଚାଳନା ନିମନ୍ତେ ଏକ ପ୍ରଶିକ୍ଷଣ ବୈଠକ ଅନୁଷ୍ଠିତ ହୋଇଯାଇଚ୍ôଥି ।ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଳ୍‌ାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍‌୍ଳିକ ଯୋଗଦେଇ ଯାଜପୁର ସହରକୁ ଅଧିକ ସ୍ୱଚ୍ଚ୍ଥ  ଓ ସୁସ୍ଥ କରିବା ପାଇଁ ବର୍ତ୍ତମାନ ସମୟ ଆସିଚ୍ଥି ଓ ଏଥିପାଇଁ ଆଜିର ଦିନରେ ସମସ୍ତେ ଶପଥ ନେବାକୁ ଶ୍ରୀ ମଲ୍ଲିକ ଆହ୍ୱାନ ଦେଇଥିଲେ ।

ସପେଂଇ କର୍ମଚାରୀ ଓ ସ୍ୱଚ୍ଚ୍ଥ ସାଥୀମାନେ ଘରକୁ ଘର ବୁଲି ଆବର୍ଜନା ସଂଗ୍ରହ କରିବା ପରେ ସୁବ୍ୟବସ୍ଥିତ ଓ ଊନ୍ନତତ୍ତ ଜ୍ଞାନ କୈାଶଳ ମାଧ୍ୟମରେ ପୈାର ସଂସ୍ଥା ତରପଂରୁ ସେଗୁଡିକରୁ ଖତ ପ୍ରସ୍ତୁତି କରି ବିକ୍ରି କରାଯିବ ।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ସଚିନ ପାୱାର, ଅତିରିକ୍ତ ନିର୍ବାହୀ ଅଧିକାରୀ ଅଜୟ କୁମାର ମହାନ୍ତି ମୁନିସିପାଲିଟିର ସ୍ୱାସ୍ଥ୍ୟ ଅଧିକାରୀ ପ୍ରଦୀପ କୁମାର ଖୁଣ୍ଟିଆ, ଓ.ଏସ୍‌.ଡି. ସୁଦର୍ଶନ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ସପେଂଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ ଏକ ସଚ୍ଚେତନତା ରଥ ଉଦଘାଟନ କରାଯାଇଥିଲା ।

Related Post

ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବୌଦ୍ଧ ସଂଗ୍ରହାଳୟ ପରିଦର୍ଶନ

Posted by - September 29, 2021 0
ବୌଦ୍ଧ :(ଚିତ୍ତ ରଂଜନ ସିଂ)ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବୌଦ୍ଧ ଗସ୍ତରେ ଆସି ଜିଲ୍ଲା ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି l ଶ୍ରୀ ପଟ୍ଟନାୟକ ଆଜି ସକାଳ 8.30…

ଚଳିତ ସ୍ୱାଧୀନତା ଦିବସକୁ ସରକାରୀ ମାର୍ଗଦର୍ଶିକା ଆଧାରରେ ପାଳନ କରାଯିବ: ଯାଜପୁର ଜିଲ୍ଲାପାଳ

Posted by - August 7, 2020 0
ଯାଜପୁର ଅଫିସ: ତା ୬ା୮ : ସ୍ୱାଧୀନତା ଦିବସ ଦେଶ ଓ ଜାତି ପାଇଁ ଏକ ଗୈାରବର ପ୍ରତୀକ । ଏହାକୁ ପ୍ରତ୍ୟେକ ବର୍ଷ ଅତ୍ୟନ୍ତ ଆନନ୍ଦ…

୪୦୦ତମ ଦିବସରେ କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ।

Posted by - April 29, 2021 0
ଯାଜପୁର:ଯାଜପୁର ଜିଲ୍ଲାର ବାବଲପୁରସ୍ଥିତ ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଗତ ୨୦୨୦ମସିହା ମାର୍ଚ୍ଚ ୨୨ତାରିଖରୁ ଦେଶର ବିଭିନ୍ନ ଶାଖା ମାଧ୍ୟମରେ ନିରବଚ୍ଛିନ୍ନ…

ଟିଟିଲାଗଡ ସତ୍ୟସାଇ ସେବା ସମିତି ପକ୍ଷରୁ ଖୋଲାନ ଭଜନମଣ୍ଡଳୀ ପରିସରରେ ରକ୍ତଦାନ ଶିବିର

Posted by - November 19, 2021 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ସତ୍ୟସାଇ ସେବା ସମିତି ଅନ୍ତର୍ଗତ ଖୋଲାନ ଭଜନ ମଣ୍ଡଳୀ ପରିସରରେ ସତ୍ୟ ସାଇବାବାଙ୍କ ୯୬ ତମ ଜୟନ୍ତୀ ଉପଲକ୍ଷେ ଏକ ରକ୍ତ ଦାନ…

ଯାଜପୁର ଜିଲା ସଦର ମହକୁମା ଡାକ୍ତରଖାନାରେ ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ

Posted by - December 19, 2019 0
ଯାଜପୁର 🙁 ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲା ସଦର ମହକୁମା ଡାକ୍ତରଖାନାରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ । ଦାନଗଦୀ ବ୍ଲକ ନିଉ ସିଆରିଆ ଗ୍ରାମର…