ଯାଜପୁର ଜିଲାସ୍କୁଲ ପରିସରରେ କାଳିଦାସଙ୍କ ଜୟନ୍ତୀ ପାଳିତ ।

577 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )

ଯାଜପୁର ଜିଲାସ୍କୁଲ ପରିସରରେ କୋଭିଡ ନିୟମ ପାଳନ କରି କାଳିଦାସ ଙ୍କ ଜୟନ୍ତୀ ପାଳିତ ହୋଇଯାଇଛି ,ଯାଜପୁର ଜିଲା ମାଧ୍ୟମିକ ସଂସ୍କୃତ ଶିକ୍ଷକ ସଂଘ ପକ୍ଷରୁ ଅନୁଷ୍ଠିତ ଉତ୍ସବରେ ପଣ୍ଡିତ ଭୁପତି ଭୁଷଣ ମିଶ୍ର ଏବଂ ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଯୋଗ ଦେଇ କାଳିଦାସଙ୍କ ପାଣ୍ଡିତ୍ୟ ସଂପର୍କରେ ଆଲୋକପାତ କରିଥିଲେ । ସଂସ୍କୃତ ଭାଷାରେ ରହିଥିବା ଦକ୍ଷତାକୁ ଉପସ୍ଥିତ ଅତିଥି ମାନେ ପ୍ରଶଂସା କରିଥିଲେ ।

Related Post

ମହାନଦୀ ଘାଟରୁ ବାଲି ଚାଲାଣ,୩ ଟ୍ରାକ୍ଟର ଜବତ,୩୦ହଜାର ଜୋରିମାନା

Posted by - June 21, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ହରଭଙ୍ଗା ମହାନଦୀ ଘାଟରୁ ବେଆଇନ ଭାବେ ବିନା ଚାଲାଣ ରେ ବାଲି ଚାଲଣ ହେଉଥିବାରୁ ଅଭିଯୋଗ ହେଉଥିଲା। ଆଜି ସକାଳୁ ମହାନଦୀ ଘାଟରୁ ୩ଟି…

କରୋନା ସଚେତନତା ପଦଯାତ୍ରା

Posted by - October 13, 2020 0
ଯାଜପୁର: ବିଜୁ ଜନତା ଦଳ ପକ୍ଷରୁ ଯାଜପୁର ପୌରପାଳିକାରେ କରୋନା ସଚେତନତା ପଦଯାତ୍ରା ଆରମ୍ଭ ହୋଇଛି ପୂର୍ବତନ ପୌରାଧକ୍ଷ ଭବ ପ୍ରସାଦ ଦାସ ଗାନ୍ଧୀ ଛକରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଏହି ସଚେତନତା ପଦଯାତ୍ରାର ଶୁଭାରମ୍ଭ କରିଥିଲେଯାଜପୁର ପୌରପାଳିକାର ଘରଘର ବୁଲି କରୋନା ସମ୍ପର୍କରେ ଲୋକଙ୍କୁ ସଚେତନତା କରି ସହରରୁ କରୋନା ସଂକ୍ରମଣକୁ ଲୋପ କରିବା ଏହି ପଦଯାତ୍ରାର ମୂଳ ଲକ୍ଷ୍ୟ । ଏହି ଅବସରରେ ଲୋକମାନଙ୍କୁ ମାସ୍କ ଏବଂ ସାନିଟାଇଜର ମଧ୍ୟ ବଣ୍ଟନ କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ପୌରପାଳିକାର ବରିଷ୍ଠ ବିଜେଡି ନେତା ମାନେ ସାମିଲ ହୋଇ ଓ୍ୟାର୍ଡ ସ୍ତରୀୟ କମିଟି ଗଠନ କରି ଜନସାଧାରଣଙ୍କୁ ସଚେତନ କରିଛନ୍ତି ।

ଏମ୍ ରାମପୁର ବ୍ଲକ ରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ

Posted by - June 14, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଏମ୍ ରାମପୁର ବି ଡି ଓ ଙ୍କ ସମ୍ମିଳନୀ କକ୍ଷରେ କଳାହାଣ୍ଡି ଜିଲ୍ଲାପାଳ ଡ଼…

ପରମ୍ପରା ଓ ବିଧି ଅନୁଯାୟୀ ମହାପ୍ରଭୁ ବୁଢାରାଜାଙ୍କ ଦଶରା ପର୍ବ ଅନୁଷ୍ଠିତ

Posted by - October 17, 2022 0
ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସୀମାନ୍ତ କୋକସରା ବ୍ଲକ ଆମପାଣି ଘାଟି ମୁଣ୍ଡରେ ପୂଜା ପାଉଥିବା…

ବରୀ ପ୍ରଶାସନ ତରଫରୁ ମୟୂରଭଞ୍ଜ ଜିଲ୍ଲାର ୫ ଜଣ ଶ୍ରମିକଙ୍କୁ ଉଦ୍ଧାର

Posted by - April 5, 2020 219
ବରୀ :(ସ୍ନେହାଂଶୁ ଶେଖର ମହାନ୍ତି)ଆଜି ବରୀ ପ୍ରଶାସନ ତରଫରୁ ମୟୂରଭଞ୍ଜ ଜିଲ୍ଲାର ୫ ଜଣ ଶ୍ରମିକଙ୍କୁ ଉଦ୍ଧାର କରି ସ୍ଥାନୀୟ ରମ୍ପା ସରପଞ୍ଚଙ୍କ ବିଜୟ କିଶୋର ସାହାଣୀ…