ଜନ୍ମର ୩ ବର୍ଷରେ ପୋଲିଓ ରୋଗ,ଦୁନିଆ କ’ଣ ଜାଣିବା ଆଗରୁ ଗୋଡ଼ ଓ ହାତର ଯନ୍ତ୍ରଣା ବୋଝ

271 0

ଯାଜପୁର ଅଫିସ :ଅସହ୍ୟ ଯନ୍ତ୍ରଣାରେ ଛଟପଟ ସୋଭାଗ୍ୟ । ଦୁନିଆ କ’ଣ ଜାଣିବା ଆଗରୁ ଗୋଡ଼ ଓ ହାତର ଯନ୍ତ୍ରଣାବୋଝ । ଖେଳକୁଦ ବୟସରେ ଶଯ୍ୟାରେ ପଡ଼ି ବଞ୍ଚିବାର ରାହା ଖୋଜୁଛି ସୋଭାଗ୍ୟ । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ବିଝାଂରପୁର ବ୍ଳକ ଜରି ପଚାଂୟତ ୱାଡ଼ ନମ୍ବର-୧୮ ର ଶଙ୍କଷନ ବାରିଙ୍କ ଙ୍କ ପୁଅ ସୋଭାଗ୍ୟ ବାରିକ । ଜନ୍ମର ୩ ବର୍ଷ ପରେ ପୋଲିଓ ରୋଗରେ ଆକ୍ରାନ୍ତ ହୋଇ ବିତାଉଛି ଅଭିଷପ୍ତ ଜିବନ ।

୧୩ ବର୍ଷର ସୋଭାଗ୍ୟ ପୋଲିଓ ରୋଗରେ ଆକ୍ରାନ୍ତ ହୋଇ ବାପା ମାଙ୍କ ଚିନ୍ତା ବଢାଇଛି । ସ୍କୁଲ ଯିବା ବୟସରେ ସେ ଘରେ ରହି ପାଠ ପଢୃଛି । ମତେ ଭଲକରିଦଅ ମୁଁ ଖେଳିବି ପାଠପଢିବି ବୋଲି ସେ ସରକାରଙ୍କୁ ନିବେଦନ କରୁଛି । ସୋଭାଗ୍ୟ ଗରିବ ପରିବରରେ ଜନ୍ମହୋଇଥିବାରୁ ଅର୍ଥସାଜିଛି ବାଧକ । ଦିନମଝୁରିଆ କାର୍ଯ୍ୟକରୁଥିବା ଶଙ୍କଷଣ ଯାହା ରୋଜଗାର କରନ୍ତି ପରିବାର ଚଳିବା କଷ୍ଠକର ତେଣୁ ପୁଅକୁ ଉତମ ଚିକିତ୍ସା କରାଇପାରୁନାହାନ୍ତି । ସରକାର ଦିବ୍ୟାକଙ୍କ ପାଇଁ ଅନେକ ଯୋଜନା କରୁଥିବା ବେଳେ ସୋଭାଗ୍ୟ ପାଇଁ କେବଳ ୫ଶହ ଟଙ୍କା ସିମିତ ସରକାରୀ ଯୋଜନା ।

ପୁଅ ବଡ଼ହେବ ପାଠପଢୀ ଚାକିରୀ କରିବ ସ୍ୱପ୍ନଦେଖିଥିବା ବାପା ମା ଚିନ୍ତାରେ ଏବେ ଘୃମୁରି ଘୃମୁରି କାନ୍ଦୁଛନ୍ତି । ଅର୍ଥଅଭାବରୁ ଉତମ ଚିକିତ୍ସା ପାଇପାରୁନଥିବା ସୋଭାଗ୍ୟ ବିଛଣାରରେ ପଡ଼ିରହୁଛି । ସୋଗାଗ୍ୟା ଚିକିତ୍ସା ପାଇଁ ବାପା’ ପାଖରେ ନା ଅଛି ଅର୍ଥ, ନା ସାମର୍ଥ୍ୟ । ଏ୍‌ଥିପ୍ରତି ସରକାର ସ୍ୱତନ୍ତ୍ର ଦୃଷ୍ଠିଦେଇ ସରକାରୀ ସହାୟତା ଯୋଗାଇଦେବେକୁ ସାଧାରଣରେ ଦାବିହୋଇଛି l

Related Post

କୋଶଳ ପ୍ରଦେଶ ଦାବୀ ରେ କଳାହାଣ୍ଡି ବନ୍ଦ, ଜନଜୀବନ ପ୍ରଭାବିତ

Posted by - September 7, 2022 0
ଭବାନୀପାଟଣା:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ସ୍ୱତନ୍ତ୍ର କୋଶଳ ପ୍ରଦେଶ ଦାବୀ ରେ କୋଶଲ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା…

ଭୁବନେଶ୍ୱର ମୁନ୍ସିପାଲ ଅଫିସ ରେ ଡେଥ୍ ସାର୍ଟିଫିକେଟ ପାଇଁ ଦଲାଲ ଙ୍କ ରାଜୁତି,ଦେଖନ୍ତୁ ଭିଡିଓ

Posted by - June 3, 2021 0
ଭୁବନେଶ୍ୱର:(ସନ୍ତୋଷ ରାଉତ)କୋଭିଡ ରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଙ୍କ ଡେଥ ସାର୍ଟିଫିକେଟ ପାଇବା ପାଇଁ ଦଲାଲ ମାନେ ତାଙ୍କ ଆତ୍ମୀୟ ଙ୍କ ଠାରୁ ପଇସା ହଡପ…

ସୂବର୍ଣ୍ଣ ଜୟନ୍ତୀ ସମାରୋହ ଉଦ୍ଘାଟନ କଲେ ରାଜ୍ୟପାଳ

Posted by - February 6, 2020 347
ବରୀ,୫/୨-(ସ୍ନେହାଂଶୁ ଶେଖର ମହାନ୍ତି)ବରୀ ବ୍ଲକ ଅଧିନ ହରିପୁର ଗ୍ରାମର ହରିପୁର ପ୍ରାଥମିକ ବିଦ୍ୟାଳୟ ଶତ ବାର୍ଷିକୀ ଓ ଉଚ୍ଚ ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀକୁ ଆଜି ମହାମହିମ ରାଜ୍ୟାପଳ…

ଫୋନ କରି କରି ଆସିଲାନି ଆମ୍ବୁଲାନ୍ସ,ବାଧ୍ୟ ହୋଇ ରୋଗୀକୁ ଟ୍ରଲିରେ ନେଲେ ସଂପର୍କିୟ

Posted by - April 14, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଫୋନ କରି କରି ଆସିଲାନି ଆମ୍ବୁଲାନ୍ସ । ବାଧ୍ୟ ହୋଇ ରୋଗୀକୁ ଟ୍ରଲିରେ ନେଲେ ସଂପର୍କିୟ । ବାଟରେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ…

ବିଶ୍ୱ ଓଡ଼ିଶା ସମାଜର ନୂତନ କର୍ମକର୍ତ୍ତା ନିର୍ବାଚନ କିଶୋର ଦ୍ୱିବେଦୀ ଅଧ୍ୟକ୍ଷ, ନଳିନୀ ପତି ଓ ରୁପା ଦାଶ ଉପାଧ୍ୟକ୍ଷ ନିର୍ବାଚିତ

Posted by - October 13, 2021 0
ଲସ୍‍ଆଞ୍ଜେଲେସ୍‍ / ଦୁବାଇ / ମସ୍କୋ / ଲଣ୍ଡନ / ଆମ୍‍ଷ୍ଟରଡମ୍‍ / ସିଙ୍ଗାପୁର / କାନ୍‍ବେରା / ଅକ୍‍ଲ୍ୟାଣ୍ଡ / ଅହମ୍ମଦାବାଦ / ନୂଆଦିଲ୍ଲୀ /…