ନାବାଳିକା ଦୁଷ୍କର୍ମ ମାମଲାରେ ଖୋର୍ଦ୍ଧା ଅଞ୍ଚଳରୁ ଅଭିଯୁକ୍ତ ରାମଚନ୍ଦ୍ରଙ୍କୁ ଗିରଫ କରିଛି ପୁଲିସ। ବୁଧବାର ରାତିରେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ନିକଟ ଅଞ୍ଚଳରେ ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ ରାମଚନ୍ଦ୍ର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।ଏ ନେଇ ଖୋର୍ଦ୍ଧା ଟାଉନ ଥାନାରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଏକ ମାମଲା ଦାୟର୍ ହୋଇଥିଲା। ଅଭିଯୋଗ ପାଇବା ପରେ ତଦନ୍ତ କରୁଥିବା ପୁଲିସ୍ ଖୋର୍ଦ୍ଧାରୁ ଅଭିଯୁକ୍ତକୁ ଗିରଫ କରିଛି। ତେବେ ଆଜି ଡାକ୍ତରୀ ମାଇନା ପରେ ପୁଲିସ ଅଭିଯୁକ୍ତକୁ ଅଧିକ ପଚରାଉଚରା କରୁଛି।
Facebook Notice for EU!
You need to login to view and post FB Comments!
Maintain your cell phones, cameras along with other disorder in your bags and focus
on the game.