ନାବାଳିକା ଦୁଷ୍କର୍ମ ମାମଲାରେ ଖୋର୍ଦ୍ଧା ଅଞ୍ଚଳରୁ ଅଭିଯୁକ୍ତ ରାମଚନ୍ଦ୍ର ଗିରଫ

1054 0

ନାବାଳିକା ଦୁଷ୍କର୍ମ ମାମଲାରେ ଖୋର୍ଦ୍ଧା ଅଞ୍ଚଳରୁ ଅଭିଯୁକ୍ତ ରାମଚନ୍ଦ୍ରଙ୍କୁ ଗିରଫ କରିଛି ପୁଲିସ। ବୁଧବାର ରାତିରେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ନିକଟ ଅଞ୍ଚଳରେ ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ ରାମଚନ୍ଦ୍ର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।ଏ ନେଇ ଖୋର୍ଦ୍ଧା ଟାଉନ ଥାନାରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଏକ ମାମଲା ଦାୟର୍‌ ହୋଇଥିଲା। ଅଭିଯୋଗ ପାଇବା ପରେ ତଦନ୍ତ କରୁଥିବା ପୁଲିସ୍‌ ଖୋର୍ଦ୍ଧାରୁ ଅଭିଯୁକ୍ତକୁ ଗିରଫ କରିଛି। ତେବେ ଆଜି ଡାକ୍ତରୀ ମାଇନା ପରେ ପୁଲିସ ଅଭିଯୁକ୍ତକୁ ଅଧିକ ପଚରାଉଚରା କରୁଛି।

Related Post

ଜୁଆ ଆଡ୍ଡାରେ ପୋଲିସ୍ ର ଚଢ଼ାଉ; ନଗଦ ଟଙ୍କା ସହ ଛଅ ଜୁଆଡି ଗିରଫ

Posted by - January 19, 2022 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )କିଛି ଦିନର ନୀରବତା ପରେ ପୁଣି ଥରେ ପୋଲିସ୍ ହାତରେ ଧରା ପଡିଛନ୍ତି ଅମାନିଆ ଜୁଆଡ଼ି I ଗାଙ୍ଗପୁର ପୋଲିସ ପାଟ୍ରୋଲିଂ କରୁଥିବା…

ଟିଟିଲାଗଡ ପୋଲିସ ଦ୍ଵାରା ୧୫ କେଜି ଗଞ୍ଜେଇ ଜବତ ସହ ଦୁଇ ଯୁବକଙ୍କୁ କରାଗଲା କୋର୍ଟ ଚାଲାଣ

Posted by - May 20, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ପୋଲିସ ଏକ ଗଞ୍ଜେଇ ଚୋରାଚାଲାଣ କରୁଥିବା ଦୁଇ ଯୁବକଙ୍କୁ ଧରି ଆଜି କରିଛି କୋର୍ଟ ଚାଲାଣ। ସେମାନେ ହେଲେ ମଣିଚୂଳ କୁଶଳ ଏବଂ…

୫ଲକ୍ଷ ଟଙ୍କା ପାଇଁ ଥିଲା ଧମକ , ସାତଟି ବୋମା ଉଦ୍ଧାର

Posted by - December 8, 2022 0
କାଶୀପୁର:(ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ସୁଙ୍ଗେର ପଂଚାୟତ ସଦର ରେ ଗତକାଲି ଏକ କଠା ଘର ଛାତ ଉପରେ ଥିବା ସିଣ୍ଟେକ ପାଣି…

ମହିଳା ଙ୍କୁ ବ୍ଳେଡ୍ ରେ ଆକ୍ରମଣ ଘଟଣା:ତିନି ଗିରଫ, ଲୁଟ୍ ସୁନା ସହିତ ବ୍ଳେଡ୍ ଓ ସ୍କୁଟି ଜବତ

Posted by - October 28, 2021 0
ବେଲଗୁଣ୍ଠା୨୭/୧୦:(ସୁଶାନ୍ତ କୁମାର ବେହେରା)ବେଲଗୁଣ୍ଠା ଥାନା ଅନ୍ତର୍ଗତ ପଥରାପଲ୍ଲୀ ଗ୍ରାମର ଜଣେ ମହିଳାଙ୍କୁ ବ୍ଳେଡ୍ ରେ ଆକ୍ରମଣ କରି ସୁନା ଲୁଟ୍ ଘଟଣାର ପର୍ଦ୍ଦାଫାଶ୍ କରିଛି ବେଲଗୁଣ୍ଠା ପୋଲିସ…

ପଲାସାହି ଅଞ୍ଚଳରେ ବଧୁ ହତ୍ୟା ଅଭିଯୋଗ 

Posted by - November 18, 2022 0
ଯାଜପୁର ଜିଲା ମଙ୍ଗଳପୁର ଥାନା ମନ୍ଦାରଖଣ୍ଡ ଅଞ୍ଚଳରେ ବଧୁ ହତ୍ୟା ଅଭିଯୋଗ । ଗାଁର  ପ୍ରଫୁଲ୍ଳ ପଣ୍ଡାଙ୍କ ଝିଅ ଜ୍ୟୋତ୍ସ୍ନାରାଣୀ ଙ୍କୁ ଶାଶୁ ଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମନ୍ଦାରଖଣ୍ଡ ଗ୍ରାମର ଅକ୍ଷୟ ପଣ୍ଡା ଙ୍କୁ ଜ୍ୟୋତ୍ସାରାଣିଙ୍କୁ ବିବାହ କରିବା ପରେ ଶାଶୁ ଘର ଲୋକେ ନାନା ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଛି । ଅକ୍ଷୟ ସୁଦୂର ଚେନ୍ନାଇ ସହରରେ କାର୍ଯ୍ୟ କରୁଥିବାରୁ ଜ୍ୟୋତ୍ସ୍ନାରାଣୀଙ୍କୁ ସାଙ୍ଗରେ ନେଇ ସେଠାରେ ରଖିଥିଲେ । ହଠାତ୍ ଚଳିତମାସ ୧୫ ତାରିଖ ବିଳମ୍ବିତ ରାତ୍ରିରେ ଜ୍ୟୋତ୍ସାରାଣୀଙ୍କ ମୃତ୍ୟୁ ହୋଇଥିବା ଖବର ଦେଇଥିଲେ ଅକ୍ଷୟ ସେ ପତ୍ନିଙ୍କ ଶବକୁ ନିଜ ଗାଁକୁ ଆଣିବା ପରେ ଏହା ହତ୍ୟାକାଣ୍ଡ ବୋଲି ସନ୍ଦେହ କରି ପରିବାର ଲୋକେ ମଂଗଳପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଅଭିଯୋଗକୁ ଭିର୍ତ୍ତିକରି ମଙ୍ଗଳପୁର ପୁଲିସ୍ ଜ୍ୟୋତ୍ସ୍ନାରାଣୀଙ୍କ ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହିତ  ତଦନ୍ତ ଜାରି ରଖିଥିବା ଜଣାଯାଇଛି ।

Leave a comment

Your email address will not be published.