ମୃତକଙ୍କ ପରିବାର ବର୍ଗଙ୍କୁ ସରକାରୀ ସହାୟତା ପ୍ରଦାନ ଦାବୀରେ ଯାଜପୁର ଜିଲାପାଳଙ୍କୁ ଦାବୀ ପତ୍ର

290 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ମୃତକଙ୍କ ପରିବାର ବର୍ଗଙ୍କୁ ସରକାରୀ ସହାୟତା ପ୍ରଦାନ ଦାବୀରେ ଯାଜପୁର ଜିଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ । ମଂଗଳପୁର ପୁର ଥାନା ଦୁଦୁରାଂଟା କୁଅଁରସାହୀରେ ଘଟିଥିବା ହତ୍ୟାକାଣ୍ଡରେ ମୃତକ କାର୍ତିକ ଯେନାଙ୍କ ପରିବାରକୁ ସରକାରୀ ସହାୟତା ଦାବୀ କରି ବହୁଜନ ସମାଜ ପାର୍ଟି ପକ୍ଷରୁ ଏକ ଦାବୀ ପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଛି ।

ଏଥିସହିତ ଏଥିରେ ଅନ୍ୟ ଜଣେ ଆହତ ଏବେ ବି ଚିକିତ୍ସାଧିନ ଥିବାରୁ ତାଙ୍କ ଚିକିତ୍ସା ପାଇଁ ସମସ୍ତ ଖର୍ଚ୍ଚ ସରକାର ବହନ କରିବାକୁ ଦାବୀ ହୋଇଛି । ବହୁଜନ ସମାଜ ପାର୍ଟିର ସଭାପତି ରମେଶ ଯେନାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲାପାଳଙ୍କୁ ଭେଟି ଦାବୀ ପତ୍ର ପ୍ରଦାନ କରିଛନ୍ତି ।

Related Post

ମାଲବାହି ମିନି ଟ୍ରକ ଦୁର୍ଘଟଣା ଗ୍ରସ୍ତ ଜଣେ ଗୁରୁତର

Posted by - May 27, 2022 0
ଖପ୍ରାଖୋଲ: (ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ଥାନା ସ୍ଥାନୀୟ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାଯ୍ୟାଳୟ ସମ୍ମୁଖ ରାସ୍ତାରେ ଶୁକ୍ରବାର ଦିନ ଏକ ମାଲବାହି ମିନି ଟ୍ରକ ଭାରସାମ୍ୟ…

ବରୀ ସ୍ୱାଇଖଣ୍ଡ ପଞ୍ଚାୟତ ରେ ଅଭାବନୀୟ ଘଟଣା,ବେକରେ ରଶି ଲଗାଇ ଯୁବକ ର ମୃତ୍ୟୁ

Posted by - July 26, 2020 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ବରୀ ବ୍ଲକ ଅନ୍ତର୍ଗତ ସ୍ଵାଇଖଣ୍ଡ ପଞ୍ଚାୟତ ର କାଣ୍ଡିଶାହି ଜଣେ ଯୁବକ ର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକ ଜଣକ…

ଜମି,ଜଳ ଓ ଜଙ୍ଗଲ ଦାବି କରି କୁଚିଣ୍ଡା ଉପଜିଲ୍ଲପାଳ କାର୍ଯ୍ୟଳୟ ଘେରାଉ

Posted by - December 14, 2021 0
ସମ୍ବଲପୁର::(ରମାକାନ୍ତ ବିଶ୍ବାଳ)  ଲୋକ ମୁକ୍ତି ସଂଗଠନ ପକ୍ଷରୁ ଜମି,ଜଳ ଓ ଜଙ୍ଗଲ ଉପରେ ଅଧିକାର ଦାବି କରି ବାମରା ବ୍ଲକ୍ ର ଆଦିବାସୀ ମହିଳା ଓ ପୁରୁଷ…

ବିଜୁ ବାବୁ ଙ୍କ ମୂର୍ତି ସଫା କଲେ ବିଜୁ ପ୍ରେମୀ

Posted by - July 16, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ) ବର୍ଷର ବିଭିନ୍ନ ସମୟରେ ମହାପୁରୁଷ ମାନଙ୍କ ରାଜ୍ୟ, ଜିଲ୍ଲା ଏବଂ ବ୍ଲକ ସ୍ତରରେ ଜୟନ୍ତୀ ଉତ୍ସବ ପାଳନ କରାଯାଇ ଥାଏ। ଜୟନ୍ତୀ ଉତ୍ସବ…