ଓଡିଶା ବିୁଦ୍ୟତ୍ କର୍ମଚାରୀ ମହାସଂଘ ର ସାଧାରଣ ସଭା ଅନୁଷ୍ଠିତ

637 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ରେ ଓଡିଶା ବିୁଦ୍ୟତ୍ କର୍ମଚାରୀ ମହାସଂଘ ର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ବିଜୁ ଶ୍ରମିକ ସାମ୍ମୁଖ୍ୟର କାର୍ଯ୍ୟକାରୀ ସଭାପତି ରାଜୀବ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ପୂର୍ବତନ ପୌରପାଳ ଭବପ୍ରସାଦ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଦ୍ୟୁତ୍ କର୍ମଚାରୀଙ୍କୁ ସେମାନଙ୍କର କାର୍ଯ୍ୟ ପାଇଁ ପ୍ରଶଂସା କରିଥିଲେ ।

ଏହି ବୈଠକରେ ବିଦ୍ୟୁତ୍ କର୍ମଚାରୀଙ୍କର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରାଯିବା ସହିତ ଏହାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବାକୁ ନିଷ୍ପତି ହୋଇଥିଲା ।

Related Post

ଶଙ୍କରଡ଼ା ଠାରେ ସପ୍ତମ ବାର୍ଷିକ ଉତ୍ସବ ଓ଼ ଅଷ୍ଟପ୍ରହରୀ ନାମ ଯଜ୍ଞ

Posted by - February 9, 2022 0
ବୌଦ୍ଧ; (ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଂକୁଲୋଇ ପଂଚାୟତ ଶଙ୍କରଡ଼ା ଗ୍ରାମରେ ସପ୍ତମ ବାର୍ଷିକ ଉତ୍ସବ ଓ଼ ଅଷ୍ଟ ପ୍ରହାର ନାମ ଯଜ୍ଞ ଅନୁଷ୍ଠିତ…

୧୨୦ଜଣ ସ୍ବାସ୍ଥ୍ୟକର୍ମୀ ଙ୍କୁ ହାଇଜିନିକ୍ କୀଟ ପ୍ରଦାନ

Posted by - July 29, 2021 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି) ଆଶା , ଅଙ୍ଗନବାଡ଼ି ଓ ଏନ୍ଏମ୍ କର୍ମୀ ମାନେ ଆଗ ଧାଡ଼ିର ସ୍ବାସ୍ଥ୍ୟ କର୍ମୀ । ଦୀର୍ଘଦିନ ହେବ ଏହିମାନେ କରୋନା ବିରୁଦ୍ଧରେ…

ବେଲଗୁଣ୍ଠାରେ ଜଗନ୍ନାଥଙ୍କ ଘୋଷଯାତ୍ରା ଅନୁଷ୍ଠିତ

Posted by - July 3, 2022 0
ବେଲଗୁଣ୍ଠା: ପବିତ୍ର ଗୁଣ୍ଡିଚା ଯାତ୍ରା ଉପଲକ୍ଷେ ବେଲଗୁଣ୍ଠା ରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଟଣା କାର୍ଯ୍ୟ ସମାପନ ହୋଇଛି I ବେଲଗୁଣ୍ଠା ରପେଣ୍ଠ ସାହି, ବାଲିଡି ସାହି…

ବୌଦ୍ଧ ଜିଲ୍ଲା ପ୍ରେସ କ୍ଳବ ତରଫରୁ ଅରିନ୍ଦମଙ୍କ ବିୟୋଗରେ ସୃତିଚାରଣ

Posted by - September 27, 2021 0
ବୌଦ୍ଧ : (ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ପ୍ରେସ କ୍ଲବ ତରଫରୁ ଓ ଟିଭି ର ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗରେ ଏକ ସ୍ମୃତିଚାରଣ ସଭା କ୍ଳବ ର…

ସି. ପି. ଆଇ.(ଏମ୍.) ରେମୁଣା ଆଞ୍ଚଳିକ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଓ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ଦାବୀ ପତ୍ର

Posted by - June 18, 2020 0
ରେମୁଣା:(ସୌମ୍ୟାସାଇ ବାରିକ)ଆଜି ଅପରାହ୍ନ ୧୧ ଘଟିକା ସମୟରେ ସି. ପି. ଆଇ. ( ଏମ୍.) ରେମୁଣା ଆଞ୍ଚଳିକ କମିଟି ପକ୍ଷରୁ କ୍ଷୀରଚୋରା ମନ୍ଦିର ଛକରେ ସାମାଜିକ ଦୂରତା…