ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀଙ୍କ ବର୍ବରୋଚିତ ଆକ୍ରମଣରେ ସହିଦ ଯବାନଙ୍କ ସଂଖ୍ୟା ୪୦କୁ ବୃଦ୍ଧି

4170 454

ପୁଲଓ୍ୱାମା ଜିଲ୍ଲା ଅବନ୍ତିପୋରାରେ ସିଆରପିଏଫ୍ ଯବାନଙ୍କୁ ଟାର୍ଗେଟ୍‌ କରିଛନ୍ତି ଆତଙ୍କବାଦୀ। ଏଥିରେ ସହିଦଙ୍କ ସହିତ ୪୦ରୁ ଅଧିକ ଯବାନ ମଧ୍ୟ ଆହତ ହୋଇଛନ୍ତି। ଯବାନମାନେ ଜମ୍ମୁରୁ ଶ୍ରୀନଗର ଫେରୁଥିବା ବେଳେ ଜାତୀୟ ରାଜପଥରେ ସେମାନଙ୍କ ଗାଡ଼ିକୁ ଟାର୍ଗେଟ କରି ଆତଙ୍କବାଦୀ IED ବିସ୍ଫୋରଣ କରିଥିଲେ। ବିସ୍ଫୋରଣର ତୀବ୍ରତା ଏତେ ଥିଲା ଯେ ଏଥିରେ ଗାଡ଼ି ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଛି।

Related Post

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବରୀ ଗସ୍ତ ବେଳେ ବିଧାୟକ ପ୍ରାର୍ଥୀ ଘୋଷଣାକୁ ନେଇ ବିଜେପିରେ ଅସନ୍ତୋଷ

Posted by - February 11, 2019 0
ବରୀ :ଜାନୁଆରି ୩୦ ତାରିଖରେ ଯାଜପୁର ଜିଲ୍ଲାର ବରୀଠାରେ ବିଜେପି ପକ୍ଷରୁ ‘ଜବାବ ମାଗୁଛି ବରୀ’ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

There are 454 comments

  1. Comprehensive side effect and adverse reaction information. Commonly Used Drugs Charts.
    https://mobic.store/# buy cheap mobic no prescription
    Read information now. Everything what you want to know about pills.

Leave a comment

Your email address will not be published.