ବ୍ରହ୍ମପୁର ଦୂର୍ନୀତି ନିବାରଣ ବିଭାଗ ପକ୍ଷରୁ ଦୂର୍ନୀତି ନିବାରଣ ସପ୍ତାହ ଅନୁଷ୍ଠିତ

241 0

ପାରଳାଖେମୁଣ୍ତି:ବ୍ରହ୍ମପୁର ଦୂର୍ନୀତି ନିବାରଣ ବିଭାଗ ପକ୍ଷରୁ ଦୂର୍ନୀତି ନିବାରଣ ସପ୍ତାହ ଅନୁଷ୍ଠିତ ହୋଇଯାଇଛିାଏଥିରେ ମୁଖ୍ୟଅତିଥି ରୂପେ ବ୍ରହ୍ମପୁର ଦୂର୍ନୀତି ନିବାରଣର ଅଧୀକ୍ଷକ ଅନୀଲ କୁମାର ପାତ୍ର ଯୋଗଦାନ କରିଥିଲୋଅତିରିକ୍ତ ଅଧୀକ୍ଷକ ଶାନ୍ତନୁ କୁମାର ପାଢୀଂକ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଓ କନିଷ୍ଠ ବିଭାଗରେ ବକ୍ତ୍ରୁତା ପ୍ରତିଯୋଗିତାରେ ପାରଳାଖେମୁଣ୍ତି କେନ୍ଦ୍ରୀୟ ବିଦ୍ୟାଳୟର ଅାଦ୍ୟାଶା ପଣ୍ତା ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତିା

“ସତର୍କ ଭାରତ,ସମ୍ରୁଦ୍ଧ ଭାରତ” ବିଷୟ ଅାଧାରିତ ଏହି ବକ୍ତ୍ରୁତା ପ୍ରତିଯୋଗିତାରେ ଦକ୍ଷିଣ ଓଡିଶାର ଗଜପତି,ଗଂଜାମ,ବ୍ରହ୍ମପୁର, କନ୍ଧମାଳଏବଂ ବଉଦ ଜିଲ୍ଳାର ପ୍ରତିଯୋଗୀ ଭାଗ ନେଇଥିଲୋବିଚାରକ ହିସାବରେ ଡୁରା ମହାବିଦ୍ୟପିାଳୟର ଅଧ୍ୟକ୍ଷ ପିନାକୀ ମହାନ୍ତି,ଛତ୍ରପୁର ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ସୁମିତା ମିଶ୍ର,ଗୋପାଳପୁର ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ଯାପକ ଚିତ୍ତରଂଜନ ପଟ୍ଟନାୟକ ଯୋଗଦାନ କରିଥିଲୋ

ବିଜୟୀ ପ୍ରତିଯୋଗୀ ମାନଂକୁ ଅlସନ୍ତା ନଭେମ୍ବର ୨ ତାରିଖ ଦିନ ଦୂର୍ନୀତି ବିଭାଗ କାର୍ଯ୍ୟାଳୟଠାରେ ପୁରସ୍କ୍ରୁତ କରାଯିବା ସହ ଆଦ୍ୟାଶାଂକ ଏହି କ୍ରୁତିତ୍ବ ପାଇଁ ଗଜପତି ଜିଲ୍ଳାପାଳ ଅନୁପମ ସାହା ଏବଁ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଏବଁ ସମସ୍ତ ଶିକ୍ଷକ ତଥା ଶିକ୍ଷୟତ୍ରୀ ଶୁଭେଚ୍ଛା ଜଣାଇଛନ୍ତିା

Related Post

ମଦ୍ୟପ ଶିକ୍ଷକଙ୍କ କଙ୍ଗାରୁ କୋର୍ଟ

Posted by - December 6, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ମଦ୍ୟପ ଶିକ୍ଷକଙ୍କ କଙ୍ଗାରୁ କୋର୍ଟ। ମଦ୍ୟପାନ କରି ଛାତ୍ରଛାତ୍ରୀଙ୍କୁ ରାସ୍ତାରେ ଆଣ୍ଠେଇ ଦେଲେ ଶିକ୍ଷକ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ସୁକିନ୍ଦା…

ନିମ୍ନମାନର କାମ ଯୋଗୁଁ ଭାଙ୍ଗିଲା ପାଣିଟାଙ୍କି ,ଅସୁବିଧାର ସମ୍ମୁଖୀନ ୯୦ ପରିବାର

Posted by - December 30, 2021 0
ପାଟଣାଗଡ଼: (ତାପସ ରଞ୍ଜନ ବେହେରା)ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ବେନକେରା ଗାଁର ଗୌନ୍ତିଆ ପଡ଼ାରେ ନିର୍ମାଣ ହୋଇଥିବା ପାଣିଟାଙ୍କି ଭାଙ୍ଗି ଯାଇଥିବା ବେଳେ ଗ୍ରାମର…

ମାସ୍କ ଓ ପିପିଇ କିଟ୍‌ କିଣା ଦୁର୍ନୀତି ମାମଲାର ପ୍ରାଥମିକ ତଦନ୍ତ ଲାଗି ଭିଜିଲାନ୍ସ ତଦନ୍ତ ନିର୍ଦେଶ

Posted by - December 8, 2020 0
ଭୁବନେଶ୍ବର :ବହୁ ଚର୍ଚ୍ଚିତ ମାସ୍କ ଏବଂ ଅନ୍ୟାନ୍ୟ କୋଭିଡ୍‍ ଜିନିଷପତ୍ର କିଣା କେଳେଙ୍କାରୀକୁ ନେଇ ଲୋକାୟୁକ୍ତରେ ହୋଇଥିବା ମାମଲାର ଆଜି ଶୁଣାଣି ହୋଇଥିଲା। କଂଗ୍ରେସ ମୁଖପାତ୍ର ସୁଦର୍ଶନ…

ପ୍ରମୋଦ ଭଗତଙ୍କୁ ୧ କୋଟି ୧୦ ଲକ୍ଷ ଟଙ୍କାର ଚେକ ପ୍ରଦାନ

Posted by - November 8, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ଗୋଲଡେନ ବୟ ପ୍ରମୋଦ ଭଗତ ଙ୍କୁ ୧କୋଟି ୧୦ଲକ୍ଷ ଟଙ୍କାର ଚେକ ଦେଲା ସମ୍ବଲପୁର ଜୀବନ ବୀମା ନିଗମ।ଟୋକିଓ ପାରା ଅଲିମ୍ପିକ  ୨୦୨୦ ବେଡ଼ମିଣ୍ଟନ…

ଭିଜିଲାନ୍ସ ଜାଲରେ ଓମଫେଡ ଡିଜିଏମ

Posted by - February 10, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଓମଫେଡ଼ ର ଶାଖା ସମଲେଶ୍ବରୀ ମିଲକ ୟୁନିୟନ ର DGM କିଶୋର କୁମାର ନାଏକ ଙ୍କ ସାକ୍ଷୀପଡା ସ୍ଥିତ ବାସ ଭବନରେ ଭିଜିଲାନ୍ସ ଚଢ଼ାଉ ।…