ଯାଜପୁରରେ ସଂଚୟ ରଥ ର ଉଦଘାଟନ

259 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ପ୍ରତିଦିନ ଅଳ୍ପ ବହୁତ କିଛି ସଂଚୟ କଲେ ଭବିଷ୍ୟତ ପାଇଁ ଏହା ବିଶେଷ ଉପଯୋଗୀ ହୋଇପାରିବ ବୋଲି ଯାଜପୁରରେ ସଂଚୟ ରଥ ର ଉଦଘାଟନ କରି କହିଛନ୍ତି ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି । ସ୍ୱଳ୍ପ ସଂଚୟ ର ଉପକାରିତା ବିଷୟରେ ଲୋକଙ୍କୁ ସଚେତନ କରିବା ଉଦ୍ଧେଶ୍ୟରେ ଏକ ରଥ ଆଜିଠାରୁ ଜିଲା ପରିକ୍ରମା କରିବ ।

ବିଭିନ୍ନ ବ୍ୟାଙ୍କ କିମ୍ବା ଡାକ ବିଭାଗରେ ସ୍ୱଳ୍ପ ସଂଚୟ କରି ସବୁଦିନ ପାଇଁ ଏହାର ଲାଭ ଉଠାଇପାରିବେ । ଏହି କାର୍ଯ୍ୟକ୍ରମରେ ଜ୍ଞାନରଂଜନ ସେଠୀଙ୍କ ସମେତ ବିଭିନ୍ନ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Related Post

କଳ୍ପତରୁ ଦାସ ନେସନାଲ ଫାଉଣ୍ଡେସନର ଅଭିନବ ପ୍ରୟାସ, ଶ୍ରୀକ୍ଷେତ୍ର ଯାତ୍ରା କଲେ ୪୨ଜଣ ବରିଷ୍ଠ ନାଗରିକ

Posted by - December 12, 2019 0
ଯାଜପୁର: (ଆନନ୍ଦ ଚନ୍ଦ୍ର ସାହୁ)କଳ୍ପତରୁ ଦାସ ନେସନାଲ ଫାଉଣ୍ଡେସନର ଅଭିନବ ପ୍ରୟାସ। ବରିଷ୍ଠ ନାଗରିକମାନଙ୍କୁ ଶ୍ରୀକ୍ଷେତ୍ର ଭ୍ରମଣ କରାଇବାର ସଂକଳ୍ପ। ଆଜି ପ୍ରଥମ ପର୍ଯ୍ୟାୟରେ ୪୨ଜଣ ବୃଦ୍ଧ…

ଦିବଂଗତ ପୂର୍ବତନ କଳାହାଣ୍ଡି ସାଂସଦ ସୁବାସ ଚନ୍ଦ୍ର ନାୟକଙ୍କୁ ବିଜୁ ଜନତା ଦଳ କଳାହାଣ୍ଡି ତରଫରୁ ଶ୍ରଦ୍ଧାଞ୍ଜଳି

Posted by - July 25, 2022 0
ଭବାନିପାଟନା :(ସୂରଜ ପ୍ରକାଶ ଜୈନ) ଦିବଂଗତ ପୂର୍ବତନ କଳାହାଣ୍ଡି ସାଂସଦ ସୁବାସ ଚନ୍ଦ୍ର ନାୟକଙ୍କୁ ବିଜୁ ଜନତା ଦଳ କଳାହାଣ୍ଡି ତରଫରୁ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ…

ହୃଦଘାତ ରେ ଚାଷୀ ଙ୍କ ମୃତ୍ୟୁ

Posted by - November 19, 2021 0
ବସ୍ତା:(ପ୍ରଭାକର ମଲ୍ଲିକ)ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ବେଲା ଗ୍ରାମ ର ଚାଷୀ ପଦାରବିନ୍ଦ ସାହୁ (୬୩) ଗୁରୁବାର ହୃଦଘାତ ରେ ପ୍ରାଣ ହରାଇଛନ୍ତି l ସବୁଦିନ…

ବଡବିଲ ବାରିକସଙ୍ଘ କର୍ମକର୍ତ୍ତା ମାନେ ତହସିଲଦାରଙ୍କ ଦ୍ବାରସ୍ଥ।

Posted by - May 12, 2020 350
ବଡ଼ବିଲ:(ସୀତାରାମ ଦୀକ୍ଷିତ)କେନ୍ଦୁଝର ଜିଲ୍ଲା ବଡ଼ବିଲ ତହସିଲ ଅନ୍ତର୍ଗତ ବାରିକସଂଘ ପକ୍ଷରୁ ଆଜି ବଡ଼ବିଲ ତହସିଲଦାରଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଘଟଣାରୁ ଜଣାଯାଏ ଯେ…

ନାବାଳକଙ୍କୁ ବାଇକ ଚଳାଇବା ପଡିଲା ବଡ ମହଙ୍ଗା

Posted by - December 26, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ନାବାଳକ ଙ୍କୁ ବାଇକ ଚଳାଇବା ପଡିଲା ବଡ ମହଙ୍ଗା । ସମ୍ବଲପୁର ସହର ମଧ୍ୟରେ ଜଣେ ନାବାଳକ ଙ୍କୁ ବାଇକ ଚଳାଇବା ଯୋଗୁଁ ତାଙ୍କ ପିତା…