ଦଶରଥପୁର ଦତ୍ତପୁର ଠାରେ ଘାଇ ମରାମତି ସରିଲା ନାହି

316 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ଦଶରଥପୁର ବ୍ଲକ ଦତପୁର ଠାରେ ଗତ ବନ୍ୟାରେ ସୃଷ୍ଟି ହୋଇଥିବା ଘାଇ ଆଜି ପର୍ଯ୍ୟନ୍ତ ମରାମତି ସରିନାହିଁ । ପଂଳରେ ସ୍ଥାନୀୟ ଅଂଚଳ ବାସୀ ନାନା ଆଶଙ୍କାରେ ଦିନ କାଟୁଛନ୍ତି । ଘାଇ ମରାମତି ଆରମ୍ଭ ହୋଇଥିଲେ ହେଁ ଅଧାରୁ କାମ ବନ୍ଦ ରହିଛି ।

ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ପରେ ବି କୌଣସି ସୁପଂଳ ମିଳିନାହିଁ । ପଂଳରେ ଗ୍ରାମବାସୀ ଜିଲାପାଳଙ୍କୁ ଭେଟି ସେମାନଙ୍କ ଅଭିଯୋଗ ଜଣାଇଛନ୍ତି । ତୁରନ୍ତ ଘାଇ ମରାମତି କରିବାକୁ ଦାବୀ କରିଛନ୍ତି । ଘାଇ ମରାମତି କାମ ନ ସରିଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନି ଦେଇଛନ୍ତି ।

Related Post

ନର୍ଲା ବ୍ଲକ ର ୪ଟି ପଞ୍ଚାୟତ ର ଧାନ ଫସଲ ରେ ମାଟିଆ ଗୁଣ୍ଡିପୋକ ର ପ୍ରାଦୁର୍ଭାବ, ଶୀଘ୍ର ପ୍ରତିକାର ଦାବି

Posted by - November 1, 2022 0
ନର୍ଲା:(ଅମିୟ କୁମାର ଦାସ)ଚଳିତ ବର୍ଷ ଉତ୍ତମ ବର୍ଷା ହୋଇଥିବା ଯୋଗୁଁ ଧାନ ଚାଷ ଖୁବ ଭଲ ହୋଇଛି |ଧାନ ବିକ୍ରି କୁ ନେଇ ଚାଷୀ ଅନେକ ଆଶା…

ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ବ୍ୟାଙ୍କ ଜମା ଟଙ୍କା ଆତ୍ମସାତ ଘଟଣାରେ ନ୍ୟାୟ ଦାବି

Posted by - October 30, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଧର୍ମଶାଳା ବ୍ଲକ ଏଣ୍ଡଳବା ପଞ୍ଚାୟତରେ ଏମବିକେ ଙ୍କ ଦ୍ଵାରା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ବ୍ୟାଙ୍କ ଜମା ଟଙ୍କା ଆତ୍ମସାତ…

Posted by - July 4, 2021 0
ଭୁବନେଶ୍ବର : ରାଜଧାନୀର ଭିଆଇପି ଅଞ୍ଚଳ ମଧ୍ୟରେ ସହିଦନଗର ଅନ୍ୟତମ। କେବଳ ଭିଆଇପିଙ୍କ ବାସସ୍ଥଳୀ ପାଇଁ ନୁହେଁ, ରାଜଧାନୀର ଏକ ବଡ଼ ବ୍ୟବସ‌ାୟିକ କେନ୍ଦ୍ର ଭାବେ ଏହି…

କେନ୍ଦୁଝର ରେ ଅନ ଲାଇନ ଶିକ୍ଷା ଏକ ପ୍ରହସନ,ମିଳୁନି ଅଭିଭାବକ ଙ୍କ ହୁଆଟ୍ସଆପ ନମ୍ବର

Posted by - May 8, 2020 57
କେନ୍ଦୁଝର :(ସୀତାରାମ ଦୀକ୍ଷିତ)ଭାରତ ରେ ମହାମାରୀ କରୋନା ର ସଂକ୍ରମଣ ଦେଖା ଯିବା ପରେ ଗତ ମାର୍ଚ୍ଚ 15 ତାରିଖ ରୁ ରାଜ୍ୟ ସରକାର ପର୍ଯ୍ୟାୟ କ୍ରମେ…

୫ଟି ସଚିବ ଏବଂ ରାଜ୍ୟ ମୂଖ୍ୟଶାସନ ସଚିବଙ୍କ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା କୋଭିଡ୍ ହସପିଟାଲ ପରିଦର୍ଶନ।

Posted by - April 16, 2020 0
କେନ୍ଦୁଝର:( ସୀତାରାମ ଦିକ୍ଷୀତ)କରୋନା ସଂକ୍ରମଣ ରୋକିବା ସହିତ ଆକ୍ରାନ୍ତଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବାକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି ରାଜ୍ୟସରକାର। ଯୋଉଥିପାଇଁ ସାରା…