Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ତିର୍ତ୍ତୋଲରେ ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ଧକ୍କା, ହାତ ଛାଡ଼ି ଶଙ୍ଖ ଧରିଲେ ଶତାଧିକ କଂଗ୍ରେସ କର୍ମୀ

322 0

ବ୍ବୁବନେଶ୍ବର:ଜଗତସିଂହପୁର ତିର୍ତ୍ତୋଲରେ ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ଧକ୍କା । ହାତ ଛାଡ଼ି ଶଙ୍ଖ ଧରିଲେ ଶତାଧିକ କଂଗ୍ରେସ କର୍ମୀ । ଜଗନ୍ନାଥପୁର ପଞ୍ଚାୟତ ମୁକଳ ଗ୍ରାମ ୱାର୍ଡ ନମ୍ବର – ୧୧,୧୨,୧୩ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ସମ୍ମିଳନୀରେ ସମସ୍ତେ ବିଜେଡିରେ ସାମିଲ ହୋଇଛନ୍ତି । ପର୍ଯ୍ୟବେକ୍ଷକ ଡଃ ପ୍ରକାଶ ତ୍ରିପାଠୀଙ୍କ ସଭାପତିତ୍ବରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।ଏହି ଅବସରରେ କଂଗ୍ରେସ ଦଳ ଛାଡ଼ି ୮ ଜଣ ମୁସଲିମ ସମ୍ପ୍ରଦାୟର ନେତା ସେମାନଙ୍କ ୧୦୦ରୁ ଉର୍ଦ୍ଧ୍ୱ ସମର୍ଥକଙ୍କ ସହିତ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ଦଳର ବରିଷ୍ଠ ନେତା ଲୋକମାନଙ୍କୁ ଦଳୀୟ ମାସ୍କ, ଚାବି ରିଂ ପ୍ରଦାନ କରିଥିଲେ । ବିଜେଡିକୁ ଅଧିକ ସୁଦୃଢ଼ କରିବା ସହ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କୁ ବିପୁଳ ଭୋଟ ଦେଇ ଜିତିବାକୁ ଅନୁରୋଧ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ରାଜ୍ୟସଭା ସାଂସଦ ମୁଜିବୁଲା ଖାଁ, ପୂର୍ବତନ ମନ୍ତ୍ରୀ ତଥା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ଜଗତସିଂହପୁର ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ମୁଦୁଲି, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସବିତା ମହାପାତ୍ର, ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଦିଲୀପ ପଣ୍ଡା, ବିଜୁ ଯୁବ ଜନତା ଦଳ ସମ୍ପାଦକ ସ୍ମୃତି ରଞ୍ଜନ ସାମଲ, ଛାତ୍ର ବିଜେଡି ଉପସଭାପତି କମଲ୍ ଜ୍ୟୋତି ଦାସ,ଛାତ୍ର ବିଜେଡି ନେତା ଦେବେଶ ଦାସ, ରାଜେନ୍ଦ୍ର କୁମାର ସାହୁ (ପିଙ୍କନ୍), ଅମରେଶ ମହାପାତ୍ର, ଅନନ୍ତ ରେଡ୍ଡୀ, ସନ୍ଧ୍ୟା ରାଣୀ ମହାପାତ୍ର, ଜଗନ୍ନାଥପୁର ପଞ୍ଚାୟତ ସରପଞ୍ଚ ସିଲାରଣୀ ଖଣ୍ଡୁଆଲ, ସରପଞ୍ଚ ପ୍ରତିନିଧି ଅଦେତ୍ୟ ଖଣ୍ଡୁଆଲ, ସ୍ଥାନୀୟ ବରିଷ୍ଠ ନେତା ଗଗନ ଖଣ୍ଡୁଆଳ, ଶରତ ଦାସ, ଆଶିଷ ଦାସ, ସୁଜାତ୍ ଅଲ୍ଲୀ, ସବିର୍ ସମେତ ବିଜେଡିର ୫୦୦ରୁ ଉର୍ଦ୍ଧ୍ବ ବିଜେଡି କର୍ମୀ, ଯୁବ ଓ ଛାତ୍ର ଯୋଗ ଦେଇଥିଲେ ।

Related Post

ଅନୁଗୁଳ ଜିଲ୍ଲା ସାତକୋଶିଆ ରେ ପୁଣି ବାଘ ଆତଙ୍କ

Posted by - September 28, 2019 0
ଅନୁଗୋଳ – (ମହେଶ ଭୋମରାଜ)ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ପୁଣି ବାଘ ଆତଙ୍କ । ଶୌଚ ହେବାକୁ ଗାଁ ମୁଣ୍ଡକୁ ଯାଇଥିବାବେଳେ ବାଘ ଆକ୍ରମଣରେ ଜଣେ ଗୁରୁତର…

ସଂରକ୍ଷିତ ଜଙ୍ଗଲରେ ଲୋକଙ୍କ ଘରପୋଡି ନେଇ ଅଧିବାସୀ ଓ ବନବିଭାଗ ମୁହାଁମୁହିଁ

Posted by - December 10, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲାର ମେଘପାଲ ସଂରକ୍ଷିତ ଜଙ୍ଗଲରେ ଘରକରିବା ନେଇ ଅଧିବାସୀ ଓ ବନବିଭାଗ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୄଷ୍ଠି ହୋଇଛି । ଏନେଇ ସ୍ଥାନୀୟ ଅଧିବାସୀ…

ଓଡ଼ିଶାରେ ଲଢ଼ିବ ଟିଡିପି : ୫୨ ବିଧାନସଭା, ୫ ଲୋକସଭା ଆସନ ଚୂଡ଼ାନ୍ତ,ସମସ୍ତ ବିଧାନସଭା ଓ ଲୋକସଭା ଆସନରେ ଚାଲିଛି ସର୍ଭେ

Posted by - December 7, 2018 0
କୋରାପୁଟ : ତେଲଗୁ ଦେଶମ ପାର୍ଟି (ଟିଡିପି) ଓଡ଼ିଶା ରାଜନୀତିରେ ପ୍ରବେଶ କରିବ। ଆସନ୍ତା ସାଧାରଣ ନିର୍ବାଚନରେ ଦଳ ଏଠାରୁ ପ୍ରାର୍ଥୀ ଦେଇ ପ୍ରତ୍ୟକ୍ଷ ରାଜନୀତିରେ ସାମିଲ୍‌…

ଆସନ୍ତା କାଲି ଆସିବେ ଅମିତ ଶାହା,ଯାଜପୁର ବିଜେପି ର ପ୍ରସ୍ତୁତି ବୈଠକ

Posted by - February 27, 2020 0
ଯାଜପୁର :୨୭/୦୨ (ଆନନ୍ଦ ଚନ୍ଦ୍ର ସାହୁ)ଆସନ୍ତା କଲି ୨୮ ତାରିଖ ଭୁବନେଶ୍ୱର ଆସୁଛନ୍ତି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ।…