Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

“ଦାଦା ବଟି କୁ ନା” କାର୍ଯ୍ୟକ୍ରମରେ ସାମିଲ ହୋଇଛି ବାରଙ୍ଗଥାନା ପୋଲିସ

748 0

କଟକ::କମିଶନରେଟ ପୋଲିସ  ପକ୍ଷରୁ ଆରମ୍ଭ କରାଯାଇଥିବା ଦାଦା ବଟି କୁ ନା କାର୍ଯ୍ୟକ୍ରମରେ ସାମିଲ ହୋଇଛି ବାରଙ୍ଗଥାନା ପୋଲିସ । ଟ୍ରକକୁ ରୋକି ଚାନ୍ଦା ଆଦାୟ କରୁଥିବା ଅଭିଯୋଗରେ ପୋଲିସ ଏହି ଥାନା ଅର୍ନ୍ତଗତ ମୁଣ୍ଡମୁହାଣ ଗ୍ରାମର ବିବୁଲା ରାଉତଙ୍କୁ ଗିରଫକରି  ବୁଧବାରଦିନ କୋର୍ଟଚାଲଣ କରିଛି । ମଙ୍ଗଳବାର ରାତିରେ ଓଆର୨୧ବି-୮୪୨୭ନଂ ଟ୍ରକଟି ବାଲି ନେଇ ଯାଉଥିବାବେଲେ ମୁଣ୍ଡମୁହାଣ ଛକରେ ବିବୁଲାରାଉତ ଟ୍ରକଟିକୁ ରୋକିଥିଲା ।  ଟ୍ରକର ଚାଳକ ବାଲିଅନ୍ତା ଥାନା ଅଧୀନସ୍ତ ଯୋହଳ ଗ୍ରାମର ସାଲୁପ୍ରଧାନକୁ ଟଙ୍କା ଦେବାକୁ ବିବୁଲା କହିଥିଲେ ।ସାଲୁ ଟଙ୍କା ଦେବାକୁ ରାଜି ନହେବାରୁ ଅଶ୍ରବ୍ୟଭାଷାରେ ଗାଳିଗୁଲଜ କରିବା ସହ  ଜୀବନରେ ମାରିଦେବାକୁ ଧମକ ଦେଇଥିଲା ବିବୁଲା ।

ନିଜକୁ ବଞ୍ଚାଇବା ପାଇ ସାଲୁ ଟଙ୍କା ଦେଇ ଘଟଣାସ୍ତଳରୁ ପଳାଇଆସିଥିଲେ ।ଏହାପରେ ସାଲୁ ବାରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିବାପରେ ପୋଲିସ ୧୬୩/୨୦କେଶନଂରେ ଏକ ମକଦ୍ଦମାରୁଜୁକରି ମୁଣ୍ଡମୁହାଣଛକରୁ ବିବୁଲାକୁ ଗିରଫ କରିଥିଲେ ।   ଅନ୍ୟ ଟ୍ରକଠାରୁ ଆଦାୟ କରି ପାଖରେ ରଖିଥିବା ୫୧୦ଟଙ୍କା ଓଏକ ମୋବାଇଲଫୋନ କୁ ବିବୁଲା ଠାରୁ ପୋଲିସ ଜବତ କରି ବୁଧବାର ଦିନ କୋର୍ଟଚାଳଣ କରିଛି ।

Related Post

ପୂର୍ବତନ ସମବାୟ ସମିତି କୋଷାଧ୍ୟକ୍ଷଙ୍କ ପରଲୋକ

Posted by - November 11, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ଗାଙ୍ଗପୁର ଥାନା ଅନ୍ତର୍ଗତ ସିଆରିମାଳ ଗ୍ରାମର ବିଶିଷ୍ଟସମାଜସେବୀ ତଥା ଆସ୍କା ସମବାୟ ସମିତି ଲିମିଟେଡ୍ ସୋରଡ଼ା ଶାଖାର ପୂର୍ବତନ କୋଷାଧ୍ୟକ୍ଷ ଡ଼କ୍ଟର୍ ତାରିଣୀ…

ଯାଜପୁର କଂଗ୍ରେସ ପକ୍ଷରୁ ଜାତୀୟ ରାଜପଥରେ ପ୍ରବାସୀ ଶ୍ରମିକମାନଙ୍କୁ ଖାଦ୍ୟ ବଣ୍ଟନ

Posted by - May 20, 2020 0
ଯାଜପୁର: (ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଜାତୀୟ ରାଜପଥ -୧୬ ର ସଠିପୁର ନିକଟରେ ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କୁ ଶୁଖିଲା…

ସିହିନି ଗ୍ରାମରେ ଏସସିଡି ଚକ୍ଷୁ ଚିକିତ୍ସାଳୟ ଏବଂ ଲାୟନ୍ସ କ୍ଲବର ମିଳିତ ଆନୁକୁଲ୍ୟରେ ଚକ୍ଷୁ ସଚେତନତା ଓ ପରିକ୍ଷଣ କ୍ୟାମ୍ପ ଅନୁଷ୍ଠିତ

Posted by - October 12, 2022 0
ଟିଟିଲାଗଡ଼ : (ସଞ୍ଜୟ କୁମାର ନାୟକ) ମଣିଷ ଶରୀରରେ ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ଏବଂ ପାଞ୍ଚୋଟି ଇନ୍ଦ୍ରିୟ ପାଈଁ ମଣିଷ ନିଜର ସବୁ କିଛି କାର୍ଯ୍ୟ ସମ୍ପାଦନ…

ଭୁବନେଶ୍ୱର ବିଚ୍ ରାସ୍ତାରେ ଛୁରାମାଡ ରେ ଯୁବକଙ୍କ ମୃତ୍ୟୁ

Posted by - January 16, 2022 0
ଭୁବନେଶ୍ୱର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ରାଜ୍ୟ ରାଜଧାନୀରେ ଚାଞ୍ଚଲ୍ୟ Iବିଚ୍ ରାସ୍ତାରେ ଛୁରାମାଡ ରେ ଯୁବକଙ୍କ ମୃତ୍ୟୁ।ପ୍ରାପ୍ତ ସୂଚନା ଅନୁସାରେ ଭୁନେଶ୍ଵର ସହିଦନଗର ଥାନା ସୈନିକ…

ବନ ବିଭାଗର ସଚେତନତା ସତ୍ତ୍ୱେ ମଧ୍ୟ ଲୋକେ ଜଙ୍ଗଲରେ ଲଗାଉଛନ୍ତି ନିଆଁ

Posted by - May 23, 2022 0
ବଙ୍ଗୋମୁଣ୍ଡା: (ଅଭିମନ୍ୟୁ ବହିଦାର )ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକ ବନାଞ୍ଚଳ ଅଧିନରେ ଥିବା ବଡ଼ପରା ତୁରେକେଲାଗାଁ ମଧ୍ୟ ବର୍ତ୍ତି ଦୁଇଟି ଗାଁକୁ ଲାଗି ରହିଥିବା ଦେଏଡଙ୍ଗର ମଧ୍ୟ…