Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଚୋରୀ ର ମାଷ୍ଟର ମାଇଣ୍ଡ କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ

498 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଥାନା ଅଂଚଳ ରେ  ବଢି ଚାଲିଥିବା ଚୋରୀ ର ମାଷ୍ଟର ମାଇଣ୍ଡ କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଦେବେନ୍ଦ୍ର ପରିଡା ନାମକ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି  ଯାଜପୁର ପୋଲିସ । ଏହି ଗ୍ୟାଙ୍ଗ  ରାତି ହେଲେ ପୋଲିସ ଆଖିରେ ଧୁଳି ଦେଇ ବଡ ବଡ ବ୍ୟବସାୟି ଙ୍କ  ଗୋଦାମ ଭାଙ୍ଗି ବିଭିନ୍ନ  ଦାମୀ ଖାଦ୍ୟ ସାମଗ୍ରୀ ଚୋରୀ କରୁଥିଲେ । ଗତ ପନ୍ଦର ଦିନ ମଧ୍ୟରେ ୩ ଟି ମାମଲା ରୁଜୁ ହୋଇଥିଲା ।

ଯାଜପୁର ଭାରପ୍ରାପ୍ତ ଥାନା ଅଧିକାରୀ ମାନସ ଚକ୍ର ଙ୍କ ନେତୃତ୍ବ ରେ ଏହି ଗ୍ୟାଙ୍ଗ ର ମୁଖ୍ୟ କୁ ଗିରଫ କରାଯିବା ସହ  ଅନେକ ଚୋରି ସାମଗ୍ରୀ ଜବତ କରାଯାଇଛି । ଏହି ଘଟଣା ରେ  ସମ୍ପୃକ୍ତ  ଆହୁରି ଦୁଇ ଜଣ ଫେରାର ହୋଇଯାଇ ଥିବାରୁ  ସେମାନଙ୍କୁ ଗିରଫ କରାଯିବା ସହ  ବାକି  ଚୋରୀ ସାମଗ୍ରୀ ଜବତ କରାଯିବା ଲାଗି ଉଦ୍ୟମ କରାଯାଉଥିବା  ଯାଜପୁର ଏସଡିପିଓ କହିଛନ୍ତି ।

Related Post

ଜମି ବାଡ଼ି କୁନେଇ ମରଣlତ୍ମକ ଆକ୍ରାମଣ, ଅଭିଯୋଗକୁ ଭିତ୍ତି କରି ପୋଲିସର ଚାଲିଛି ତଦନ୍ତ.

Posted by - December 31, 2021 0
ବୌଦ୍ଧ :(ଚିତରଞ୍ଜନ ସିଂ)ହରଭଙ୍ଗା ବ୍ଲକ କୁସଙ୍ଗ ପଂଚାୟତ ରେ ଆଜି ଜମିବାଡ଼ି କୁନେଇ ମରଣlତ୍ମକ ଆକ୍ରମଣ ହୋଇଛି!ଏହାକୁ ନେଇ ଦୁଇ ଅଭିଯୋଗ କରି ହରଭଙ୍ଗା ଥାନାରେ ଅଭିଯୋଗ…

ଏଟିମ ଲୁଟ ଉଦ୍ୟମ ବିଫଳ ନବରଙ୍ଗପୁର ପୋଲିସ ହାତରେ ଧରାପଡିଲେ ୪ ଅନ୍ତରାଜ୍ୟ ଏଟିମ ଲୁଟେରା

Posted by - September 29, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ପ୍ରାଥମିକ ତଦନ୍ତ ଓ ଗିରଫ ଏଟିମ ଲୁଟେରାଙ୍କ ଜବତ କରାଯାଇଥିବା କାରର ନଂ ରୁ ଏହି ସମସ୍ତେ ଉତ୍ତର ପ୍ରଦେଶର ବୋଲି ଅନୁମାନ କରାଯାଉଛି।…

ଜୟପାଟଣା ପୋଲିସ ଦ୍ୱାରା ୪ କୁଇଣ୍ଟାଲ ୨୭ କେଜି ଗଞ୍ଜେଇ ଜବତ, ୧୦ ଗିରଫ

Posted by - May 29, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ପୋଲିସ ର ବ୍ୟାପକ ଧରପଗଡ ଓ ଗିରଫଦାରୀ ସ୍ଵତ୍ତ୍ଵେ କଳାହାଣ୍ଡି ରେ ଗଞ୍ଜେଇ ମାଫିଆଙ୍କ ସାମ୍ରାଜ୍ଯ ବୃଦ୍ଧି ପାଇବାରେ…

ସରକାରୀ ନିୟମକୁ ବେଖାତିର ଜେସିବିରେ ଚାଲିଛି ମୋରମ ଚାଲାଣ

Posted by - December 10, 2019 0
ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲାରେ ଲଘୁଖଣିଜ ଦ୍ରବ୍ୟର ବେଆଇନ ଉତ୍ତୋଳନ ସାଙ୍ଗକୁ ଚୋରା ଚାଲାଣ ପ୍ରଶାସନର ଜ୍ଞାତସାରରେ ବେଧଡକ ଚାଲିଛି। ଆଉ ବିପୁଳ ପରିମାଣର ରାଜସ୍ବ ହରାଉଛନ୍ତି ସରକାର।…

୧.୧୦ କୁଇଣ୍ଟାଲ ଗଞ୍ଜାଇ ଜବତ, ଅଭିଯୁକ୍ତମାନେ ଫେରାର

Posted by - March 10, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ମନମୁଣ୍ଡା ପୁଲିସ୧.୧୦  କୁଇଣ୍ଟାଲ ଗଞ୍ଜାଇ ଜବତ କରିଛି, କିନ୍ତୁ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବ ଜାଣିବାକୁ ମିଳିଛି। ଏହି ଥାନା ଶଗଡା ପଂଚାୟତ ଆଭ୍ୟନ୍ତରୀଣ ଅଂଚଳ…