ଅପରାଜିତାଙ୍କ କାର୍ଯ୍ୟାଳୟ ସିଲ୍‌କଲା ବିଏମ୍‌ସି:,କୋଠା ସିଲ୍ ନିଷ୍ପତ୍ତି ପ୍ରଶାସନର: ବିଜେଡି

302 0

ଭୁବନେଶ୍ୱର:ଭୁବନେଶ୍ୱର ଏମପି ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟାଳୟକୁ ବିଏମସି ପକ୍ଷରୁ ଶନିବାରଦିନ ୧୫ଦିନପାଇଁ ସିଲ୍ କରାଯିବା ସହ ନୋଟିସ ଜାରି କରାଯାଇଛି ।ଏମପି ତାଙ୍କ ଜନ୍ମଦିନରେ ସାମାଜିକ ଦୁରତା ନରଖିବା ସହ ସାମିଲ ହୋଇଥିବା ମହିଳାମାନେ ମଧ୍ୟ ମାସ୍କ ପିନ୍ଧିନଥିଲେ । କୋଭିଡ ଗାଇଡଲାଇନ ଉଲଘଂନ କରିଥିବା ଅଭିଯୋଗରେଏମପିଙ୍କ ପଳାଶପଲ୍ଲୀସ୍ଥିତ କାର୍ଯ୍ୟାଳୟକୁ ବିଏମସି ପକ୍ଷରୁ ସିଲ କରାଯାଇଥିବାର ଜଣାପଡିଛିା କୌଣସି କୋଠାକୁ ସିଲ୍‍ କରିବା ହେଉଛି ସମ୍ପୂର୍ଣ୍ଣ ପ୍ରଶାସନିକ ନିଷ୍ପତ୍ତି ଏବଂ ଏ ସଂକ୍ରାନ୍ତରେ ବିଜେଡି କୌଣସି ମତାମତ ଦେବାକୁ ଚାହେଁ ନାହିଁ ।

ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଏହା କହିଛନ୍ତି ବିଜେଡି ମୁଖପାତ୍ର ସୁଲତା ଦେଓ । ଶ୍ରୀମତୀ ଦେଓ କହିଛନ୍ତି ଯେ, ସାଧାରଣ ଲୋକଙ୍କ ଧନ ଜୀବନର ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ଅତୀତରେ  ସମଗ୍ର ରାଜ୍ୟରେ ଅନେକ କୋଠା, ହୋଟେଲ ଆଦିକୁ ସିଲ୍‍ କରାଯାଇଛି । ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଆଗାମୀ ଦିନରେ ଆବଶ୍ୟକ ଡିଲେ ମଧ୍ୟ ଏଭଳି ସିଲ୍‍ କରାଯିବ । ତେଣୁ ଏହା ଉପରେ ମତ ଦେବା ଅସମୀଚିନ ନୁହେଁ । ବିଜେପି, ବିଜେଡି, କଂଗ୍ରେସ କିମ୍ବା ଅନ୍ୟ କୌଣସି ରାଜନୈତିକ ଦଳକୁ ଦେଖି କରୋନା ସଂକ୍ରମିତ କରେନାହିଁ । ଏହା ହେଉଛି ମାନବିକତା ଏବଂ ଆମେ ସମସ୍ତେ କୋଭିଡ ନିୟମ ମାନି ଏହି ମହାମାରୀ ବିରୁଦ୍ଧ ରେ ଏକଜୁଟ ହୋଇ ଲଢେଇ କରିବାର ଅଛି ବୋଲି ଶ୍ରୀମତୀ ଦେଓ କହିଛନ୍ତି ବୋଲି ବିଜୁ ଜନତା ଦଳର ମୁଖପାତ୍ର ଲେନିନ୍ ମହାନ୍ତି ଏକ ପ୍ରେସ ବିବୃତିରେ କହିଛନ୍ତି ।

Related Post

ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ପ୍ରାର୍ଥୀପତ୍ର ନାକଚ କରିବା ଲାଗି ଏଡିଏମ୍‌ଙ୍କ ନିକଟରେ ଦାବି

Posted by - April 5, 2019 0
ଭୁବନେଶ୍ବର :୦୫/୦୪ ଅଡୁଆରେ ପଡ଼ିପାରନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା। ଅନନ୍ତ ବିଡିଏ ଅଧ୍ୟକ୍ଷ ଭଳି ଲାଭଜନକ ସଂସ୍ଥାରୁ ଇସ୍ତଫା ନଦେଇ ନାମାଙ୍କନ ପତ୍ର…

ବୌଦ୍ଧ ଡାକ୍ଟର ଖାନା ରେ ଗର୍ଭବତୀ ମହିଳାଙ୍କୁ ଡାକ୍ଟରଙ୍କ ଦୁର୍ବବ୍ୟବହାର, ଅଭିଯୋଗ ଆଣିଲେ ଗର୍ଭବତିଙ୍କ ମା’

Posted by - November 6, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ଡାକ୍ତର ରୋଗୀସେବା ଛାଡି ନିଜ ରୋଗୀଙ୍କୁ ବେଡରେ ରଖିବା ପାଇଁ ଜଣେ ଗର୍ଭବତୀ ମହିଳାଙ୍କୁ ବେଡରୁ ଗାଳିଗୁଲଜ କରି ଜୋରଜବରଦସ୍ତ ଧକ୍‌କା ମାରି ତଡିଦେବା…

ନବରଙ୍ଗପୁର ଜିଲ୍ଲା ବାରିକ ସଙ୍ଘ ତରଫରୁ ସାଧାରଣତନ୍ତ୍ର ଦିବସ ପାଳିତ

Posted by - January 26, 2022 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ )ନବରଙ୍ଗପୁରବ୍ଲକ ର ବିଭିନ୍ନ ସ୍ଥାନରେ କୋଭିଡ କୋଟକଣା ନିୟମ ଅନୁଯାଇ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହେଇଯାଇଛି! ଏହି ଅବସରରେ ନବରଙ୍ଗପୁର…

ଲକଡ଼ପାଯୁ ଜଙ୍ଗଲରେ ସାତ ରାଉଣ୍ଡ ଲ୍ୟାଣ୍ଡମାଇନ ବିସ୍ପୋରଣ

Posted by - November 28, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ଲକଡ଼ପାଯୁ ଜଙ୍ଗଲ ରେ ସାତ ରାଉଣ୍ଡ ଲ୍ୟାଣ୍ଡମାଇନ ବିସ୍ପୋରଣ। ବନବିଭାଗ ଗାଡି ଉଡାଇବା ପାଇଁ ବସିଥିଲା ଲ୍ୟାଣ୍ଡମାଇନ । ଅଳ୍ପକେ…

ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି ରେ,ଅଖ ରେ ଲାଗିଲା ଚକ।

Posted by - May 16, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ)ନୀଳଗିରି, ତୃତୀୟ ଶ୍ରୀ କ୍ଷେତ୍ର ରେ, ଅକ୍ଷୟ ତୃତୀୟା ଅବସର ରେ, ରଥ ନିର୍ମାଣ ର ଶୁଭାରମ୍ଭ ହୋଇଛି। ଅଖରେ ଲାଗିଛି ଚକ।ସମସ୍ତ ବୈଦିକ ରୀତି…