୮୫୩୭୭୭ ଜଣ ପ୍ରବାସୀ ଙ୍କୁ ଆଣିବା ପାଇଁ ପୂର୍ବ ତଟ ରେଳବାଇ କୁ ଭଡା ବାବଦରେ ୯ କୋଟି ଟଙ୍କା

650 0

ଭୁବନେଶ୍ୱର : ଭାରତ ବର୍ଷରେ କରୋନା ମହାମାରୀ ଯୋଗୁଁ ମାର୍ଚ୍ଚ ୨୩ ରୁ ଲକ୍ ଡାଉନ୍ ଆରମ୍ଭ ହୋଇଥିଲା । ସେହି ସମୟରେ ଦେଶର ବିଭିନ୍ନ ପ୍ରାନ୍ତରୁ ୮ ଲକ୍ଷ ରୁ ଅଧିକ ପ୍ରବାସୀ ଓଡ଼ିଶା କୁ ଫେରିଥିଲେ ବୋଲି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ହ ବିଧାନସଭା ରେ ଆଜି ଉତ୍ତର ରଖିଥିଲେ । ବିଧାନସଭା ରେ କ°ଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଙ୍କ ପ୍ରଶ୍ନର ଉରରେ ମନ୍ତ୍ରୀ କହିଥିଲେ ଯେ ପ୍ରବାସୀ ମାନେ ବିଭିନ୍ନ ରାଜ୍ୟରୁ ଆସିଥିଲେ । ଏମାନଙ୍କୁ ଆଣିବା ପାଇଁ ୨୨୭ ଟି ଟ୍ରେନ୍ କାମରେ ଲଗାଯାଇଥିଲା ।

ମୁଖ୍ୟତଃ ପ୍ରବାସୀ ଓଡ଼ିଆ ମାନେ କେରଳ, ତାମିଲନାଡୁ, ଓ ଗୁଜୁରାଟ ରୁ ନିଜ ନିଜ ଭିଟାମାଟି କୁ ଫେରିଥିଲେ ବୋଲି ମନ୍ତ୍ରୀ କହିଥିଲେ ।ମୋଟ ୮୫୩୭୭୭ ଜଣ ଲୋକଙ୍କୁ ଆଣିବା ପାଇଁ ପୂର୍ବ ତଟ ରେଳବାଇ କୁ ଭଡା ବାବଦରେ ୯ କୋଟି ଟଙ୍କା ଦିଆଯାଇଥିଲା ବୋଲି ତାଙ୍କର ଉତ୍ତରରେ ସୂଚୀତ କରିଥିଲେ । ତେବେ ଏମାନଙ୍କ ମଧ୍ୟରୁ କେତେଜଣ ପ୍ରବାସୀ ଶ୍ରମିକ ଥିଲେ ସେ ବିବରଣୀ ସରକାର ଙ୍କ ପାଖରେ ନାହିଁ । ଏହି ତଥ୍ୟ ଏକାଠି କରିବା ପାଇଁ ସବୁ ଜିଲ୍ଲା କୁ କୁହାଯାଇଛି ବୋଲି ତାଙ୍କ ଜବାବ୍ ରେ ଉଲ୍ଲେଖ କରିଥିଲେ ।

Related Post

ବେଆଇନ ପଥର ଉତ୍ତୋଳନ କରି ଠିକା ସଂସ୍ଥା ମାଲେମାଲ,୨୩ଲକ୍ଷ୍ୟ ୯୫ହଜାର  ଟଙ୍କା ର ନୋଟିସ

Posted by - March 7, 2022 0
ବୌଦ୍ଧ: ( ଚିତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ଧଳପୁର ଠାରେ ରଣଜିତ ବିଲ୍ଡରନ ନାମକ ଏକ ଠିକା ସଂସ୍ଥା  ମହାନଦୀ ଉପରେ  ଧଳପୁର ଆଠମଲ୍ଲିକ ସେତୁ ନିର୍ମାଣ କାର୍ଯ୍ୟ…

କ୍ରସର କୁ ବନ୍ଦ କରିବାପାଇଁ ଅଣ୍ଟା ଭିଡିଲେ ସ୍ଥାନିୟ ମହିଳା ସଂଘ

Posted by - June 29, 2021 0
ବୌଦ୍ଧ:(ଚିତରଂଜନ ସିଂ) ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଖରଭୁଇଁ ଗ୍ରାମରେ ଥିବା ୪ ଟି କ୍ରସର କୁ ତୁରନ୍ତ ବନ୍ଦ କରିବାପାଇଁ ଆଜି ୧୨ ଟି ସ୍ବୟଂ ସହାୟକ ଦଳର…

ନେହେରୁ ଯୁବ କେନ୍ଦ୍ରର ବ୍ଲକ ସ୍ତରୀୟ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ

Posted by - August 17, 2022 0
ବୌଦ୍ଧ: (୧୧/୦୮) ::( ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ଓ ଜୟ ଜଗନ୍ନାଥ ଯୁବକ ସଂଘର ମିଳିତ ଆନୁକୂଲ୍ୟରେ ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତ…

ଯୌତୁକ ନିର୍ଯ୍ୟାତନା ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ: ୩ ବର୍ଷ ଜେଲ ଦଣ୍ଡାଦେଶ ଦେଲେ ଧର୍ମଗଡ଼ କୋର୍ଟ

Posted by - December 6, 2022 0
ଧର୍ମଗଡ଼:(ହେମନ୍ତ କୁମାର ମାଝୀ)୨୦୧୫ ମସିହାରେ ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଖଇରପଦର ଗ୍ରାମର ସୀମାଞ୍ଚଲ ଭୋଇ ବବିତା ଭୋଇଙ୍କୁ ସାମାଜିକ ରୀତିନୀତି ଅନୁସାରେ ବିବାହ କରିଥିଲେ। ବିବାହର କିଛି…