ଭିଜିଲାନ୍ସ ଜାଲରେ ସରକାରୀ ବାବୁ

253 0

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଜଣେ ସରକାରୀ ବାବୁ ଲାଞ୍ଚ ନେଇ ପୁଣି ଭିଜିଲାନ୍ସ ଜାଲରେ ପଡିଛନ୍ତି । ଏହି ସରକାରୀ ବାବୁ ଜଣଙ୍କ ହେଲେ କିଶୋରନଗର ବ୍ଲକ ସଂଜାମୁରା ଗ୍ରାମ ପଞ୍ଚାୟତର ନିର୍ବାହୀ ଅଧିକାରୀ ନିର୍ଭୟ ପ୍ରଧାନ । ସୂଚନା ଅନୁସାରେ ନିମିତ୍ରୀ ଗାଁର ଜୟନ୍ତ ବିଶ୍ୱାଳ ନାମକ ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ କରିଥିଲେ । ଏହି ଘର ନିର୍ମାଣ ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କା ବିଲ ପ୍ରଦାନ ପାଇଁ ନିର୍ବାହୀ ଅଧିକାରୀ ନିର୍ଭୟ ପ୍ରଧାନ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।

ଏଥିପାଇଁ ଜୟନ୍ତ ବିଶ୍ୱାଳ କଟକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଆଉ ଗତକାଲି ନିଜ କାର୍ଯ୍ୟାଳୟରେ ନିର୍ଭୟ ପ୍ରଧାନ ଥିବା ବେଳେ ଜୟନ୍ତ ତାଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ଦେଇଥିଲେ । ସେହି ସମୟରେ ପୂର୍ବରୁ ପ୍ରସ୍ତୁତ ହୋଇ ରବିଥିବା ଭିଜିଲାନ୍ସ ତାଙ୍କୁ କାବୁ କରି ନେଇଥିଲା । ତାଙ୍କ ନିକଟରୁ ୧୦ ହଜାର ଟଙ୍କା ଜବତ କରିବା ପରେ ନିର୍ବାହୀ ଅଧିକାରୀ ନିର୍ଭୟ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

Related Post

ଅଜଣା ରୋଗରେ ତରୁଣୀ,ଆର୍ଥୀକ ଅଭାବ ସାଜିଛି ଚିକିତ୍ସା ରେ ବାଧକ

Posted by - January 11, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଗରିବ ଲୋକଙ୍କୁ ହାତ ପାହାନ୍ତାରେ ଚିକିତ୍ସା ବ୍ୟବସ୍ଥା ପାଇଁ ଉଭୟ କେନ୍ଦ୍ର ସରକାର ବ୍ୟାପକ ଯୋଜନାମାନ ପ୍ରସ୍ତୁତ କରି ବହୁକୋଟି…

ନନ୍ଦନକାନନରେ ଓଡ଼ିଶାର ପ୍ରଥମ ବହୁତଳ ଗାଡ଼ି ରହଣି ସ୍ଥଳ ର ଶୁଭ ଉଦଘାଟନ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ

Posted by - May 27, 2022 0
ଭୁବନେଶ୍ଵର:(ସନ୍ତୋଷ ରାଉତ) ନନ୍ଦନକାନନ ପ୍ରାଣୀ ଉଦ୍ୟାନ ରେ ନୂତନ ଭାବେ ପ୍ରଥମ ଥର କରାଯାଇଥିବା ବହୁତଳ ଗାଡ଼ି ରହଣି ସ୍ଥଳ କୁ ଉଦ୍ ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ…

ହୁଗୁଲା ପ୍ରଶାସନ,ପରିବେଶ ନଷ୍ଟଭ୍ରଷ୍ଟ। ମାଲେମାଲ୍ ଇଟାଭାଟି ମାଲିକ।

Posted by - January 2, 2021 0
ନୀଳଗିରି :(ସୌମ୍ୟା ସାଇ ବାରିକ୍)ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ଅଞ୍ଚଳ ଏବେ ପାଲଟି ଯାଇଛି, ମାଟି ମାଫିଆ , ବାଲି ମାଫିଆ , ପଥର ମାଫିଆ ଓ…

ୟୁରିଆ ସାର କଳାବଜାରୀ ରୋକିବାକୁ ଜିଲ୍ଲା ପ୍ରଶାସନର ତନଖି

Posted by - August 20, 2020 0
ଯାଜପୁର ଅଫିସ :ରାସାୟନିକ ସାର ବିଶେଷ କରି ୟୁରିଆ ସାରର ସୁଷମ ବଣ୍ଟନ ଓ କଳାବଜାରୀ ରୋକିବାକୁ ଜିଲ୍ଳ୍‌ାପାଳ ରଂଜନ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଳ୍‌ାର…

ନୂତନ ମନ୍ତ୍ରୀ ମଣ୍ଡଳ କୁ ନେଇ ଓଡିଶା ରାଜନୀତି ସରଗରମ

Posted by - June 5, 2022 0
ଭୁବନେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଅନେକ ଦିନର କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ /ଅଦଳବଦଳ ଘଟଣାରେ ଚାଲିଥିବା ଆଲୋଚନା ଓ ପର୍ଯ୍ୟାଲୋଚନା ର…