ଖୁଦ୍ର ଚଳଚ୍ଚିତ୍ର ” ସମ୍ପର୍କର ବୋଝ ”ର ଶୁଭ ମହୁରତ

352 0

ଯାଜପୁର:ନରସିଂହପୁର ସ୍ଥିତ ଧନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଖୁଦ୍ର ଚଳଚ୍ଚିତ୍ର ” ସମ୍ପର୍କର ବୋଝ ”ର ଶୁଭ ମହୁରତ ହୋଇଯାଇଅଛି .ଏହି ଚଳଚ୍ଚିତ୍ର ମାଧ୍ୟମରେ ସମାଜ କୁ ବାର୍ତା ଦେବା ପାଇଁ ଏମ. ବି ଟି.ଭି ପକ୍ଷରୁ ପ୍ରୟାସ କରାଯାଇଛି.ସମାଜ ରେ ବାପା ମା ମାନଙ୍କୁ ଅବହେଳିତ କରୁଥିବା ପିଲା ମାନଙ୍କୁ ସଚେତନତା କରିବା ପାଇଁ ଏକ ସୁନ୍ଦର ପ୍ରୟାସ.ସାଧାରତ ପିଲାମାନେ ବାହାହେଲା ପରେ ବାପା ମା ଙ୍କ କଷ୍ଟ କୁ ଭୁଳିଯାନ୍ତି.ଏହି ଚଳଚ୍ଚିତ୍ରରେ ନିର୍ଦେଶକ ସୁରେଶ ରାଜ ଓ ସଙ୍ଗୀତ କୁ ସଜେଇଛନ୍ତି ଓଡ଼ିଶାର ଆଗଧାଡ଼ି ର ସଙ୍ଗୀତ ନିର୍ଦ୍ଦେଶକ ଦିନେଶ ମଲ୍ଲିକ ଏ ଗୀତ କୁ ଗାଇଛନ୍ତି ଶିଶୁ କଣ୍ଠଶିଳ୍ପୀ ମାଷ୍ଟର ଦେବେଶ୍ୱର ଓ ସତ୍ୟମ ସୁନ୍ଦର ଭାବେ ଗାଇଛନ୍ତି.

ଏଥିରେ ଅଭିନୟ କରିଛନ୍ତି ପୂର୍ବତନ ସାଂସଦ ଅଞ୍ଚଳ ଦାସ ଙ୍କ ସମେତ ଯାଜପୁର ର ବହୁ ପ୍ରତିଭାବାନ କଳାକାର ଅଭିନୟ କରିଛନ୍ତି.ଏହାକୁ ପରିଚାଳନା କରିଛନ୍ତି ପ୍ରଶାନ୍ତ ଗେଡି.ଏବଂ କ୍ୟାମେରା ରେ sj ସାନୁ ଦଇତ୍ୟା ପରି ବହନ କରିଛନ୍ତି ଶୂଟିଂ ଆରମ୍ଭ କରାଯାଇ ଖୁବ ଶୀଘ୍ର ରିଲିଜ ହେବ ବୋଲି ପ୍ରଯୋଜକ ସଂସ୍ଥା ପକ୍ଷରୁ କୁହାଯାଇଛି,ଅନ୍ୟମାନଙ୍କ ମଧ୍ୟରେ ନାଟ୍ୟକାର ନାରାୟଣ ଚୌଧୁରୀ, ଅଭିନେତା ସୂର୍ଯ୍ୟମଣି ପଣ୍ଡା, ସମାଜ ସେବୀ ବସୁ ଦାଶ, ଗୀତିକାର ନଳିନୀ ପ୍ରଭା ଦାସ,ଅଭିନେତା ପିଣ୍ଟୁ, ମାମୁନି, ଶିଶୁ କଳାକାର ବାବୁ ଏଥିରେ ଅଭିନୟ କରିଛନ୍ତି,କାହାଣୀ ଓ ସଂଳାପ ଶ୍ରୀକାନ୍ତ ସୀମା ଓ କାମେରା ଏସ କେ ସାହୁ, ପରିଚାଳନା ରେ ସାମ୍ବାଦିକ ଭରତନାୟକ, ମାନସୀ ପରିଡ଼ା ଏବଂ କ୍ୟାମେରା sj ସାନୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଛନ୍ତି

Related Post

ମୁକ୍ତିଲାଭ କଲା ‘ତେରୀ ମେରୀ କାହାନୀ’ର ସମ୍ପୂର୍ଣ୍ଣ ଗୀତ

Posted by - September 11, 2019 426
ମୁମ୍ବାଇ : ପଶ୍ଚିମବଙ୍ଗ ଷ୍ଟେସନମାନଙ୍କରେ ଗୀତ ଗାଇ ପେଟ ପୋଷୁଥିବା ରାନୁ ମଣ୍ଡଳଙ୍କ ପ୍ରଥମ ବଲିଉଡ ଫିଲ୍ମ ଗୀତ ‘ତେରୀ ମେରୀ କାହାନୀ’ ମୁକ୍ତିଲାଭ କରିଛି। ଏହି ଗୀତରେ…

କଳାକାର ପରିଚୟ ପତ୍ର ବଣ୍ଟନ ଉତ୍ସବ ଅନୁଷ୍ଠିତ

Posted by - April 30, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ସମ୍ମିଳନୀ କକ୍ଷରେ କଳାକାର ପରିଚୟ ପତ୍ର ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ…

କଳାକାର ସମ୍ମାନ ସମାରୋହ

Posted by - October 4, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲିକ)ବାଲେଶ୍ୱର ଜିଲ୍ଲାର କଳାକାର ମାନଙ୍କୁ ସମ୍ମାନିତ କରିବାପାଇଁ ଆଞ୍ଚଳିକ ବିକାଶ ପରିଷଦ ନାଇକୁଡି ତରଫରୁ ଏକ କଳାକାର ସମ୍ମାନ ସମାରୋହ 2021 ନାଇକୁଡି ଗ୍ରାମ ପଞ୍ଚାୟତ…

ସୁରଜିତ ସିଂ ମହାରଥା ଙ୍କ କୋସଲୀ କଥାନୀ ମାଲାର ଶୁଭ ଉନ୍ମୋଚନ

Posted by - January 9, 2022 0
ନୂଆପଡା:(ମେଘନାଦ ନାଏକ)ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଦେଓବାହାଲ ଗ୍ରାମ ଠାରେ ସୁରଜିତ ସିଂ ମହାରଥାଙ୍କ କୋସଲୀ ବହି କୋସଲୀ କଥାନୀ ମାଲା ରବିବାର ଉନ୍ମୋଚିତ ହୋଇଯାଇଛି ।…