ସୁବ୍ରତ ଜେନାଙ୍କୁ ଅନ୍ତର୍ଜାତୀୟ ୟୁଥ ଆଇକନ ଆୱାର୍ଡ଼

614 0

ଯାଜପୁର ଅଫିସ :ସୁର୍ୟୋଦୟ ଭାଷା ଓ ସାହିତ୍ୟ ପ୍ରତିଷ୍ଠାନର ଦ୍ଵିତୀୟ ବାର୍ଷିକ ଉତ୍ସବ ପାଳନ ଅବସରରେ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଳକ ଅନ୍ତର୍ଗତ ଶୁରଡିହ (ବାବଲପୁର) ଗ୍ରାମର ଯୁବକବି ଶ୍ରୀଯୁକ୍ତ ସୁବ୍ରତ କୁମାର ଜେନାଙ୍କୁ “ଅନ୍ତର୍ଜାତୀୟ ୟୁଥ ଆଇକନ ଆୱାର୍ଡ଼ ” ସମ୍ମାନରେ ସମ୍ମାନୀତ କରାଯାଇଅଛି।ଏଥିରେ ୩୫ଟି ଦେଶର ଯୁବ ପ୍ରତିଭା ମାନେ ଯୋଗଦାନ କରିଥିଲେ।ପ୍ରତିଷ୍ଠାନ ପକ୍ଷରୁ ସମ୍ପାଦକ ମନୋଜ କୁମାର ପଣ୍ଡା,ସୌଜନ୍ୟ ସମ୍ପାଦକ ଦୀପକ କୁମାର ସ୍ୱାଇଁ,ଉପଦେଷ୍ଟା ରୋହିଣୀ କୁମାର ବେହେରା ଶ୍ରୀଯୁକ୍ତ ଜେନାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି।

ଏଥିପାଇଁ ସ୍ଥାନୀୟ ବାବଲପୁର ଅଞ୍ଚଳର ଜାତୀୟ ସମାଜ କଲ୍ୟାଣକାରୀ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ, ନେଡ଼ରେଟ ଫାଉଣ୍ଡେସନ, ଆର.ଡି. ଏମ.ଏସ ଅଫ ଆର୍ଟ ଆଣ୍ଡ କଲଚର,ବିଶ୍ୱଭାରତୀ ଫାଉଣ୍ଡେସନ, ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ,ଆଇ.ଏମ.ଆର.ସି,ଇପମର, ଆଶା ଆକାଶ କ୍ଲବ,ବନାନୀ ସମେତ ବିଭିନ୍ନ ସଙ୍ଗଠନ ଓ ଗ୍ରାମବାସୀଙ୍କ ତରଫରୁ ଶ୍ରୀଯୁକ୍ତ ଜେନାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ନୂତନ ସାରସ୍ବତ ସାଧକ ସାଧିକାମାନେ ଆଗେଇ ଆସି ସମାଜପାଇଁ ଲେଖନୀ ଚାଳନା କରିବାକୁ ଶ୍ରୀଯୁକ୍ତ ଜେନା ପରାମର୍ଶ ଦେଇଛନ୍ତି।

Related Post

୨୩ ତାରିଖରୁ ଯାଜପୁର ବାଳାଶ୍ରମ ପଡିଆ ରେ ରାଜ୍ୟସ୍ତରୀୟ ପୁସ୍ତକ ମେଳା

Posted by - December 21, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଆସନ୍ତା ୨୩ ତାରିଖରୁ ଯାଜପୁର ବାଳାଶ୍ରମ ପଡିଆ ରେ ଆରମ୍ଭ ହେବାକୁ ଯାଉଛି ରାଜ୍ୟସ୍ତରୀୟ ପୁସ୍ତକ ମେଳା । ଯାଜପୁର ଜିଲା ପ୍ରଶାସନ, ଓଡ଼ିଆ…

କାଞ୍ଜିପାଣି ଘାଟିରେ ଯାତ୍ରୀବାହୀ ବସ ଦୁର୍ଘଟଣା,୧୦ ଗୁରୁତର

Posted by - October 21, 2019 0
କେନ୍ଦୁଝର,୨୧/୧୦ ବାଂଶପାଳ ବ୍ଲକ କାଞ୍ଜିପାଣି ୧ନମ୍ବର ଘାଟି ଓହ୍ଲାଉ ଥିବାବେଳେ ଭାରସାମ୍ୟ ହରାଇ ରାସ୍ତା କଡକୁ ଯାତ୍ରିବାହୀ ବସ ଓଲଟି ପଡ଼ିବାରୁ ୧୦ଜଣ ଯାତ୍ରୀ ଗୁରୁତର ଆହତ…

ବୌଦ୍ଧ ଆଞ୍ଚଳିକ ପରିବହନ ତରଫରୁ ତାଲିମ୍ ଶିବିର ଅନୁଷ୍ଠିତ

Posted by - December 1, 2021 0
ବୌଦ୍ଧ :(ଚିତ୍ତରଞ୍ଜନ ସିଁ)ବୌଦ୍ଧ ଜିଲ୍ଲାର ଆଞ୍ଚଳିକ ପରିବହନ ଅଧିକାରୀ ଙ୍କ ଅଧ୍ୟକ୍ଷତା ରେ ବିରାନ ର ସିଂହ ପୁର ଉଚ୍ଚ ବିଦ୍ୟାଳୟ ରେ (ରକ୍ଷକ) ପ୍ରକଳ୍ପ ର…

ଆଦର୍ଶ ମାନବ ଗଠନ ଅଭିଯାନ ଅନ୍ତର୍ଗତ ସ୍ଵେଚ୍ଛାକୃତ ଭାବେ ଶିକ୍ଷାନୁଷ୍ଠାନ ମାନଙ୍କୁ ଯାଇ ନୈତିକ ଶିକ୍ଷା ପ୍ରଦାନ

Posted by - June 27, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ଆଦର୍ଶ ମାନବ ଗଠନ ପାଇଁ ଜଣେ ବ୍ୟକ୍ତି ନିଜର ଉଦ୍ୟମ କ୍ରମେ ଅଞ୍ଚଳର ଛ ଟି ଜିଲ୍ଲା ବୁଲି ବୁଲି ବିଭିନ୍ନ…

ହରିଶଙ୍କର ରେ ମନ୍ଦିର ସବକମିଟି ର ବୈଠକ ମନ୍ଦିର ପରିଚାଳନାରେ ଅବ୍ୟବସ୍ଥା ନେଇ ଅସନ୍ତୋଷ

Posted by - April 15, 2022 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକର ପବିତ୍ର କ୍ଷେତ୍ର ହରିଶଙ୍କର ଠାରେ ହରିଶଙ୍କର ମନ୍ଦିର ପରିଚାଳନା ସବକମିଟି ର ବୈଠକ ଗୁରୁବାର କମିଟି ସଭାପତି…