ବିଞ୍ଝାରପୁର ବ୍ଲକ ବରପଦା ପଞ୍ଚାୟତରେ ମୃତ ଚାଷୀ ରମାକାନ୍ତ ମଳିକ ଙ୍କ ଘରେ ରାଜ୍ୟ ସ୍ତରୀୟ କଂଗ୍ରେସ ନେତା

290 0

ଯାଜପୁର ଅଫିସ :ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ବରିଷ୍ଠ କଂଗ୍ରେସ ନେତା ତଥା ପ୍ରାକ୍ତନ ମନ୍ତ୍ରୀ ଶ୍ରୀଯୁକ୍ତ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ କମିଟିର ସଦସ୍ୟ ରାଜ୍ୟ କଂଗ୍ରେସ ସୋସିଆଲ ମେଡିଆର ଅଧକ୍ଷ ଶ୍ରୀଯୁକ୍ତ ଅଭିଷେକ ମହାନନ୍ଦ,ରାଜ୍ୟ କିଷାନ ସେଲର ଅଧକ୍ଷ ଶ୍ରୀଯୁକ୍ତ ଅମୀୟ ପଟ୍ଟନାୟକ ପ୍ରାକ୍ତନ ମୁଖପାତ୍ର ତଥା ସମ୍ପାଦକ ଶ୍ରୀଯୁକ୍ତ ପଦ୍ମାକର ଗୁରୁ ରାଜ୍ୟ କଂଗ୍ରେସର ପ୍ରାକ୍ତନ ମେଡିଆ ପ୍ୟାନେଲିଷ୍ଟ ନରେଶ ମହାନ୍ତି ପ୍ରାକ୍ତନ ରାଜ୍ୟ କଂଗ୍ରେସ ର ଭାସ୍କର ଚନ୍ଦ୍ର ମହାନ୍ତି।

ଯାଜପୁର ପୌର ପରିଷଦ ର ପ୍ରାକ୍ତନ ଅଧକ୍ଷ ଶ୍ରୀଯୁକ୍ତ ଆଲୋକ ବେହେରା,ସାଗର ପରିଡ଼ା ଜରୀ ଗ୍ରା:ପ ର ସମିତିସଭ୍ୟ ଶ୍ରୀଯୁକ୍ତ ଭୁବନାନାଦ ସାମଲ ଓ ପ୍ରାକ୍ତନ ସମିତିସଭ୍ୟ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ପାତ୍ର, କଏଣା ରଘୁନାଥ ପୁରର ପ୍ରାକ୍ତନ ସରପଞ୍ଚ ଶ୍ରୀଯୁକ୍ତ କୁଞ୍ଜ ବେହେରା, ଜିଲ୍ଲା କଂଗ୍ରେସର ପ୍ରାକ୍ତନ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ସଂଗ୍ରାମ ଜେନା, ରାଜ୍ୟ ଯୁବ କଂଗ୍ରେସ ର ପ୍ରାକ୍ତନ ସାଧାରଣ ସମ୍ପାଦକ ସନ୍ତୋଷ କୁମାର ବେହେରା, ଅଣ ସଙ୍ଗଠିତ ଶ୍ରମିକ କଂଗ୍ରେସ ବିଞ୍ଝାରପୁର ମଣ୍ଡଳ ସଭାପତି ଶ୍ରୀଯୁକ୍ତ ବିଜୟ କୁମାର ଦାସ ଓ ସଂଯୋଜକ ଶ୍ରୀଯୁକ୍ତ ସୀମାନ୍ତ କୁମାର ପାତ୍ର,ସୁଦାମ ଚରଣ ସାମଲ,ନାରଦ ମଳିକ, ସରୋଜ କୁମାର ନାୟକ, ଧନେଶ୍ୱର ସାମଲ, ନାରଣ ମଳିକ, ପ୍ରକାଶ କୁମାର ଦାସ, ପ୍ରସନ୍ନ କୁମାର ନାୟକ,ସମେତ ମୃତ ଚାଷୀ ରମାକାନ୍ତ ମଳିକ ଙ୍କ ପରିବାର ବର୍ଗଙ୍କୁ ସାକ୍ଷାତ କରି ଗଭୀର ଶୋକ ପ୍ରକାଶ କରିବା ସହିତ ୧୨.୦୦୦ ଟଙ୍କା ଆର୍ଥିକ ସହାୟତା ପିସିସି ପକ୍ଷରୁ ପ୍ରଦାନ କରାଗଲା।

Related Post

ଯାଜପୁର ବରୀରେ ୩୦ ଟି ଉତ୍ତେଜନା ପ୍ରବଣ ଓ ୬ ଟି ଅତି ଉତ୍ତେଜନା ପ୍ରବଣ ବୁଥ ଚିହ୍ନଟ

Posted by - March 30, 2019 322
ବରୀ:,୨୭/୩-:(ସ୍ନେହାଂଶୁ ମହାନ୍ତି)ବରୀ ବ୍ଲକ ପ୍ରଶାସନ ପକ୍ଷରୁ ୨୦୧୯ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ପର୍ବ ଚାଲିଛି । ଏ ନେଇ ପ୍ରତ୍ୟେକ ବୁଥ ଗୁଡିକୁ ତଦାରଖ କାରାଯାଇ…

କଂଗ୍ରେସ ର ୬ ଘଣ୍ଟିଆ ବନ୍ଦ ଡାକରା

Posted by - September 7, 2021 0
ବୌଦ୍ଧ ୬/୯(ଚିତ ରଂଜନ ସିଂ)ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟିର ଡାକରାରେ ଆଜି 06 ଘଣ୍ଟିଆ ବୌଦ୍ଧ ବନ୍ଦ ଶାନ୍ତିପୁର୍ଣ୍ଣ ଭାବେ ପାଳିତ ହୋଇ ଯାଇଛି l ବୌଦ୍ଧ…

ଚତୁର୍ଥ ଦିନରେ ୨୮ ଜିଲ୍ଲାପରିଷଦ, ୧୦୦ୱାର୍ଡ ମେମ୍ବର,୩୦ ସରପଞ୍ଚ ଏବଂ ୧୯ ସମିତି ସଭ୍ୟଙ୍କ ନାମାଙ୍କନ ପତ୍ର ଦାଖଲ

Posted by - January 20, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତଥା ରାଜନୈତିକ ଦଳ ଏବଂ ନେତା ନେତ୍ରୀଙ୍କ ପାଇଁ ଏହା ଏବେ ତାଙ୍କ ପାଇଁ ପାର୍ବଣ ଋତୁ ସଦୃଶ। ଆଜି…

ଯାଜପୁର ଜିଲ୍ଲା ବରୀ ନିର୍ବାଚନମଣ୍ଡଳୀ ର ଅଙ୍ଗାଳୋ ପଞ୍ଚାୟତ ରେ ଉପନିର୍ବାଚନ ଶେଷ

Posted by - November 28, 2019 3
ବରୀ-(ସ୍ନେହାଂଶୁ ଶେଖର ମହାନ୍ତି)ବରୀ ବ୍ଲକ ଅଧିନସ୍ଥ ଅଗାଂଳୋ ଗ୍ରମପଞ୍ଚାୟତ ସମିତି ସଭ୍ୟ ପଦପାଇଁ ଆଜି ଉପନିର୍ବାଚନ ଶାନ୍ତି ଶୃଙ୍ଖଳା ର ସହିତ ଶେଷ ହୋଇଛି ।ଏହି ଉପ…