ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନକୁ ବିଜେପି ପକ୍ଷରୁ ସେବା ସପ୍ତାହ ଭାବେ ପାଳନ

705 0

ବିଂଝାରପୁର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନକୁ ବିଜେପି ପକ୍ଷରୁ ସେବା ସପ୍ତାହ ଭାବେ ପାଳନ କରାଯାଉଛି । ଏହି ଅବସରରେ ଯାଜପୁର ବିଜେପି ପକ୍ଷରୁ ବିଂଝାରପୁର ବ୍ଲକ ସିଂହପୁରସ୍ଥିତ ବିଜେପି କାର୍ଯ୍ୟାଳୟରେ ଆଜି ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି ।

ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ଅବସରରେ ୧୪  ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଚାଲିଥିବା ସେବା ସପ୍ତାହର ବିଭିନ୍ନ ଦିବସରେ ବିଜେପି କର୍ମୀମାନଙ୍କ ପକ୍ଷରୁ ଜନହିତକର କାର୍ଯ୍ୟ କରାଯାଉଛି । ବିଜେପି ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବବିତା ମଲିକ ଏହି ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ ।

Related Post

ମମତା ହେଲେ ବରୀ ବ୍ଲକ ଅନ୍ତର୍ଗତ ଅଙ୍ଗାଳୋ ପଂଚାୟତର ସମିତି ସଭ୍ୟ

Posted by - November 28, 2019 0
ବରୀ ,୨୮/୧୧- ଆଜି ବରୀ ବ୍ଲକ ଅନ୍ତର୍ଗତ ଅଙ୍ଗାଳୋ ପଂଚାୟତର ସମିତି ସଭ୍ୟ ଉପ- ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ବିଜେଡି ସମର୍ଥିତ ସମିତି ସଭ୍ୟ…

ଓଡ୍ରାଫ୍ ବୋଟ୍ ଦୁର୍ଘଟଣାରେ ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ

Posted by - September 24, 2021 0
ଭୂବନେଶ୍ୱର: ଆଜି ସକାଳୁ ମହାନଦୀ ମୁଣ୍ଡଳି  ବ୍ୟାରେଜ ନିକଟରେ ଫସି ରହିଥିବା ଦନ୍ତାକୁ ଉଦ୍ଧାର ବେଳେ ଓଡ୍ରାଫ୍ ବୋଟ୍ ଓଲଟି ପଡ଼ିଥିଲା।  ହାତୀକୁ କୂଳକୁ ଘଉଡ଼ାଇବା ବେଳେ ପାଣି…

ଦିନକରେ କରୋନାରେ ୬୬ ମୃତ,ପୁଣି ବଢିଲା ଆର୍ ଭ୍ୟାଲୁ,ତୃତୀୟ ଲହରୀ ସୁନିଶ୍ଚିତ

Posted by - July 18, 2021 0
ଭୁବନେଶ୍ବର:ଦେଶରେ କିଛି ଦିନ ତଳେ ଦୈନିକ ସଂକ୍ରମଣ ହ୍ରାସ ପାଉଥିବା ବେଳେ ଏବେ ପୁଣି ୪୦ ହଜାର ଅତିକ୍ରମ କରୁଛି। ଦେଶରେ ଦିନକରେ ଆଉ ୪୧,୧୫୭ ନୂଆ…

ସୁକିନ୍ଦାର ଖଣିଜ ଓ କଳିଙ୍ଗନଗରର ଶିଳ୍ପ ଦେଶ ବିକାଶରେ ସହାୟକ ହେଉଛି : ଗୃହ ମନ୍ତ୍ରୀ

Posted by - December 14, 2019 10
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଶିଳ୍ପ, ଶକ୍ତି, କ୍ଷୁଦ୍ର, ଅଣୁକ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ଓ ଗୃହ ମନ୍ତ୍ରୀ କ୍ୟାପଟେନ୍…

ସୁସ୍ଥ ଲୋକଙ୍କ ୨୪ ଘଣ୍ଟା ନ ପୁରୁଣୁ ହେଉଛି ମୃତ୍ୟୁ ,ଆଦୌ ଅଣଦେଖା କରନ୍ତୁ ନାହିଁ,ପଢନ୍ତୁ ଏହି ରିପୋର୍ଟ

Posted by - July 4, 2020 0
ଭୁବନେଶ୍ବର :ଯଦି ଅପଙ୍କ ଦେହରେ ସାମାନ୍ୟ କୋଭିଦ ର ଲକ୍ଷଣ ଦେଖା ଦେଉଛି ତେବେ ଟିକେ ମଧ୍ୟ ବିଳମ୍ବ କରନ୍ତୁ ନାହି, ତୁରନ୍ତ ପଦକ୍ଷେପ ନିଅନ୍ତୁ ।ରାଜ୍ୟରେ…